Browsing Category

ରାଜ୍ୟ

IFS ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ କେଉଁଠି ମିଳିଲା ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି (୨୧ ମାର୍ଚ୍ଚ) ବରିଷ୍ଠ ଆଇଏଫଏସ ଅଧିକାରୀମାନଙ୍କର ଏକ ବଡ଼ ଧରଣର ବଦଳି କରିଛନ୍ତି। ଏହି ସମ୍ପର୍କରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି।…

ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା, କୋର୍ଟ କହିଲେ ବିଧାୟକଙ୍କ ବିରୋଧରେ ଚାଲିବ…

କଟକ,୨୧ା୩: ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଶୁକ୍ରବାର  ହାଇକୋର୍ଟ ଝଟକା ଦେଇଛନ୍ତି। ଝାରସୁଗୁଡା ବିଧାନସଭା ନିର୍ବାଚନୀ ମାମଲାରେ  ବିଧାୟକଙ୍କ ବିରୋଧରେ ମାମଲା ଚାଲିବ ବୋଲି ନିର୍ବାଚନୀ ସମ୍ପର୍କିତ ମାମଲାର ଶୁଣାଣି…

ନବୀନ ନିବାସ ଛାଡ଼ିବେ ଭିକେ ପାଣ୍ଡିଆନ୍: ଅନ୍ତଜାର୍ତୀୟ ସଂସ୍ଥାରେ ଚାକିରି କରିବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ପାଣ୍ଡିଆନଙ୍କୁ ନେଇ ବିଜେଡି ଶିବିରରେ ଗୁଞ୍ଜରଣ। ୨୦୨୪ରେ ବିଜେଡି ପରାଜୟର କାରଣ ସାଜିଥିବା ପାଣ୍ଡିଆନ ଖୁବଶୀଘ୍ର ଦଳ ସହିତ ସମ୍ପର୍କ ତୁଟାଇ ପାରନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି।…

ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ

କେନ୍ଦ୍ରାପଡ଼ା,୨୧ା୩: କେନ୍ଦ୍ରାପଡ଼ା ଜିଲା ଆଳି ନିର୍ବାଚନ ମଣ୍ଡଳୀର କଂଗ୍ରେସର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଶୁକ୍ରବାର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ…

୧୭ ବର୍ଷ ପରେ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ବଲାଙ୍ଗୀର,୨୧ା୩: ଚକମା ଦେଖାଇ ୧୭ ବର୍ଷ ଧରି ଲୁଚି ଲୁଚି ବୁଲୁଥିଲେ ଅଧିକାରୀ । ଶୁକ୍ରବାର ଧରିଛି ଭିଜିଲାନ୍ସ । ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ପୂର୍ବତନ ଭୂଅର୍ଜନ ଅଧିକାରୀଙ୍କୁ ଆଜି ଧରିଛି ଭିଜିଲାନ୍ସ । ସେ…

କନ୍ଧମାଳରେ ଲଜ୍ଜା, ୧୪ ବର୍ଷର ନାବାଳିକା ଶାଳୀକୁ ଗର୍ଭବତୀ କଲା ନିଜ ଭିଣୋଇ

କନ୍ଧମାଳ: କନ୍ଧମାଳରେ ପୁଣି ଲଜ୍ଜା। ୧୪ ବର୍ଷୀୟ ନାବାଳିକା ଝିଅକୁ ଗର୍ଭବତୀ କଲା ନିଜ ଭିଣୋଇ। ସେପଟେ ପୀଡିତା ଝିଅଙ୍କ ଅଜବ କଥା ବଡ଼ ଝିଅର ପିଲାପିଲି ହେଲେନି। ସେଥିପାଇଁ ସାନ ଝିଅ ସହ ଏମିତି କଲା ଜ୍ୱାଇଁ। ତେଣୁ ମୁଁ…

କଣ୍ଟ୍ରାକ୍ଟରଙ୍କଠାରୁ ନଗଦ ଟଙ୍କା ନେଇ ଯାଉଥିଲେ ଜୁନିଅର ଇଞ୍ଜିନିୟର, ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: କଣ୍ଟ୍ରାକ୍ଟରଙ୍କଠାରୁ ବିପୁଳ ଟଙ୍କା ଲାଞ୍ଚ ନେଇ ଯିବା ସମୟରେ ଜୁନିଅର ଇଞ୍ଜିନିୟର(JE)ଙ୍କୁ ମାଡି ବସିଲା ଓଡିଶା ଭିଜିଲାନ୍ସ। ଆରଡି ଡିଭିଜନ ଜାରକା, କୁଆଖିଆ ସେକ୍ସନ JE ଭୀମାସେନ ମହାରଣା ନଗଦ ଟଙ୍କା ନେଇ…

କ୍ୟାବିନେଟ ନିଷ୍ପତ୍ତି: ନିଜସ୍ୱ ରାଜପଥ ପ୍ରାଧିକରଣ ଗଠନ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଗୁରୁବାର ରାଜ୍ୟ କ୍ୟାବିନେଟର ୧୬ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି ବିଭାଗ ଯଥା:ବିଭାଗ ଯଥା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ,…

କାଲି ନିଲମ୍ବିତ ହୋଇଥିଲେ ଜଣେ ମହିଳା ସରପଞ୍ଚ, ଆଜି ଆଉ ଜଣେ

ବଲାଙ୍ଗୀର,୨୧ା୩: ବଲାଙ୍ଗୀର ଜିଲା ଆଗଲପୁର ପଞ୍ଚାୟତର ମହିଳା ସରପଞ୍ଚ ନନ୍ଦିନୀ ମେହରଙ୍କୁ ଶୁକ୍ରବାର ସସପେଣ୍ଡ କରାଯାଇଛି । ସେହିପରି ଗତକାଲି କ୍ଷମତାର ଦୂରୁପଯୋଗ କରି ସରକାରୀ ଅର୍ଥ ଅନିୟମିତତା ଅଭିଯୋଗ ଘଟଣାରେ…

ନବଙ୍କ ECG ରିପୋର୍ଟ ମିଳିପାରିନାହିଁ, ଡାକ୍ତରଙ୍କ ବୟାନ ରେକର୍ଡ

ଝାରସୁଗୁଡ଼ା,୨୧ା୩ : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଉପରୁ ଉଠୁନି ପରଦା । ଦିନକୁ ଦିନ ଗୋଟିଏ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଝାରସୁଗୁଡ଼ା ସଦର ହସ୍ପିଟାଲରେ କ୍ରାଇମବ୍ରାଞ୍ଚର ତନାଘନା । ଏହି…