Browsing Category

ରାଜ୍ୟ

Breaking: ସାନ ଭାଇର ତୀର ମାଡ଼ରେ ବଡ଼ ଭାଇର ମୃତ୍ୟୁ, ଭାଇକୁ ମାରି ବିଷ ପିଇଦେଲା

ବଣାଇ: ବଡ଼ ଭାଇର ମୃତ୍ୟୁକୁ ସହିପାରିନାଲି ସାନ ଭାଇ। ନିଜେ ବିଷ ପିଇଦେଲା। ହେଲେ ଆଶ୍ଚର୍ଯ୍ୟର କଥା ଏହା କି ବଡ଼ ଭାଇର ମୃତ୍ୟୁ ସାନ ଭାଇ ହାତରେ ହୋଇଛି। ହଁ ସାନ ଭାଇର ତୀର ମାଡ଼ରେ ବଡ଼ ଭାଇ ମୃତ୍ୟୁ ବରଣ କରିଛି।…

କଟକରେ ପଣା ସଂକ୍ରାନ୍ତି ପାଇଁ ଆସିଲା ଗାଇଡଲାଇନ

କଟକ: ପଣା ସଂକ୍ରାନ୍ତି ପାଇଁ କଟକରେ ଜାରି ହେବ କଟକଣା। ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଜାରି ହେବ ୧୦ ପ୍ଲାଟୁନ ଫୋର୍ସ। ସେହିଦିନ ହନୁମାନ ମନ୍ଦିର…

Breaking: ପ୍ରଚଣ୍ଡ ଖରାରେ ହୁତୁହୁତୁ ହୋଇ ଜଳିଲା ଚଳନ୍ତା ଟ୍ରେନ

ଖଲ୍ଲିକୋଟ୍: ଚଳନ୍ତା ଟ୍ରେନରେ ଲାଗିଲା ନିଆଁ। ପ୍ରଚଣ୍ଡ ରୌଦ୍ରତାପ କେବଳ ଜନଜୀବନକୁ ପ୍ରଭାବିତ କରୁଛି ତାହା ନୁହେଁ , ସବୁକିଛି ପୋଡି ଜାଳି ନଷ୍ଟ କରିଦେଉଛି। ଆଉ ତାର ଉଦାହରଣ ହେଉଛି ଏହି ଚଳନ୍ତା ଟ୍ରେନ। ଯାହାକି…

BREAKING: କ୍ଲାସ ନେଲେ ନଡ୍ଡା, ଚାପୁଲିସି ଛାଡ଼ି ବ୍ୟକ୍ତିତ୍ୱ ତିଆରି କର

ପୁରୀ: ବିଜେପି ସାଂସଦ, ବିଧାୟକ ଓ ମନ୍ତ୍ରୀମାନଙ୍କ କ୍ଲାସ୍ ନେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଟିପ୍ସ ଓ ଟାସ୍କ ଦେଲେ ନଡ୍ଡା। ସରକାର, ସଂଗଠନ, ସୁସଂପର୍କକୁ ନେଇ ୧୪ଟି ବିନ୍ଦୁ ଉପରେ…

BREKING: ଗଞ୍ଜେଇ ଲିଙ୍କ୍, ୩ ଆଇଆରବି ଯବାନ ବହିଷ୍କୃତ

ବଲାଙ୍ଗୀର: ଗଞ୍ଜେଇ ଲିଙ୍କ ମାମଲା। ବହିଷ୍କୃତ ହେଲେ ୩ ଆଇଆରବି ଯବାନ। ୩ ଆଇଆରବି ଯବାନ ହେଲେ କୁନାର ସିଂ, ତ୍ରିଲୋଚନ ରାଣା, ନିଲମ ବାର୍ଲା। ମନମୁଣ୍ଡା କ୍ୟାମ୍ପରେ ରେଡ୍ ବେଳେ ଜବତ୍ କରାଯାଇଥିଲା ଗଞ୍ଜେଇ।…

ହନୁମାନ ଜୟନ୍ତୀରେ ପାପ: ବାପାଙ୍କୁ ହାଣି ଗୁରୁତର କଲା ନାବାଳକ

ବାଲେଶ୍ୱର: ବାଲେଶ୍ୱରେ ଘଟିଯାଇଛି ଏକ ଜଘନ୍ୟ କାଣ୍ଡ । ହନୁମାନ ଜୟନ୍ତୀରେ ବାପାକୁ ହାଣିଛି ନାବାଳକ ପୁଅ । ପୁଅ ଆକ୍ରମଣରେ ବାପା ଗୁରୁତର ହୋଇଥିବା ସୂଚନା । ଆହତ ଅବସ୍ଥାରେ ବାପାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ…

BREAKING: ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ହାଣି ହତ୍ୟା

ବଲାଙ୍ଗିର: ବିଚ୍ ରାସ୍ତାରେ ହାଣି ହତ୍ୟା। ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ହାଣି ହତ୍ୟା କରାଯାଇଛି। ବଲାଙ୍ଗୀର ଚିମିନିଭାଟି ସ୍କୁଲ ପାଖରେ ଘଟିଛି ହତ୍ୟାକାଣ୍ଡ। ଯୁବକଙ୍କୁ ଟାଙ୍ଗିଆରେ ହାଣି କରାଯାଇଛି ହତ୍ୟା।…

ଖାଲି ପଡ଼ିଥିବା ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ, ଏପ୍ରିଲ ୧୭ରୁ ୨୨ ମଧ୍ୟରେ ସଂଶୋଧନ ହେବ ଭୋଟର ତାଲିକା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନ ଉପନିର୍ବାଚନ ପାଇଁ ପ୍ରକିୟା ଆରମ୍ଭ । ଖାଲି ପଡ଼ିଥିବା ୧୧୩୪ ପଦ ପୂରଣ ପାଇଁ ଉପ ନିର୍ବାଚନ ହେବ । ୫ ଜିଲ୍ଲା ପରିଷଦ ସଭ୍ୟ, ୪୧ ପଞ୍ଚାୟତ ସମିତି ସଭ୍ୟ, ୪୫ ସରପଞ୍ଚ, ୨୨…

ତିନି ବର୍ଷର ଝିଅକୁ ହାଣିଦେଲା ଜହ୍ଲାଦ ବାପା, ଅଭିଯୁକ୍ତ ଫେରାର

ବାଙ୍କୀ: ଜନ୍ମ କଲା ବାପା ବି ପାଲଟିପାରେ ଏତେ ନୃଶଂସ। ଏହାର ଏକ ଜ୍ୱଳନ୍ତ ଉଦାହରଣ ବାଙ୍କୀରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଜହ୍ଲାଦ ବାପା ନିଜ ୩ ବର୍ଷୀୟ ଝିଅକୁ ହାଣି ଦେଇଥିବା ଖବର ସାମ୍ନାକୁ ଆସିଛି।…

Breaking: ଅଳ୍ପକେ ବର୍ତ୍ତିଲେ ଅବକାରୀ ଅଧିକାରୀ, ଗୋ-ମାଫିଆ ପୋଲିସକୁ ମାରିଲେ ଗୁଳି

ସୁନ୍ଦରଗଡ଼: ଅବକାରୀ ଗାଡ଼ିକୁ ଗୁଳିମାଡ଼ କଲେ ଗୋ ମାଫିଆ । ଲେଫ୍ରିପଡ଼ା ଥାନା ମସାବିରା ନିକଟରେ ଗୁଳିମାଡ଼ ସୂଚନା । ଅବକାରୀ ବିଭାଗ ଗାଡ଼ିରେ ବାଜିଛି ଗୁଳି । ଗାଡ଼ିରେ ଥିକା ଅଧିକାରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।…