Browsing Category
ରାଜ୍ୟ
ଭୁବନେଶ୍ୱରରେ ୫ଟି ମଦ ଦୋକାନ ସିଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ମୁକାବିଲା ପାଇଁ ସରକାର ଯେତେ କଟକଣା ଲାଗୁ କଲେ ବି ଲୋକାମନେ ଏହାକୁ ଫୁ’ କରି ଉଡ଼ାଇଦେଉଛନ୍ତି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ୫ଟି ମଦ ଦୋକାନ ସିଲ୍ ହୋଇଛି । କୋଭିଡ ନିୟମ…
କମିସନରେଟ ପୁଲିସକୁ ବଡ଼ ସଫଳତା: ଫାସରେ ପଡ଼ିଲେ ୭ ସାଇବର୍ ଲୁଟେରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିସନରେଟ ପୁଲିସ୍ କୁ ମିଳିଛି ବଡ଼ ସଫଳତା । ପୁଲିସ୍ ଆଜି ୭ଜଣ ସାଇବର୍ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏନେଇ ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏହି ୭…
OFS ସ୍ତରରେ ଅଦଳବଦଳ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଅର୍ଥ ସେବା (ଓଏଫଏସ) ସ୍ତରରେ ଅଦଳବଦଳ କରାଯାଇଛି । ୧୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯିବା ସହ ବଦଳି…
କ୍ୟାନସର ରୋଗୀଙ୍କ ଆଶାର କିରଣ ସାଜିଲେ ବାଲେଶ୍ୱର ଝିଅ ନୁସରତ, ଜଟିଳ ରୋଗର ସରଳ ଉପାୟରେ କରୁଛନ୍ତି ଚିକିତ୍ସା
ବାଲେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ କ୍ୟାନସର ରୋଗ ଏକ ବ୍ୟୟ ବହୁଳ ଚିକିତ୍ସା ହୋଇଥିବା ବେଳେ ଚିକିତ୍ସା ବିଜ୍ଞାନରେ ଆଉ ଗୋଟିଏ ପାଦ ଆଗକୁ ଆସିଛନ୍ତି ବାଲେଶ୍ୱର ଜିଲ୍ଲା ସୋର କାଜି ମହଲାର ଝିଅ ନୁସରତ ସଂଘମିତ୍ରା ।…
ଓଡ଼ିଶାର ୮ଟି ଜିଲ୍ଲାରେ ସୁନାର ହଲମାର୍କିଂ ବାଧ୍ୟତାମୂଳକ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତୀୟ ମାନକ ବ୍ୟୁରୋ ବା ବିଆଇଏସ ପକ୍ଷରୁ ଦେଶରେ ସୁନା ହଲମାର୍କିଂ ବାଧ୍ୟତାମୂଳକ କରିବାକୁ ନିୟମ ପ୍ରଣୟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଭାରତବର୍ଷରେ ମୋଟ ୨୫୬ଟି ଜିଲ୍ଲାରେ…
ଜୁଲାଇରେ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟ୍ରିକ୍ ଫଳାଫଳକୁ ନେଇ ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା ହୋଇଛି । ମାର୍କ କମ୍…
ପିଲାଙ୍କ ନିୟମିତ ଟିକାରେ ସାମିଲ ହେଲା ନିମୋକୋକାଲ୍ କଞ୍ଜୁଗେଟ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ କରୋନା ସମୟରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖାଯାଉଛି । ଇତି ମଧ୍ୟରେ ପିଲାମାନଙ୍କୁ ନିମୋନିଆ ଏବଂ ମସ୍ତିସ୍କ ଜନିତ ରୋଗରୁ ରକ୍ଷା କରିବା ପାଇଁ ଏବେ ସରକାରଙ୍କ…
କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ଲକ୍ଷ ଟଙ୍କାର ସହାୟତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଦ୍ଧାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତାର ହାତ ବଢ଼ାଇଛନ୍ତି । କୋଭିଡ୍-୧୯ରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ କରୁଣାକର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୧୫ ଲକ୍ଷ…
କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ଫିଲ୍ମଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ତେଣୁ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…
ଆଜି ପୁଣି ରାଜ୍ୟରେ ୪୦ କରୋନା ରୋଗୀଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…