Browsing Category

ରାଜ୍ୟ

ଢାବା ମାଲିକାଣୀ ହତ୍ୟା ଘଟଣା: ୨ ସୁପାରୀ କିଲର୍‌ଙ୍କ ସମେତ ୪ ଗିରଫ

ନୂଆପଡ଼ା (ଭାସ୍କର ନ୍ୟୁଜ୍‌): ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ସ୍ଥିତି ଆପନା ଢ଼ାବା ମାଳିକାଣୀ ବାସନ୍ତୀ ମେହେର ହତ୍ୟା ଘଟଣାର ପର୍ଦାଫାସ ହୋଇଛି । ପାରିବାରିକ ବିବାଦ କାରଣରୁ ହତ୍ୟା କରିବାରେ ତାଙ୍କ…

ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ

ବାଲେଶ୍ୱର, (ଭାସ୍କର ନ୍ୟୁଜ୍‌): ବାଲେଶ୍ୱର ଜିଲ୍ଲାର ଚାନ୍ଦିୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚ୍‌ ପ୍ୟାଡ଼ରୁ ବୁଧବାର ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ "ନିର୍ଭୟ'ର ସଫଳ ପରୀକ୍ଷଣ କରାଯାଇଛି…

ଆଜିଠୁ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ସେବାୟତଙ୍କ ପରିବାର, ଆଇଡି କାର୍ଡ ଦେଖାଇ କରିବେ ପ୍ରବେଶ

ପୁରୀ,(ଓଡ଼ିଶା ଭାସ୍କର): ଆଜିଠୁ ଖୋଲିବ ଶ୍ରୀମନ୍ଦିର। ୨ଦିନ ଧରି  ସେବାୟତଙ୍କ ପରିବାର ସଦସ୍ୟଙ୍କୁ ଶ୍ରୀଜୀଉଙ୍କୁ କରିବେ ଦର୍ଶନ  । ଏହାପରେ ଚଳିତ ମାସ ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀବାସୀଙ୍କୁ ଦର୍ଶନ କରବେ।…

ଯୁବ ଫଟୋଗ୍ରାଫରଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ; ଲେଖିଲେ ଏମିତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଏକ ଫଟୋ ଶେୟାର କରିଛନ୍ତି । ଏହା ସହିତ ଏହି ଫଟୋ ଶେୟାର କରି ଯୁବ ଫଟୋଗ୍ରାଫର ସମରେନ୍ଦ୍ର ଦାଶଙ୍କୁ…

ବନ୍ଧାହେଲେ କୋଟିପତି ଜେଇ

ଭୁବନେଶ୍ୱର: କେନ୍ଦୁଝର ଯୋଡ଼ା ବ୍ଲକର କୋଟିପତି ଜେଇ କ୍ଷେତ୍ରବାସୀ ମହାନ୍ତ ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ସମଗ୍ର ଶିକ୍ଷା ବିଭାଗରେ ବୈଷୟିକ ପରାମର୍ଶଦାତା ଅଛନ୍ତି…

ଡିଜିପି ଡିସ୍କ ପୁରସ୍କାର ଘୋଷିତ; ୧୦୦ ପୋଲିସ୍ ପାଇବେ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୧ ମସିହା ପାଇଁ ଘୋଷଣା ହେଲା ଡିଜିପି ଡିସ୍କ ପୁରସ୍କାର । ସ୍ୱାଧୀନତା ଦିବସ ଅବସରରେ ୧୦୦ ପୋଲିସ୍ ପାଇବେ ପୁରସ୍କାର । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ବଲାଙ୍ଗୀର ଏସପି ନୀତୀନ…

ପ୍ରିୟା ପାଇଁ ପାଣିଟାଙ୍କିରେ ଚଢିଲା ପାଗଳ ପ୍ରେମିକ; ହେଲେ ଡରିଲା କାହିଁକି……

ଭବାନୀପାଟଣା (ଓଡ଼ିଶା ଭାସ୍କର): ପ୍ରେମ ପାଇଁ ମଣିଷ ପାଗଳାମୀର ସବୁ ସୀମା ପାର କରିଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣାରେ । ପ୍ରେମିକ ଜଣକ ଏକ ପାଣି ଟାଙ୍କି ଉପର ଚଢି ଯାଇଥିଲା…

ଚାକିରି କେଳେଙ୍କାରୀ, ପୁଣି ଜଣେ ଯୁବତୀଙ୍କ ସାଂଘାତିକ ଅଭିଯୋଗ

ଓଡ଼ିଶା ଭାସ୍କର ବ୍ୟୁରୋ: OSSC କେଳେଙ୍କାରୀରୁ ଧୀରେ ଧୀରେ ଗୁମର ଖୋଲୁଛି । ତେବେ ସରକାରୀ ବାବୁଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତା ଉପରେ ପ୍ରଶ୍ନର ପାହାଡ଼ ଠିଆ ହେବାରେ ଲାଗିଛି । ଦିନକୁ ଦିନ ବିଭିନ୍ନ ସରକାରୀ ବିଭାଗରେ କାମ…

ଏକାସାଥୀରେ ଜନ୍ମ ନେଇଥିଲେ ୪ ଶିଶୁ; ଆଖି ବୁଜିଲେଣି ୩, ଜଣେ AIIMSରେ ସ୍ଥାନାନ୍ତର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏସସିବିରେ ଏକାସାଙ୍ଗରେ ଜନ୍ମ ନେଇଥିବା ୪ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କର ପରଲୋକ ଘଟିଥିବା ବେଳେ ଆଜି ବାକି ଜଣକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅଭିନେତା ସବ୍ୟସାଚୀଙ୍କ ପ୍ରଚେଷ୍ଟାରେ…

ଖୋଲିବ ଶ୍ରୀମନ୍ଦିର; ଜାରି ହେଲା ଏସଓପି

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସଓପି । ଭକ୍ତଙ୍କ ପାଇଁ ଆସନ୍ତା ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମେ ୧୨ ଓ ୧୩ ତାରିଖରେ ସେବାୟତ ପରିବାର କରିବେ ଦର୍ଶନ । ଭୋଟର ଓ ଆଧାର କାର୍ଡ ଦେଖାଇ ସେବାୟତ…