Browsing Category

ରାଜ୍ୟ

ତଦନ୍ତ ପାଇଁ ଓଡ଼ିଶାର ୪ ଜଣଙ୍କୁ ମିଳିବ ମେଡାଲ, ଜାଣନ୍ତୁ କାହାକୁ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତଦନ୍ତରେ ଉତ୍କର୍ଷତା ପାଇଁ ୧୫୨ ଜଣ ପୋଲିସ ମେଡାଲ ପାଇବେ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ୧୫୨ ଜଣଙ୍କ ମଧ୍ୟରୁ ୨୮ ଜଣ ମହିଳା ପୋଲିସ ରହିଛନ୍ତି । ଏହା ସହ…

ପ୍ରକଳ୍ପ ପାଇଁ ପୋଲିସକୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କଲେ ଆନ୍ଦୋଳନକାରୀ

ରାଜକନିକା(ଓଡ଼ିଶା ଭାସ୍କର): ରାଜକନିକା ଭାରିଗଦାରେ ପୋଲିସ-ପ୍ରକଳ୍ପ ବିରୋଧୀମାନେ ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ରାପଡାରୁ ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବାକୁ ହୋଇଛି ବିରୋଧ । ପ୍ରକଳ୍ପକୁ ବିରୋଧ କରି ହଜାର ହଜାର…

ଆଜି ପୁଣି ହଜାରେ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା କମିନାହିଁ । ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଖୋର୍ଦ୍ଧା ଏବଂ କଟକରେ ସଂକ୍ରମଣରେ ବ୍ରେକ ଲାଗିପାରୁନି ।…

ବିଶ୍ୱ ହସ୍ତୀ ଦିବସରେ ପରିବେଶବିତଙ୍କ ନିଆରା ବାର୍ତ୍ତା, ରଙ୍ଗବେରଙ୍ଗ ମୁରୁଜରେ ସ୍ଥାନିତ ହେଲେ ଗଜରାଜ

ଭୁବନେଶ୍ୱର(ଓଡିଶା ଭାସ୍କର): ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱହସ୍ତୀ ଦିବସ ରୂପେ ପାଳନ କରାଯାଇଥାଏ । ବିଶ୍ୱବାସୀ ଉକ୍ତ ଦିନଟିକୁ ହସ୍ତୀ ସଂରକ୍ଷଣ ଓ ସୁରକ୍ଷା ଉଦେଶ୍ୟରେ ସମର୍ପିତ କରିଥାନ୍ତି । ଏହି…

ପ୍ରେମିକ ନିଶାରେ ବେକାବୁ ବିବାହିତ ମହିଳା, ପୁଅ ଓ ସ୍ୱାମୀକୁ ଛାଡ଼ି ଛୁ’ ମାରିବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହିତ ଛୁ' ମାରିବା ପାଇଁ ଯୋଜନା କରିଥିଲେ ମହିଳା । ତେଣ ବିଳମ୍ବିତ ରାତିରେ ପ୍ରେମିକ ସହ ଫେରାର୍ ହେବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିବା ପରେ…

୧୫ ସୁଦ୍ଧା ସବୁ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆର୍‌ଟି-ପିସିଆର ଟେଷ୍ଟିଂ ଲ୍ୟାବ୍‌: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଚଳିତ ମାସ ୧୫ ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଆରଟି- ପିସିଆର ଟେଷ୍ଟ ଲ୍ୟାବ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।…

ଯୁବତୀଙ୍କୁ ଏସିଡ଼ ମାଡ଼; ଗୁରୁତର ଭାବରେ SCB ସ୍ଥାନାନ୍ତର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ଜଣେ ଯୁବତୀଙ୍କ ଉପରକୁ ଏସିଡ଼ ମାଡ଼ କରାଯାଇଛି । ଭୁବନେଶ୍ୱରର ଧଉଳି ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଧଉଳିର ବାଲିଆପଡ଼ାରେ ଜଣେ ଯୁବକ ଏହି କାଣ୍ଡ ଭିଆଇଥିବା ଜଣାପଡିଛି ।…

୧୪ରୁ ଖୋଲିବ ମା’ ମାଣିକେଶ୍ୱରୀଙ୍କ ମନ୍ଦିର, କୋଭିଡ୍ କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ

ଭବାନୀପାଟଣା (ଭାସ୍କର ନ୍ୟୁଜ): କୋଭିଡ୍‌ କଟକଣା ପାଇଁ ଦୀର୍ଘଦିନ ଧରି କଳାହାଣ୍ଡିର ସମସ୍ତ ଦେବା ଦେବୀଙ୍କ ମନ୍ଦିର ବନ୍ଦ ରହିଥିଲା । କେବଳ ପୁରୋହିତ ଏବଂ ସ୍ୱଳ୍ପ ଭକ୍ତଙ୍କୁ ନେଇ ନୀତିକାନ୍ତି ଚାଲିଆସିଥିଲା । ସଂପ୍ରତି…

ବିଶ୍ୱ ହସ୍ତୀ ଦିବସ: ହାତୀ ପାଇଁ ଦିନଟିଏ….

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଇଥାଏ । ବିଶ୍ୱବାସୀ ଉକ୍ତ ଦିନଟିକୁ ହସ୍ତୀ ସଂରକ୍ଷଣ ଓ ସୁରକ୍ଷା ଉଦ୍ଦେଶ୍ୟରେ ସମର୍ପିତ କରିଥାନ୍ତି । କହିବାକୁ…

ଆଜି ବିଶ୍ୱ ହସ୍ତୀ ଦିବସ: ଅସୁରକ୍ଷିତ ଗଜ ସାମ୍ରାଜ୍ୟ, ହାତୀ ମଡ଼କ ପାଲଟିଛି ଚିନ୍ତାର କାରଣ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ବର୍ତ୍ତମାନ ସମୟରେ ଗଙ୍ଗଲ କ୍ଷୟ ହେଉଥିବା କାରଣରୁ ବନ୍ୟପ୍ରାଣୀ ମାନେ ବାସସ୍ଥାନ ହରାଇ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ଯଦ୍ୱାରା ଜଙ୍ଗଲ ପାଖ ଗାଁ ଏବଂ…