Browsing Category

ରାଜ୍ୟ

ଲାଞ୍ଚ ନେଇ ଆଇସିଡିଏସ ସୁପରଭାଇଜର ଗିରଫ

ନୂଆପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଲାଞ୍ଚ ନେବା ଅଭିଯୋଗରେ ଆଇସିଡିଏସ୍ ସୁପରଭାଇଜରଙ୍କୁ ଗିରଫ କରାଯାଇଛି । ୮୦ ହଜାର ଟଙ୍କା ଲାଞ୍ଚ ନେଇ ଆଇସିଡିଏସ ସୁପରଭାଇଜର…

୩୦ ବିଜେପି କର୍ମୀ ଗିରଫ, ଜାଣନ୍ତୁ କାରଣ

ବାଲିଗୁଡ଼ା(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଲାଗିରହିଛି ମମିତା ତାତି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିରୋଧ କରିଛନ୍ତି ବିଜେପି କର୍ମୀ । କଳାପତାନା ପ୍ରଦର୍ଶନ ଦେଖାଉଥିବା ବେଳେ ୩୦…

୫-ଟି ଅର୍ଥ ହେଉଛି ୫ ଜଣ ଟାଉଟର୍: କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବଢ଼ିଲା ବିବାଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘୫-ଟିର ଅର୍ଥ ହେଉଛି ପାଞ୍ଚ ଜଣ ଟାଉଟର’ । ଏପରି ଏକ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୭୧ କରୋନା ପଜିଟିଭ୍, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ବାଳ ସୁଧାର ଗୃହରୁ ୬ ନାବାଳକ ଚମ୍ପଟ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବାଳ ସୁଧାର ଗୃହରୁ ୬ ନାବାଳକ ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ମାରିଥିବା ଜଣାପଡିଛି । ନାବାଳକ ଚମ୍ପଟ ନେଇ…

୪୮ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଜାରି ରହିଛି । ୨ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ୪୮ ଘଣ୍ଟା ପରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବାର…

ଗ୍ୟାସ ଓଲ୍ଡିଂ ବେଳେ ହୁତ ହୁତ ହାଇ ଜଳିଗଲା ବାଇକ୍‌

ନିଆଳୀ (ଭାସ୍କର ନ୍ୟୁଜ୍‌): ନିଆଳୀ ବଜାର ବାହାରଣା ଗଳିରେ ବାଇକ ମରାମତି ସମୟରେ ଅଘଟଣ ଘଟି ଏକ ବାଇକ ଜଳିଯାଇଛି । ଖବର ଅନୁଯାୟୀ ଉକ୍ତ ଗଳିରେ ଥିବା ଏକ ଗ୍ୟାସ ଓଲ୍ଡିଂ ଦୋକାନରେ ନିଆଳୀ ଥାନା ଓଳାଂସ ଗ୍ରାମର ବାପି ଭୋଇ…

ବଳଙ୍ଗା ଥାନା ବିସ୍ଫୋରଣକୁ ବିତିଲା ୨ ମାସ: ଏବେ ବି ଖୋଲା ଆକାଶ ତଳେ ଚାଲିଛି ଥାନା କାର୍ଯ୍ୟ, ବର୍ଷା ପାଣିରେ ନଷ୍ଟ ହେଉଛି କାଗଜପତ୍ର

ନିମାପଡ଼ା (ଭାସ୍କର ନ୍ୟୁଜ୍‌): ନିମାପଡ଼ା ବ୍ଲକ୍‌ ବଳଙ୍ଗା ଥାନା ବିସ୍ଫୋରଣ ଘଟଣା ୨ ମାସ ବିତି ଯାଇଥିଲେ ମଧ୍ୟ ଥାନା ଗୃହ ନିର୍ମାଣ ହୋଇ ନପାରିବାରୁ ଖୋଲା ଆକାଶ ତଳେ ଚାଲିଛି ଥାନା କାର୍ଯ୍ୟ । ଅଭିଯୋଗ କରିବାକୁ ଆସୁଥିବା…

ଇକୋ ରିଟ୍ରିଟ କ୍ଷେତ୍ର ପରିଦର୍ଶନ କଲେ ପର୍ଯ୍ୟଟନ ନିର୍ଦ୍ଦେଶକ ଓ ଜିଲ୍ଲାପାଳ, ଆରମ୍ଭ ହେଲା ଅନ୍‌ଲାଇନ୍ ବୁକିଂ

କୋଣାର୍କ (ଭାସ୍କର ନ୍ୟୁଜ): କୋଣାର୍କ- ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ୩ମାସ ପର୍ଯ୍ୟନ୍ତ ଚାଲିବ ଇକୋ ରିଟ୍ରିଟ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ଇକୋ ରିଟ୍ରିଟ…

ଭୁବନେଶ୍ୱରକୁ ନୀଳଜହର ଚାଲାଣ ବେଳେ ୨ଜଣ ବେପାରୀଙ୍କୁ ଧରିଲା ପୁଲିସ, ୨୩ କିଲେ ଗଞ୍ଜେଇ ସହ ବାଇକ୍ ଜବତ

ଭଞ୍ଜନଗର (ଭାସ୍କର ନ୍ୟୁଜ୍‌): ୨୩ କିଲୋ ଗଞ୍ଜେଇ ସହ ଏକ ସିବିଜେଡ୍‌ ଏଷ୍ଟ୍ରିମ୍‌ ମଟର ସାଇକେଲକୁ ଜବତ କରିଛି ଭଞ୍ଜନଗର ପୋଲିସ । ଏଥିସହ ଏଥିରେ ସଂପୃକ୍ତି ଅଭିଯୋଗରେ ୨ଜଣଙ୍କୁ ଗିରଫ କରି କୋଟର୍ଚାଲଣ କରିଛି । ଥାନା…