Browsing Category
ରାଜ୍ୟ
ମୋବାଇଲ ଆପ୍ରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ, ଏହି ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର: ମୋବାଇଲ ଆପରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ ରହିଛି। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶ ଜାରି କରିଛି।
ସମସ୍ତ କର୍ମଚାରୀ ମୋବାଇଲ ଆପ୍ ମାଧ୍ୟମରେ ଉପସ୍ଥାନ…
କଂଗ୍ରେସର ହାତ ଧରିବେ ବରିଷ୍ଠ ବିଜେଡ଼ି ନେତା ଭୂପିନ୍ଦର ସିଂ! ବିସ୍ଫୋରକ ବୟାନରେ ରାଜ୍ୟ ରାଜନୀତି ସରଗରମ, କାହିଁକି ଛାଡୁଛନ୍ତି ଶଙ୍ଖ…
ଓଡ଼ିଶା ଭାସ୍କର: ବିଜେଡ଼ି ଛାଡି଼ କଂଗ୍ରେସର ହାତ ଧରିବେ କି ଭୂପିନ୍ଦର ସିଂ ! ବିଜେଡ଼ିର ବରିଷ୍ଠ ନେତା ଭୂପିନ୍ଦର ସିଂ ଦେଇଛନ୍ତି ବଡ଼ ବୟାନ । ଯାହା ରାଜ୍ୟ ରାଜନୀତିକୁ ଏବେ ସରଗରମ କରିଛି । ତାଙ୍କର ବୟାନ ଏବେ ସେ…
୩ ଘଣ୍ଟା ଟ୍ୱିନସିଟିବାସୀ ରୁହନ୍ତୁ ସତର୍କ, ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, କଟକ ଓ ଭୁବନେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟରେ ତଥା ଦେଶରେ ଜାରି ରହିଛି ଲଗାଣ ବର୍ଷା। ବର୍ତ୍ତମାନ ଟ୍ୱିନସିଟିକୁ ୩ ଘଣ୍ଟା ପାଇଁ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର। ତିନି ଘଣ୍ଟା କାଳ ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଜାରି ହୋଇଛି।…
ଅର୍ଚ୍ଚନାଙ୍କୁ କାହିଁକି ହତ୍ୟା ଉଦ୍ୟମ! ଥାନାରେ ସ୍ୱାମୀ ଅଟକ, ପୁଣି ଚର୍ଚ୍ଚାରେ ନାଗ…
ଓଡ଼ିଶା ଭାସ୍କର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅର୍ଚ୍ଚନା ନାଗ । ଚର୍ଚ୍ଚାର କାରଣ ହେଉଛି ନିଜ ତଥା ତାଙ୍କ ପୁଅ ଉପରେ ହୋଇଥିବା ଆକ୍ରମଣ । ଅର୍ଚ୍ଚନା ନାଗଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସେ ।…
ମାନସିକ ରୋଗୀ ନାବାଳିକା ସହ ଦୁଷ୍କର୍ମ, ଗର୍ଭବତୀ କରାଇ ସମ୍ପର୍କୀୟ ମାମୁ ଫେରାର୍
ଭଞ୍ଜନଗର: ଦେଶ ତଥା ରାଜ୍ୟରେ ଦୁଷ୍କର୍ମ ମାମଲା ବନ୍ଦ ହେବାର ନାଁ ନେଉନି । ବର୍ତ୍ତମାନ ଭଞ୍ଜନଗରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଠାରେ ଜଣେ ମାନସିକ ବିକାରଗ୍ରସ୍ତ…
24 ଘଣ୍ଟା ଭୀଷଣ ବର୍ଷା, 5 ଯାଏଁ ବେହାଲ ହେବ ରାଜ୍ୟ, ରେଡ୍ ଆଲର୍ଟରେ ଏସବୁ ଜିଲ୍ଲା….
ଓଡ଼ିଶା ଭାସ୍କର: ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାର ଅନ୍ୟ ସ୍ଥାନରେ ବି ଅଧିକ ବର୍ଷିବ। କିଛି ସ୍ଥାନରେ ୨୦୦…
ବାଣୀବିହାର ଛାତ୍ରବାସରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ, ୱାର୍ଡେନ୍ଙ୍କୁ ବିରୋଧ କରି ଗେଟ୍ରେ ତାଲା
ଭୁବନେଶ୍ୱର: ଅଣଛାତ୍ରଙ୍କୁ ନେଇ ବାଣୀବିହାର ଉତ୍ତେଜନା। ଯାଞ୍ଚ କରିବାକୁ ଆସୁଥିବା ୱାଡେନଙ୍କୁ ପଶିବାକୁ ଦେଲେନି ଅଣଛାତ୍ର।
ଗୋପବନ୍ଧୁ ହଷ୍ଟେଲ୍ରେ ୱାର୍ଡେନ୍ଙ୍କୁ ବିରୋଧ କରି ଗେଟ୍ରେ ତାଲା ପକାଇଲେ ଅଣଛାତ୍ର।…
ଆଲର୍ଟ ଜାରି, ୨୪ ଘଣ୍ଟାରେ ପ୍ରବଳ ଛେଚିବ, ୫ ଦିନ ଯାଏଁ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ
ଭୁବନେଶ୍ୱର: ପଛକୁ ପଛ ଲଘୁଚାପ। ବର୍ଷାରେ ବେହାଲ ଗାଁଠୁ ସହର। ରାଜ୍ୟରେ ଆହୁରି ୫ ଦିନ ବର୍ଷା ଓ୍ୱାର୍ଣ୍ଣିଂ। ପାଣିପାଗ ବିଭାଗର ପୂର୍ବାନୁମାନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ।
ଫଳରେ ଆଗାମୀ ୫ ଦିନ…
ଉପରମୁଣ୍ଡରେ ପ୍ରବଳ କାଚୁଛି, ଖୋଲିଲା ହୀରାକୁଦର ୬ଟି ଗେଟ୍
ସମ୍ବଲପୁର: ପ୍ରଥମେ ଦୁଇଟି ଗେଟ୍ ପରେ ୪ଟି ଗେଟ୍, ମୋଟ ୬ଟି ଗେଟ୍ ଖୋଲିଛି ହୀରାକୁଦ ଜଳଭଣ୍ଡାର।
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ୁଥିବାରରୁ ଖୋଲିଲା ଆଉ ୪ଟି ଗେଟ୍।
ମୋଟ ୬ଟି…
ଓଡ଼ିଶାକୁ ମାଡ଼ି ଆସୁଛି ବଡ଼ ବିପଦ, ମହାପ୍ରଭୁ ଦେଲେ ଅଶୁଭ ସଙ୍କେତ, ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଶାଗୁଣା!
ପୁରୀ: ଓଡ଼ିଶାକୁ ମାଡ଼ି ଆସୁଛି ବଡ଼ ବିପଦ। ମହାପ୍ରଭୁ ଦେଲେ ସଙ୍କେତ। ହୋଇଯାଆନ୍ତୁ ସାବଧାନ! କେତେବେଳେ ବି ଘଟିପାରେ ଅଘଟଣ। କାରଣ ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଶାଗୁଣା। ଯାହାକୁ ଦେଖି ଛାନିଆ ଭକ୍ତ।…