Browsing Category
ରାଜ୍ୟ
ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମନୀତି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନଜନ୍ମ ନୀତି। ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ବାମନଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ନୂଆପଇତା ଲାଗି କରାଯାଇଥାଏ । ଏହି ନୀତି ପାଇଁ…
ବେଦାନ୍ତ ଲାଞ୍ଜିଗଡ଼ ଏହାର ମାସିକ ମେଗା ସ୍ୱାସ୍ଥ୍ୟଶିବିର ମାଧ୍ୟମରେ କଳାହାଣ୍ଡିରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ବିସ୍ତାର କରିଛି
ଲାଞ୍ଜିଗଡ଼: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ରେ ଏହାର ସିଏସଆର ସ୍ୱାସ୍ଥ୍ୟସେବା ପଦକ୍ଷେପ ପ୍ରକଳ୍ପ ଆରୋଗ୍ୟ ଅଂଶ ଭାବରେ ସମ୍ପ୍ରତି ଲାଞ୍ଜିଗଡ଼ ବ୍ଲକର ୧୩ଟି ଗ୍ରାମକୁ କଭର କରି…
ରାମ୍ ନାମ୍ ସତ୍ୟ ହୈ, ଜୀଅନ୍ତା ଝିଅର ଅନ୍ତିମ ସଂସ୍କାର କରି ଚିତା ଜଳାଇଲା ବାପା
ଗଞ୍ଜାମ: ସାମ୍ନାକୁ ଆସିଲା ଛାତି ଥରାଇ ଦେବା ଭଳି ଘଟଣା। ପ୍ରେମ ପାଇଁ ଝିଅକୁ ଜିଅନ୍ତା ଜାଳିଦେଲା ବାପା। ଯଦିଓ ଝିଅ ଦେହରେ ନିଆଁ ଲଗାଇ ଜାଳିଦିଆଯାଇନି କିନ୍ତୁ ଘଟଣା ଏପରି ରଚାଯାଇଛି ଯେପରି ଝିଅର ମୃତ୍ୟୁ ହୋଇଛି।…
ଉତ୍କଳ ହସ୍ପିଟାଲରେ Deep Brain Stimulation (DBS) ସର୍ଜରୀ ସଫଳତାର ସହ ସଂପନ୍ନ
ଭୁବନେଶ୍ୱର: ଉତ୍କଳ ହସ୍ପିଟାଲ ଏକ ଐତିହାସିକ ସଫଳତା ହାସଲ କରିଛି। ପାର୍କିନସନ୍ରୋଗ ପାଇଁ Deep Brain Stimulation (DBS) ସର୍ଜରୀ ସଫଳତାର ସହିତ ସମ୍ପନ୍ନ ହୋଇଛି।
ଏହାସହ ଏହି ସର୍ଜରୀ ଓଡ଼ିଶାର ପ୍ରଥମ…
ପାଣିପାଗ ବିଭାଗ ଦେଲା ସତର୍କ ସୂଚନା, ୪୮ ଘଣ୍ଟା ଯାଏଁ ନିସ୍ତାର ନାହିଁ, ପ୍ରବଳ ବର୍ଷିବ, ୬ ତାରିଖ ଯାଏଁ ଲାଗି ରହିବ ବର୍ଷା
ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ମିଆଁମାର୍ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସେପ୍ଟେମ୍ୱର ୨ ତାରିଖ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଯାଇଛି।…
ବିଦ୍ୟାଳୟରେ ମିଶିବ ଅଙ୍ଗନବାଡ଼ି କେନ୍ଦ୍ର, ଏନେଇ ଦିଲ୍ଲୀରେ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଭୁବନେଶ୍ୱର: ସରକାରଙ୍କ ବଡ଼ ନିଷ୍ପତ୍ତି। ବିଦ୍ୟାଳୟ ସହିତ ମିଶିବ ଅଙ୍ଗନବାଡ଼ି କେନ୍ଦ୍ର। ଏନେଇ ସରକାରଙ୍କ ପ୍ରକ୍ରିୟା ଆରମ୍ଭ ହୋଇଛି। ଆନୁଷ୍ଠାନିକ ଭାବେ ପିଲାଙ୍କ ଶୈଶବର ଯତ୍ନ ବିଦ୍ୟାଳୟରୁ ଆରମ୍ଭ ହେବ ବୋଲି ଏ…
ୟୁଟ୍ୟୁବରଙ୍କୁ ଗିଳିଥିଲା ଏବେ ଓକାଳିଦେଲା ଡୁଡୁମା, ହେଲେ ଯୁବକଙ୍କର ନାହିଁ ମୁଣ୍ଡ
ଲମତାପୁଟ: ଦୀର୍ଘ ୧୦ ଦିନ ପରେ ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା। ଡୁଡୁମା ଜଳପ୍ରପାତରେ ଭାସି ଯାଇଥିବା ୟୁଟ୍ୟୁବରଙ୍କ ଘଟଣା। ଗତ ୨୩ ତାରିଖରେ ସାଙ୍ଗ ସହ ଜଳପ୍ରପାତରେ ଭିଡିଓ ସୁଟିଂ କରୁଥିବା ସମୟରେ ଅଚାନକ ପାଣି…
ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି: ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ
ପୁରୀ : ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି । ଏଥିପାଇଁ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ…
ସୀମା ଟପିଲା କ୍ରୋଧ, ଗଣିତ ନ ଆସିବାରୁ ମାଡ଼ ମାରି ଛାତ୍ରୀଙ୍କ ଆଖି ନଷ୍ଟ କରିଦେଲେ ଶିକ୍ଷୟିତ୍ରୀ
ଭୁବନେଶ୍ବର: 4ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷୟତ୍ରୀ । ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ଅଞ୍ଚଳ ଏକ ବିଦ୍ୟାଳୟରେ ଛାତ୍ରୀଙ୍କୁ…
ପାଣିରେ ଭାସିଲା ୫ଶହ ଟଙ୍କିଆ ନୋଟ୍, ପୋଷ୍ଟ ଅଫିସରେ ଥିଲା ଲୋକଙ୍କ ଜମା ଟଙ୍କା
ବାଲେଶ୍ୱର: ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ଲଗାଣ ବର୍ଷାର ପ୍ରଭାବ ବାଲେଶ୍ୱରରେ ଦେଖିବାକୁ ମିଳିଛି। ପାଣିରେ ରାସ୍ତା ଘାଟ ବୁଡିଯାଇଛି। ରାସ୍ତା ବର୍ତ୍ତମାନ ନଦୀର ଭ୍ରମ ସୃଷ୍ଟି କରିଛି।
ସେହିପରି ଏବେ…