Browsing Category
ରାଜ୍ୟ
୧୬ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ, ଜାଣନ୍ତୁ କାହିଁକି
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରାଜ୍ୟରେ ଆସନ୍ତା କାଲି ୧୬ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ବୁଧବାର ୧୧ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ବେଳେ ଗୁରୁବାର ଏହା ୧୬ ଜିଲ୍ଲାକୁ ବୃଦ୍ଧି ପାଇଛି । ଗୁରୁବାର ରାଜ୍ୟରେ…
ଭିଜିଲାନ୍ସ ଆଇଜି ଭାବରେ ଯୋଗଦେଲେ ଅସିତ ପାଣିଗ୍ରାହୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ଭିଜିଲାନ୍ସ ଆଇଜି ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅସିତ ପାଣିଗ୍ରାହୀ । ୧୯୯୭ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ପାଣିଗ୍ରାହୀ ବୁଧବାର ଅପରାହ୍ନରେ ଭିଜିଲାନ୍ସ…
କାଳିଆ ହିତାଧିକାରୀଙ୍କୁ କୋଭିଡ୍ ସହାୟତା, ଜାଣନ୍ତୁ କେମିତି କରିବେ ଚେକ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚାଷୀଙ୍କ ଉନ୍ନତି ପାଇଁ ଆରମ୍ଭ କରାଯାଇଥିବା କାଳିଆ ଯୋଜନାରେ ବୁଧବାର କୋଭିଡ ସହାୟତା ପ୍ରଦାନ କରାଯାଇଛି । କାଳିଆ ଯୋଜନାରେ ସାମିଲ ରହିଥିବା ଭୂମିହୀନ ହିତାଧୀକାରୀଙ୍କ…
ଗାଁକୁ ଆସୁନି ନେଟ୍ୱାର୍କ, ଘରଠାରୁ ୮ କି.ମି ଦୂରରେ ଥିବା ପାହାଡ଼ ଉପରେ ୟୁଟ୍ୟୁବ ଲାଇଭରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ
ପାରଳାଖେମୁଣ୍ଡି (ଓଡ଼ିଶା ଭାସ୍କର) : ଗଜପତି ଜିଲ୍ଲା ଏକ ଦୃଗମ ତଥା ଆଦିବାସୀ ଅଞ୍ଚଳ । ଏହାର ଜଳନ୍ତ ଉଦାହରଣ ହେଉଛି ମୋହନା ବ୍ଳକ । ଦୁର୍ଗମ ଗାଁ ଗୁଡିକରେ ନେଟୱାର୍କ ସୁବିଧା ନ ଥିବାରୁ ବାଧ୍ୟ ହୋଇ କେଉଁଠି ପାହାଡ଼…
ଭିଜିଲାନ୍ସ ଜାଲରେ ABEO
କେନ୍ଦୁଝର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ABEO । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ABEO ଅଭିମନ୍ୟୁ ସାହୁଙ୍କ ଘରେ ଚଢାଉ ହୋଇଛି । ସୂଚନା ମୁତାବକ, ଜଣେ ଶିକ୍ଷକଙ୍କଠୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଅଭିମନ୍ୟୁ ।…
ରାଜଧାନୀରେ ଧର୍ମାନ୍ତୀକରଣର ସତ କଣ ମିଛ କଣ; କଣ କହୁଛନ୍ତି ବଜରଙ୍ଗ ଦଳ, ପୋଲିସ, ମାନବାଧିକାର କର୍ମୀ ଓ ଅଭିଯୋଗକାରୀ ?
https://www.youtube.com/watch?v=c98C0qAhwVA
ପ୍ରକୃତିର ବିଚିତ୍ର ସୃଷ୍ଟି ‘ନାଲି ଟୁକୁଟୁକୁ ସାଧବ ବୋହୂ’
ବାଲିମେଳା (ଓଡ଼ିଶା ଭାସ୍କର): ସରିଯାଇଛି ଗ୍ରୀଷ୍ମର ପ୍ରକୋପ । ମୌସୁମୀର ଆଗମନ ସହ ଭିଜୁଛି ଧରିତ୍ରୀ । ଥୁଣ୍ଟା ଗଛରେ କଅଁଳିବାକୁ ଆରମ୍ଭ କରିଛି ପତ୍ର ଏଭଳି ମନୋରମ ମୁହୂର୍ତ୍ତରେ ମାଟି ଓ ପାଣିର ମିଳନରେ ଜନ୍ମ ନେଇଛି…
ପୁଣି ବଢିଗଲା ସଂକ୍ରମଣ ! ଭୁବନେଶ୍ୱରରୁ ଆଜି ୪୧୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ପୁଣି ବଢ଼ିଛି । ଭୁବନେଶ୍ୱରରୁ ଆଜି ୪୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…
ଫସିଗଲେ ରସିକିଆ ସାର୍: ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ବାନ୍ଧିନେଲା ପୋଲିସ
ପାଟଣା(ଓଡ଼ିଶା ଭାସ୍କର) : ଗୁରୁ-ଶିଷ୍ୟଙ୍କ ସମ୍ପର୍କକୁ ଅତି ପବିତ୍ର କୁହାଯାଉଥିବା ବେଳେ କିଛି ଅସଭ୍ୟ ଲୋକଙ୍କ ପାଇଁ ଏହା କଳୁଷିତ ହେବାରେ ଲାଗିଛି । ସେହିପରି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରୁ ଏଭଳି ଏକ…
ପୁରୀ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍, ଜାଣନ୍ତୁ କ’ଣ
ପୁରୀ(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ନେଇ ଏବେବି ଚିନ୍ତା ଘାରିଛି । ଏହାରି ମଧ୍ୟରେ ପୁରୀ ପାଇଁ ଆସିଛି ସ୍ୱତନ୍ତ୍ର ଗାଇଡଲାଇନ୍ । ପୁରୀ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି…