Browsing Category

ରାଜ୍ୟ

ଓଡ଼ିଶାରେ ବିଜେପି ମୂଳଦୁଆ ସୁଦୃଢ କରିଥିଲେ ଧର୍ମେନ୍ଦ୍ରଙ୍କ ବାପା: ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟର

ଭୁବନେଶ୍ୱର: ସୋମବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତାଙ୍କର ପରଲୋକ ଘଟିଛି। ଏଭଳି ଦୁଖଦଃ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର…

ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କର ଆଜି ପରଲୋକ ଘଟିଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ବରିଷ୍ଠ ବିଜେପି ନେତା ଦୀର୍ଘକାଳୀନ…

ଏ କେଉଁ ପ୍ରକାର ସଙ୍କେତ..ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ଦେଖିବାକୁ ମିଳିଥିଲା ଅଲୌକିକ ଦୃଶ୍ୟ । ଶ୍ରୀମନ୍ଦିରରେ ପଡ଼ିଲା ଶୂନ୍ୟ ଗଣ୍ଠି । ଆଜି ସକାଳୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶୂନ୍ୟରେ ପତିତପାବନରେ ଗଣ୍ଠି ପଡିଲେ…

Breaking: ବିଭତ୍ସ ହତ୍ୟାକାଣ୍ଡ, ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡି ଦେଲେ ଶବ

ସମ୍ୱଲପୁର: ପୁଣି ଗଡ଼ିଲା ମୁଣ୍ଡ। ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡି ଦେଲେ ଦୁର୍ବୃତ୍ତ। ମୃତ ବ୍ୟକ୍ତିଙ୍କ ନାଁ ଶେଖ ହୁସେନ ବୋଲି ସୂଚନା ମିଳିଛି। ହତ୍ୟାକାଣ୍ଡ ସମ୍ୱଲପୁର ଗେଙ୍ଗୁଟିପାଲି ଅଞ୍ଚଳରେ ହୋଇଥିବା ନେଇ…

ହାଇପ୍ରୋଫାଇଲ ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ, ଏହି ସର୍ତ୍ତ ରଖିଲେ ହାଇକୋର୍ଟ

ଭୁବନେଶ୍ବର: ହାଇପ୍ରୋଫାଇଲ ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ । ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ତେବେ ଭୁବନେଶ୍ବରର ହାଇପ୍ରୋଫାଇଲ ବଣ୍ଟି ବବଲିଙ୍କୁ ଜାମିନ ଦେବା ସମୟରେ ଅନେକ ସର୍ତ୍ତ…

Breaking: ପୁଣି ବିଧାନସଭାରେ ବିରୋଧୀଙ୍କ ତୁମ୍ୱିତୋଫାନ, ଗୃହ ମୁଲତବି କଲେ ବାଚସ୍ପତି

ଭୁବନେଶ୍ୱର: ପୁଣି ବିଧାନସଭାରେ ହଙ୍ଗାମା। ଗୃହ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସର ନାରାବାଜି। ବାଧ୍ୟ ହୋଇ ଗୃହକୁ ମଧ୍ୟାହ୍ନ ୧୨ଟା ୧୫ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି। ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟ ଭାଗରେ…

ବୌଦ୍ଧ ଜଙ୍ଗଲରେ ବୁଲୁଛି ମହାବଳ ବାଘ…

ବୌଦ୍ଧ: ଓଡ଼ିଶାର ବୌଦ୍ଧ ଜିଲ୍ଲାର ବାରିଙ୍ଗି ଅଞ୍ଚଳରେ ରବିବାର କିଛି ଲୋକ ଏକ ବାଘ ଦେଖିବା ପରେ ଗ୍ରାମବାସୀ ଭୟଭୀତ ହୋଇଯାଇଛନ୍ତି। ମାଧପୁର ବନାଞ୍ଚଳ ଅନ୍ତର୍ଗତ ବାରିଙ୍ଗି ବିଟର ଜଗା ତୈଲା ଅଞ୍ଚଳ ନିକଟରେ ବାଘଟି…

ତାତିରୁ ମିଳିବ ଆଶ୍ୱସ୍ତି, ଆସୁଛି କାଳବୈଶାଖୀ

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଡହଡହ ଖରାରେ ସିଝୁଛି ଓଡ଼ିଶା। ମାର୍ଚ୍ଚମାସ ଆରମ୍ଭରୁ ୪୨ ଡିଗ୍ରୀ ଛୁଇଁଲାଣି ଦିନ ତାପମାତ୍ରା। ତାତି ଏତେ ବଢ଼ିଲାଣି ଯେ, ଦିନ ୧୧ଟା ବାଜିଲେ ଆଉ ଘରୁ ବାହାରିବାକୁ ଗୋଡ଼…

Breaking: ଘର ଭିତରେ ଦମ୍ପତ୍ତିଙ୍କୁ ବାନ୍ଧି ସର୍ବସ୍ୱ ଲୁଟିନେଲେ ଚୋର

ସୋର: ଘରେ ପଶି ଦମ୍ପତ୍ତିଙ୍କୁ ବାନ୍ଧିଲେ। ଆଉ ଘରେ କଳାକନା ବୁଲାଇ ଦେଲେ ଚୋର। ରାତି ଅଧରେ ପାଞ୍ଚ ଜଣ ଲୁଟେରା ଘରର ଭିତରେ ପଶିଲେ। ଆଉ ସୁନା ଗହଣା ଟଙ୍କା ପଇସା ଯାହା ପାଇଲେ ସବୁ ଲୁଟିଲେ। ଆଉ ଯେତେବେଳେ ସେହି ଘରର ଲୋକ…

Breaking: ଆନ୍ଧ୍ରପ୍ରଦେଶରୁ ଆସି ଚନ୍ଦ୍ରଭାଗାରେ ଭାସିଗଲେ ମହିଳା

କୋଣାର୍କ: ଆନ୍ଧ୍ରପ୍ରଦେଶରୁ ଆସି କୋଣାର୍କରେ ଭାସିଗଲେ। ପରିବାର ସହ କୋଣାର୍କ ମନ୍ଦିର ବୁଲିବାକୁ ଆସିଥିଲେ। ଆଉ ବୁଲାବୁଲି ସାରି ଚନ୍ଦ୍ରଭାଗା କୂଳରେ ମଜା ମସ୍ତି କରୁଥିଲେ। ହେଲେ ମଜା ମସ୍ତି ସଜ୍ଜା ସାଜିଲା।…