CHARIDHAM
Browsing Category

ରାଜ୍ୟ

ସ୍ନେହର ଅସରନ୍ତି ଭଣ୍ଡାର ମା’

ଆଜି ହେଉଛି ମାତୃ ଦିବସ । ଅର୍ଥାତ୍ ମା' ପାଇଁ ଦିନ ଟିଏ । କୁହାଯାଏ ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ ହେଉଛି ମା' । ଯାହାକୁ କେହି ବ୍ୟାଖ୍ୟା କରିପାରି ନାହାନ୍ତି କି କେହି କରି ପାରିବେନି ମଧ୍ୟ । ଦୁନିଆର ସବୁଠାରୁ ବଡ…

ସମୁଦ୍ର କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ସନ୍ଦେହ

କୋଣାର୍କ, ୯ା୫ (ଓଡିଶା ଭାସ୍କର): ଆଜି ସକାଳୁ ପୁରୀ ସମୁଦ୍ର କୂଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୋଣାର୍କ ଚନ୍ଦ୍ରଭାଗା ମେରାଇନ ଥାନା ନିକଟରୁ ଉଦ୍ଧାର କରାଯାଇଥିବା ଉକ୍ତ ମହିଳାଙ୍କ ପରିଚୟ ମିଳି…

IAS ପ୍ରଦୀପ କୁମାର ଜେନା କରୋନା ପଜିଟିଭ୍‌

ଭୁବନେଶ୍ୱର,୯ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ବରିଷ୍ଠ ନେତା ଓ ଅଧିକାରୀମାନେ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ କୁମାର ଜେନା କରୋନାର…

ଓଡିଶାରେ ଆଜି ୧୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୯ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…

ଓଡିଶା ଦୈନିକ ସଂକ୍ରମଣ ୧୦ ହଜାର ପାର୍‌: ଆଜି ୧୦,୬୩୫ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୯ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ବି ୧୦ ହାଜର ଉପରେ ରହିଛି ରାଜ୍ୟର ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା…

୫୦ରୁ ଅଧିକ ମାଓବାଦୀ କରୋନା ପଜିଟିଭ

ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ୫୦ରୁ ଅଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଇନାମୀ ମହିଳା ମାଓବାଦୀ ସୁଜାତା ବି କରୋନା ପଜିଟିଭ ହୋଇଥିବା ଜଣାପଡିଛି ।…

୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ACSଙ୍କ ଚିଠି, ଜାଣନ୍ତୁ ଟିକା ଦେବାର ସମୟ

ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ସମୟରେ ରାଜ୍ୟରେ ୪୫ରୁ ଉର୍ଦ୍ଧ୍ୱଙ୍କୁ ଟିକାର ୧ମ ଓ ୨ୟ ଡୋଜ୍ ଦିଆଯାଉଥିବା ବେଳେ ୧୮ରୁ…

ଖୁସି ଖବର : ଓଡ଼ିଶାରେ ଆଜି ୭୬୬୪ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୮।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୬୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ପରଲୋକରେ ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ

ବାଲେଶ୍ୱର,୮ା୫(ଓଡିଶା ଭାସ୍କର): ଓଲିଉଡ ଜଗତର ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ ଶାନ୍ତିଲତା ମହାନ୍ତିଙ୍କର ଆଜି ପରଲୋକ ହୋଇଛି । ଅନକେ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶାନ୍ତଲତା ମେଡିକାଲରେ…

ଦୈନିକ ହଜାରେ ଟପୁଛି ଭୁବନେଶ୍ୱରର ସଂକ୍ରମଣ: ଆଜି ୧୦୩୪ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୦୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…