Browsing Category

ରାଜ୍ୟ

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୭୦୩ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

କଣ୍ଟାପଡ଼ା ଅଞ୍ଚଳରେ କମ୍‌ ଉଚ୍ଚତାରୁ ପଇଁତରା ମାରିଲା ୨ଟି ହେଲିକାପ୍ଟର, ଲୋକ ଆତଙ୍କିତ

କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍‌): କଣ୍ଟାପଡ଼ା ଅଞ୍ଚଳରେ ଦୁଇଟି ହେଲିକାପ୍ଟର କମ୍‌ ଉଚ୍ଚତାରୁ ପଇଁତରା ମାରିଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କିତ ସୃଷ୍ଟି ହୋଇଥିଲା । ଅତି କମ୍‌ ଉଚ୍ଚତାରୁ ହେଲିକାପ୍ଟର ଉଡ଼ୁଥିବାରୁ ଏହି…

ପୁରୀରେ ସିରିଜ ବୋମା ମାଡ଼, ହୋଟେଲ ସମ୍ମୁଖରେ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର

ପୁରୀ(ଭାସ୍କର ନ୍ୟୁଜ୍): ପୂର୍ବ ଶତୃତାକୁ କେନ୍ଦ୍ର କରି ଅଠରନଳାରେ ସିରିଜ ବୋମା ମାଡ଼ ।ଏ ହୋଟେଲ ସମ୍ମୁଖରେ ଦୁର୍ବୃତ୍ତ ୫ଟି ବୋମାମାଡ଼ କରି ଚମ୍ପଟ୍ ମାରିଥିବା ଜଣାପଡିଛି। ଏହି ଘଟଣା ମଙ୍ଗଳବାର ରାତି ପ୍ରାୟ ୧୦ଟା…

ପ୍ରେମିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ ! ମୃତ୍ୟୁ ପୂର୍ବରୁ ପୀଡିତା କହିଲା ଯୁବକଙ୍କ ନାଁ ଓ ମୋବାଇଲ୍ ନମ୍ବର, ଟ୍ରାକ୍ କରି ଧରିଲା ପୁଲିସ

ବ୍ରହ୍ମପୁର (ଭାସ୍କର ନ୍ୟୁଜ୍): ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ ଯୁବକ। ଅର୍ଦ୍ଧଦଗ୍ଧ ଗୁରୁତର ଯୁତବୀଙ୍କୁ ଉଦ୍ଧାର କରି ପ୍ରଥମେ ପୁରୁଷୋତ୍ତମପୁର ଡାକ୍ତରଖାନା ନିଆଯାଇଥିଲା। ଶରୀରର ପ୍ରାୟ ୮୦ରୁ ୮୫ % ଭାଗ…

ଘନୀଭୂତ ହେଉଛି ଲଘୁଚାପ: ୧୫ ଜିଲ୍ଲା ସାବଧାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାରେ ଲାଗିଛି । ଏଥିସହ ଆଗାମୀ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ ଦିନରେ ଗତି ପଶ୍ଚିମବଙ୍ଗ,…

କେନ୍ଦ୍ରାପଡ଼ାରୁ ହଟିଲା ଧାରା ୧୪୪

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ଲାଗୁ କରାଯାଇଥିବା ଧାରା ୧୪୪କୁ ମଙ୍ଗଳବାର ହଟାଇ ଦିଆଯାଇଛି । ୨୪ ତାରିଖ ଦିନ ୧୧ରୁ ୩୦ ତାରିଖ ଦିନ ୧୧ଟା ଯାଏଁ ଧାରା ୧୪୪ ଲାଗୁ…

ବଦଳିବ କୋଣାର୍କର ରୂପରେଖ; ପ୍ରବେଶଦ୍ୱାରରୁ ହଟିବ ହସ୍ତଶିଳ୍ପ ଦୋକାନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୋଣାର୍କ ସୂର୍ୟ୍ୟ ମନ୍ଦିର ସହ କୋଣାର୍କ ସହରର ହେବ ସୌନ୍ଦର୍ୟ୍ୟକରଣ। ସୂର୍ୟ୍ୟ ମନ୍ଦିର ପ୍ରବେଶ ଦ୍ବାରରେ ହସ୍ତଶିଳ୍ପ ବ୍ୟବସାୟୀ ଦୋକାନୀଙ୍କୁ ଜରୁରୀ କାଳିନ ଭିତ୍ତିରେ ସ୍ଥାନ ଯୋଗାଣ…

ସ୍କ୍ରିନସଟ୍ ନେବା ଦରକାର ନାହିଁ, ଏମିତି ଡାଉନଲୋଡ୍ କରନ୍ତୁ ସାଙ୍ଗ ମାନଙ୍କ WhatsApp Status

ନୂଆଦିଲ୍ଲୀ: ହ୍ୱାଟସଆପ୍ ରେ ଷ୍ଟାଟସ୍ ଫିଚର୍ କିଛି ବର୍ଷ ତଳେ ହିଁ ଲଞ୍ଚ କରିଥିଲା । ହ୍ୱାଟସଆପ୍ ଷ୍ଟାଟସ୍ ରେ ୟୁଜର୍ସ ମାନେ ଫଟୋ, ଭିଡିଓ ଏବଂ ଟେଷ୍ଟ୍ ସେୟାର୍ କରିପାରୁଛନ୍ତି । ଏହା ୨୪ ଘଣ୍ଟା ପରେ ଡିଲିଟ୍…

ଭୁବନେଶ୍ୱରରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ସଂକ୍ରମଣ ମଧ୍ୟରେ ଡେଙ୍ଗୁ ନିଜର ଆତଙ୍କ ଖେଳାଇଚାଲିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୈଳଶ୍ରୀ…

ମାଷ୍ଟରକ୍ୟାଣ୍ଟିନରୁ ହଟିବନି ଐତିହାସିକ ଘୋଡ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ଐତିହାସିକ ଘୋଡ଼ାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଥିଲା । ନିକଟରେ ଘୋଡ଼ାକୁ ହଟାଇ ଦିଆଯିବ ବୋଲି କୁହାଯାଉଥିଲା । ଯାହାପରେ ବିଭିନ୍ନ ଦଳୀୟ ମହଲରୁ…