fbpx

ବନ୍ଧାହେଲେ କୋଟିପତି ଜେଇ

ଭୁବନେଶ୍ୱର: କେନ୍ଦୁଝର ଯୋଡ଼ା ବ୍ଲକର କୋଟିପତି ଜେଇ କ୍ଷେତ୍ରବାସୀ ମହାନ୍ତ ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ସମଗ୍ର ଶିକ୍ଷା ବିଭାଗରେ ବୈଷୟିକ ପରାମର୍ଶଦାତା ଅଛନ୍ତି କ୍ଷେତ୍ରବାସୀ । ବିଚାର ବିଭାଗୀୟ ହାଜତକୁ ପଠାଇଲେ କେନ୍ଦୁଝର ଭିଜିଲାନ୍ସ କୋର୍ଟ । ୪ଟି ସ୍ଥାନରେ ଚଢ଼ାଉ ବେଳେ ୨କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା ।

Get real time updates directly on you device, subscribe now.