Browsing Category

ରାଜ୍ୟ

BIG BREAKING: କେମିକାଲ ମିଶ୍ରଣ ବେଳେ କାରଖାନା ଅଗ୍ନିକାଣ୍ଡ, ଜଣେ ଆହତ

ଟିଟିଲାଗଡ଼: କାରଖାନାରେ ଲାଗିଲା ନିଆଁ। କେମିକାଲ ମିଶ୍ରଣ ବେଳେ ଲାଗିଗଲା ନିଆଁ। ଘଟଣାରେ ଜଣେ କର୍ମଚାରୀ ହୋଇଛନ୍ତି ଗୁରୁତର ଆହତ। ଟିଟିଲାଗଡ଼ ବଡ଼ମାଳରେ ଥିବା କାରଖାନାରେ ଲାଗିଛି ନିଆଁ । ୟୁନିଟର ୬ ନମ୍ବର ବିଲ୍ଡିରେ…

ଆୟୁଷ୍ମାନ ଭାରତ: ମେୟରଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ, କାର୍ଡ ପାଇଁ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର; ଆସନ୍ତା 11ତାରିଖରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ ହେବ । ଭୁବନେଶ୍ବର ମହାନଗରନିଗମ ପକ୍ଷରୁ ମଧ୍ୟ ଶୁଭାରମ୍ଭ କରାଯିବ । ଏନେଇ ବିଏମସି…

ଶିକ୍ଷକଙ୍କ ବିରୋଧ ପରେ ପୁଣି ସ୍କୁଲ ସମୟ ପରିବର୍ତ୍ତନ କଲେ DEO, ଏଣିକି ରହିବେ…

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ସ୍କୁଲ ଶିକ୍ଷକଙ୍କ ସମୟରେ ପରିବର୍ତ୍ତନ । ଏଣିକି ସମସ୍ତ ଶିକ୍ଷକ ସ୍କୁଲରେ ସକାଳ ସାଢେ 6ଟାର ସାଢେ 10 ଟା ଯାଏଁ ରହିବେ । ଆଗରୁ ସ୍କଲରେ ସାଢ଼େ 12ଟା ଯାଏଁ ରହିବାକୁ…

ଘନିଭୂତ ହେଲା ଲଘୁଚାପ, କାଲିଠୁ ଏହି ସ୍ଥାନରେ ହେବ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଘନିଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହା ଦକ୍ଷିଣ ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପଡ଼ିଛି । ତେବେ…

ବ୍ରେକିଂ: ୨ ବାଇକ୍ ମୁହାଁମୁହିଁରେ ଚାଲିଗଲା ଜଣଙ୍କ ଜୀବନ, ପଳାଶୁଣିରେ ସିରିଜ୍‌ Accident

ଭଦ୍ରକ: ସକାଳୁ ସକାଳୁ ବଡ଼ ଦୁର୍ଘଟଣା ଭଦ୍ରକରେ ଘଟିଛି। ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଧାମନଗର ବୃଦ୍ଧଶ୍ରମ…

ଘଟଗାଁ ତାରିଣୀ ପୂରା କଲେ ଆଶା, ସୁନ୍ଦରଗଡ଼ର କୋଟିପତି ମା’ଙ୍କୁ ଭେଟିଦେଲେ ସୁନା ମୁକୁଟ

କେନ୍ଦୁଝର: ମା’ ତାରିଣୀଙ୍କୁ ସୁନାମୁକୁଟ ଦାନ କଲେ ଭକ୍ତ । ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କରିଥିବା ସୂଚନା । ସୁନ୍ଦରଗଡ଼ ଜିଲ୍ଲାର ବଜରଙ୍ଗ ଅଗ୍ରୱାଲଙ୍କ ପକ୍ଷରୁ ଏହି ଦାନ କରାଯାଇଛି । ସୁନା ମୁକୁଟର ଓଜନ ୪୪୫…

ରାଜ୍ୟରେ ସୃଷ୍ଟି ହେବ ୯୫,୯୧୫ ନିଯୁକ୍ତି… ୧,୦୩,୦୯୦ କୋଟି ପୁଞ୍ଜି ନିବେଶ ପ୍ରସ୍ତାବ

ନୂଆଦିଲ୍ଲୀ: ଦୁଇଦିନିଆ ଦିଲ୍ଲୀ ଇନଭେଷ୍ଟର୍ସ ମିଟରେ ୧୩ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିିରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ସୂଚନା । ଆଇଓସିଏଲ୍ ସହ ଡୁଆଲ-ଫିଡ୍ ନାପଥା…

ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ଶପଥ ନେଲେ ପୂର୍ବତନ ମୁଖ୍ୟ ଶାସନ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓ.ଇ.ଆର.ସି)ର ଅଧ୍ୟକ୍ଷ ଭାବେ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି। ମଙ୍ଗଳବାର ରାଜଭବନର ନ୍ୟୁ ଅଭିଷେକ ହଲରେ…

୨ ବର୍ଷରେ ହେବ ଶକ୍ତି ପୀଠ କରିଡର: ପ୍ରଭାତୀ

ଭୁବନେଶ୍ୱର: ରାଜ୍ୟର ଶକ୍ତି ପୀଠକୁ ନେଇ ନିର୍ମାଣ ହେବ ଶକ୍ତି ପୀଠ କରିଡର୍‌। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାରାତାରିଣୀ, ବିରଜା, ଉଗ୍ରତାରା ପୀଠକୁ ନେଇ ହୋଇଛି ଏହି ଯୋଜନା। ଏହା ସହ ଭଗବତୀ,…

ଶିଶୁଙ୍କ ଅଭିବୃଦ୍ଧି ତଦାରଖ ପାଇଁ AI ଉପକରଣ ବ୍ୟବହାର କରିବେ ଓଡ଼ିଶା ଓଡ଼ିଶା ସରକାର

ଭୁବନେଶ୍ୱର: ଶିଶୁଙ୍କ ବୃଦ୍ଧି ତଦାରଖ କରିବା ପାଇଁ ଏକ କୃତ୍ରିମ ବୁଦ୍ଧିମତ୍ତା (AI) ଉପକରଣ ବିକଶିତ କରିବା ପାଇଁ ଓଡ଼ିଶା ସରକାର ଏକ ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, "ବୃଦ୍ଧି…