Browsing Category
ରାଜ୍ୟ
ଆଜିଠୁ ୬ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସୋମବାର ଦିନ ୬ ଦିନିଆ ଓଡିଶା…
୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା: ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ୨୪ ଘଂଟା ମଧ୍ୟରେ ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ…
୨୨ଟି ଜିଲ୍ଲାକୁ YELLOW ୱାର୍ଣ୍ଣିଂ; ପ୍ରବଳ ଛେଚିବ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଉତ୍ତର ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ ୨୨ଟି…
ICONIC ଆଦର୍ଶ ବିଦ୍ୟାଳୟ: ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁଦିବସ ଅବସରରେ ଆଇକନିକ ଆଦର୍ଶ ବିଶ୍ୱ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଭୁବନେଶ୍ୱରର ଅନ୍ଧାରୁଆ ଅଞ୍ଚଳରେ ଏହି ବିଦ୍ୟାଳୟ…
ଆରମ୍ଭ ହେଲା ରଂଗଭାରତୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଆଜି ଉତ୍ତରପୁରୁଷ ଦ୍ୱାରା ଆୟୋଜିତ 21 ଦିନିଆ ନାଟ୍ୟ କର୍ମଶାଳା ରଙ୍ଗଭାରତୀ-14ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଉତ୍ତରପୁରୁଷ 15 ଜଣ ଯୁବ ପ୍ରଶିକ୍ଷୁ…
ସୁଧାଂଶୁ ସାର୍ ମୋ ଦୁଃଖ ବୁଝିଛନ୍ତି, ତାଙ୍କର କିଛି ଦୋଷ ନାହିଁ; ମୋ ଝିଅ ପାଇଁ ମୋତେ ଲାଜ ଲାଗୁଛି: ଦୂତିଙ୍କ ମାଆ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାବିକା ଦୁତିଙ୍କ ଅଭିଯୋଗ କ୍ରମେ ଫୋକସ୍ ପ୍ଲସ୍ ୱେବ୍ ପୋର୍ଟାଲ ସମ୍ପାଦକ ତଥା ସାମ୍ବାଦିକ ସୁଧାଂଶୁ ରାଉତଙ୍କୁ ପୋଲିସ୍ ଗିରଫ କରିଛି । ଏହାକୁ ନେଇ ଏବେ ମାହୋଲ ସରଗରମ ରହିଛି । ଦୁତିଙ୍କୁ…
ଗୁରୁଙ୍କୁ ସମ୍ମାନ: ଓଡ଼ିଶାର ୨ ଶିକ୍ଷକଙ୍କ ସମେତ ୪୪ ଜଣଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର
ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଗୁରୁଦିବସ । ଏହି ଅବସରରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ଏଥିରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କ ସମେତ ୪୪ ଜଣଙ୍କୁ ଶ୍ରେଷ୍ଠ…
ରାଜ୍ୟରେ ଆଖି ବୁଜିଲେ ଆଉ ୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୭ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ…
ଆସୁଛି ତୃତୀୟ ଲହର, ଗତ ୨୪ ଘଣ୍ଟାରେ ୮୦୫ କରୋନା ସଂକ୍ରମିତ ଚିହ୍ନଟ; ୧୩୧ ପିଲା ସଂକ୍ରମିତ
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଥମୁଥିବାରୁ ସରକାର କଟକଣାକୁ କୋହଳ କରିଛନ୍ତି । ହେଲେ ତୃତୀୟ ଲହରର ଆଶଙ୍କା ଥିବାରୁ ନିୟମ ମାନି ଚାଲିବାକୁ ନିର୍ଦେଶ ଦେଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ…
ବିଲରେ ପଶି ପରିବା ଖାଇଦେଲା ଗାଈ: ୨ ଗୋଷ୍ଠି ମଧ୍ୟରେ ଲାଗିଲା ମାର୍ପିଟ୍, ୫ ଆହତ
ବାଲିପାଟଣା (ଭାସ୍କର ନ୍ୟୁଜ): ସ୍ଥାନୀୟ ମହୁ ଖଣ୍ଡା ଗ୍ରାମରେ ବିଲରେ ପଶି ଗାଈ ପରିବା ଖାଇଦେବାକୁ ନେଇ ୨ ଗୋଷ୍ଠି ମଧ୍ୟରେ ମାର୍ ପିଟ୍ ଯୋଗୁଁ ୫ ଜଣ ଆହତ ହୋଇଛନ୍ତି । ଆହାତ ବ୍ୟକ୍ତି ମାନେ ହେଲେ ଗଙ୍ଗାଧର ଲେଙ୍କା…