Browsing Category
ରାଜ୍ୟ
ଗୃହ ଭିତରେ ଅସୁସ୍ଥ ହୋଇପଡ଼ିଥିଲେ ବିଧାୟକ ତାରାପ୍ରସାଦ ବାହିନୀପତି, ଚିକିତ୍ସା କଲେ ସଚିବାଳୟ ଡାକ୍ତର
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ବିଧାନସଭାର ମୌସୁମୀ ଅଧିବେଶନରେ ଶନିବାର ଗୃହ ଭିତରେ ଅସୁସ୍ଥ ହୋଇପଡ଼ିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଓଡିଶା ବୈଷୟିକ ଓ ଗବେଶଣା ବିଶ୍ୱବିଦ୍ୟାଳୟ ବିଲ୍ ପାରିତ…
ଓୟୋ ହୋଟେଲ୍ରେ ଚାଲିଥିଲା ସେକ୍ସ ର୍ୟାକେଟ୍, ଗୁପ୍ତ ସୂଚନା ମିଳିବା ପରେ ଚଢ଼ଉ କଲା ପୁଲିସ: ୮ ବଙ୍ଗୀୟ ଯୁବତୀ ଉଦ୍ଧାର, ୨ ଦଲାଲ ଗିରଫ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଓୟୋ ରୁମ୍ରେ ସେକ୍ସ ର୍ୟାକେଟ୍ ଚାଲିଥିବା ବେଳେ କମିଶନରେଟ୍ ପୋଲିସ ଏହାକୁ ଠାବ କରିବାରେ ସଫଳ ହୋଇଛି । ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ…
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ,୩ ଦିନ ପ୍ରବଳ ଛେଚିବ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ତିନି ତିନୋଟି ଲଘୁଚାପ । ଉତ୍ତରପୂର୍ବ ଓ ତତସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା…
ଆଜି ଶ୍ରୀମନ୍ଦିରରେ କୃଷ୍ଣ ବଳରାମ ବେଶ ନୀତି, ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ଓ ଶ୍ରୀବଳଭଦ୍ରଙ୍କୁ ବଳରାମ ବେଶରେ ସୁସଜ୍ଜିତ ହେବେ
ପୁରୀ (ଭାସ୍କର ନ୍ୟୁଜ୍): ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୁଏ । ଏହି ବେଶରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ଓ ଶ୍ରୀବଳଭଦ୍ରଙ୍କୁ ବଳରାମ ବେଶରେ ସୁସଜ୍ଜିତ କରାଯାଏ…
ଆଗରୁ ମଝିରେ ଗେଟ ନଥିଲା, DFO ରାତିରେ ବିଦ୍ୟା ପାଖକୁ ଯାଉଥିଲେ ; ମୁଁ ଜାଣିଗଲି ବୋଲି ମତେ ବିଦା କରିଦେଲେ
https://www.youtube.com/watch?v=ccLKYBKvMfY
୪ ଜିଲ୍ଲାରେ ପ୍ରବଳ ବର୍ଷିବ! ଜାରି ହେଲା ୟେଲୋ ୱାର୍ଣ୍ଣି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି ହୋଇଛି । କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜକୁ ୟେଲୋ ୱାର୍ଣ୍ଣି ଜାରି ହୋଇଛି । ସେହିପରି…
ରାଜ୍ୟରେ ଖୋଲିବ ୨୪ଟି ନୂଆ ଆଇଟିଆଇ କଲେଜ, କର୍ମଜୀବୀ ମହିଳାଙ୍କ ପାଇଁ ନିର୍ମାଣ ହେବ ହଷ୍ଟେଲ
ଭୁବନେଶ୍ୱର(ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ ୪୯ଟି ସରକାରୀ ଆଇଟିଆଇ କଲେଜ ରହିଥିବା ବେଳେ ୪୪୮ ଟି ବେସରକାରୀ ଆଇଟିଆଇ କଲେଜ ରହିଛି । ପିଲାଙ୍କୁ ଅଧିକରୁ ଅଧିକ ତାଲିମ ଦେବା ପାଇଁ ବିଭାଗ ଫୋକସ୍ କରୁଛି । ତାଲିମ…
ଇତିହାସରେ ପ୍ରଥମ: ସ୍ୱର୍ଣ୍ଣ ଆଣିଲେ ଓଡ଼ିଆ ପୁଅ
ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସ ରେ ଓଡ଼ିଶା ପୁଅଙ୍କ କମାଲ ଦେଖିବାକୁ ମିଳିଛି । ଓଡ଼ିଆ ପୁଅ ଇତିହାସ ରଚିଛନ୍ତି । ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସ ରେ ଭାଗ ନେଇ ସ୍ୱର୍ଣ୍ଣ ଜିତିଛନ୍ତି । ବ୍ୟାଡମିଣ୍ଟନ୍ ପୁରୁଷ…
ACF ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: ଜଗୁଆଳିି କହିଲେ-‘ ସୌମ୍ୟ ସାରଙ୍କ ଘରକୁ DFO ଯିବା ଦେଖିଛି’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟ ମହାମାତ୍ରଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଡିଏଫଓଙ୍କ ପୂର୍ବତନ ରାତ୍ରି ଜଗୁଆଳ ଏହି ମାମଲାରେ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ସେ କହିଛନ୍ତି…
ସାଇକେଲ ମନା, ରାଲି ମନା: ଏମିତି ହେବ ପିପିଲି ନିର୍ବାଚନର ପ୍ରଚାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ହେବ ବୋଲି ବାଜିଛି ବିଗୁଲ୍ । ପିପିଲି ପାଇଁ ଆଜିଠାରୁ ଲାଗୁ ହୋଇଛି ନିର୍ବାଚନ ଆଚରଣବିଧି । ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ନେଇ…