Browsing Category
ରାଜ୍ୟ
ଅଗଷ୍ଟ ୧୬ରୁ ରାଜ୍ୟରେ ଖୋଲିବ କଲେଜ ଓ ୟୁନିଭର୍ସିଟି, ଆରମ୍ଭ ହେବ କ୍ଲାସରୁମ୍ ପାଠପଢ଼ା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କଟକଣା କୋହଳ ହେବାରେ ଲାଗିଛି । ଧିରେ ଧିରେ ଶିକ୍ଷାନୁଷ୍ଠାନ, ହୋଟେଲ, ପାର୍କ ଆଦି ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଅଗଷ୍ଟ…
କାଲିକାଟୁ ହିଲ୍ ଭିଉ: ଦିନେ ଥିଲା ଅଜଣା, ଏବେ ଅସମ୍ଭବ ଭିଡ଼
ଜି.ଉଦୟଗିରି(ଓଡ଼ିଶା ଭାସ୍କର): ଦିନେ ସେ ସ୍ଥାନ ଥିଲା ଲୋକ ନଜରର ଆଢୁଆଳରେ । ଆଜି ସେଇଠି ଅସମ୍ଭବ ଭିଡ଼ । ପ୍ରାକୃତିକ ଶୋଭାରାଜି ଉପଭୋଗ କରିବା ସହ ସେଲଫି ନେବାକୁ ଲୋକେ ଭୁଲୁନାହାନ୍ତି । ସେହି ନୂତନ ଦର୍ଶନୀୟ ସ୍ଥାନଟି…
ଅଫିସ୍ ବାହାନାରେ ସୁନ୍ଦରୀ ଯୁବତୀଙ୍କ ସହ ସପିଂ ମଲ୍ ଓ ଆଇଜି ପାର୍କରେ ମସ୍ତି କରୁଥିଲେ ଯୁବକ: ପହଞ୍ଚିଗଲେ ପତ୍ନୀ ଆଉ ପତିଙ୍କୁ ମାଗଣାରେ ଦେଲେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ବିବାହିତ ଯୁବକଙ୍କ ଚୋରା ପୀରତିର ମଜା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ଏକ ପାର୍କରେ । ଯୁବକ ଜଣଙ୍କ ସକାଳୁ ଘରୁ ଅଫିସକୁ ବାହାରି ଯାଇଥିଲେ ହେଁ ପ୍ରେମିକାଙ୍କୁ ବାଇକ୍ ପଛରେ…
ଥମୁନି ମୃତ୍ୟୁସଂଖ୍ୟା! ଆଜି ପୁଣି ରାଜ୍ୟରୁ ୬୬ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ କୋଭିଡ୍ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା…
ଆଜି ରାଜ୍ୟରେ ୧୨୦୮ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
SCB କୋଭିଡ ହସ୍ପିଟାଲର ୪ ମହଲାରୁ ଖସିପଡି ରୋଗୀ ମୃତ
କଟକ(ଓଡ଼ିଶା ଭାସ୍କର): କଟକ ଏସସିବି କୋଭିଡ ହସ୍ପିଟାଲରେ ପୁଣି ଏକ ଅଘଟଣ ଘଟିଯାଇଛି । ଏସସିବି କୋଭିଡ ହସ୍ପିଟାଲ-୧ର ଚାରି ମହଲାରୁ ଖସିପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ରୋଗୀ ଜଣକ ଝରକା ପଟେ ତଳକୁ ଖସିପଡିଥିବା…
୨ ମହିଳାଙ୍କ ଉପରେ ମାଡିଗଲା ପିକଅପ୍, ଜଣେ ମୃତ
ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିର ଜିଲ୍ଲା ଦୁର୍ଗା ମନ୍ଦିର ନିକଟରେ ଘଟିଛି ଏକ ଭୟଙ୍କର ସଡକ ଦୁର୍ଘଟଣା । ମନ୍ଦିର ଯିବା ବାଟରେ ୨ ମହିଳାଙ୍କ ଉପରେ ମାଡିଯାଇଛି ପିକଅପ୍ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ହିଁ ଜଣେ…
ଅଗଷ୍ଟ ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ
ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ । ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ । କୋଭିଡ୍ କଟକଣା ମଧ୍ୟରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବଙ୍କ ଚିଠି । ରବିବାର ଓ ସାଧାରଣ…
କୋଟିପତି ପିଏସ୍ ବିରଞ୍ଚି ନେଟୱର୍କରେ କମିସନରେଟ୍ ପୋଲିସ୍!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁବେର ପିଏସ୍ ବିରଞ୍ଚି ସାହୁ ଗିରଫ ଘଟଣାର ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର । ‘ଟଙ୍କା ଦିଅ ଚାକିରି ନିଅ’ର ଜାଲ କେମିତି ବୁଣିଥିଲେ ବିରଞ୍ଚି ତାର ଏକ ନୂଆ ଫର୍ଦ୍ଦ ପୁଣି ଯୋଡ଼ିହୋଇଛି ।…
ଦୁଗ୍ଧ ଚାଷୀଙ୍କ ପାଇଁ ୧୧ କୋଟିର କୋଭିଡ ସହାୟତା: ୧ ଲକ୍ଷ ଚାଷୀ ହେଲେ ଉପକୃତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ଦୁଗ୍ଧ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ଏକ ଲକ୍ଷ ଦୁଗ୍ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ…