CHARIDHAM
Browsing Category

ରାଜ୍ୟ

କରୋନା ଉଜାଡିଲା ସଂସାର: ସ୍ୱାମୀଙ୍କ ମୃତ୍ୟୁ ଦୁଃଖରେ ଆତ୍ମହତ୍ୟା କଲେ ସ୍ତ୍ରୀ

ବ୍ରହ୍ମପୁର, ୦୩/୦୫: ପ୍ରଥମେ ସାନପୁଅର ଦୁର୍ଘଟଣାରେ ଅକାଳ ମୃତ୍ୟୁ ଆଉ ଏବେ କରୋନାରେ ସ୍ୱାମୀଙ୍କ ମୃତ୍ୟୁ ଏଭଳି କଷ୍ଟକୁ ସହି ନପାରି ଶେଷରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ୪୫ ବର୍ଷୀୟ କବିତା ନାହକ ।…

ଫନି ବାତ୍ୟାକୁ ପୁରିଲା ୨ ବର୍ଷ, ଛାରଖାର୍ ହୋଇଯାଇଥିଲା ସାରାଓଡିଶା

ଓଡିଶା ଭାସ୍କର ବ୍ୟୁରୋ: ଦିନ ଥିଲା ୨୦୧୯, ମେ' ୩ । ସବୁକିଛି ଯେପରି ଶାନ୍ତ ଥିଲା । ହେଲେ ହଠାତ୍ ପବନ, ଘଡଘଡି, ବିଜୁଳିକୁ ସାଙ୍ଗରେ ଧରି ବାତ୍ୟା ଫନି ଛୁଇଁଥିଲା ଓଡିଶା ଉପକୁଳ । ବିଶେଷ କରି ପୁରୀ ଏବଂ କୋଣାର୍କ…

CBSE ଫର୍ମାଟରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ

ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : CBSE ଫର୍ମାଟରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ । ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ । ବୋର୍ଡ…

୧୫ ଶହ ଟିକା କେନ୍ଦ୍ରରୁ ୨୫୬ଟି କେନ୍ଦ୍ରରେ ଚାଲିଛି ଟିକାକରଣ : ବିଜୟ ପ୍ରାଣିଗ୍ରାହୀଙ୍କ ସୂଚନା

ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ । ଟିକାର ଅଭାବ ଥିବାରୁ ୧୫ଶହ ଟିକା କେନ୍ଦ୍ରରୁ ମାତ୍ର ୨୫୬ ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ଏନେଇ ସୂଚନା ଦେଇଛନ୍ତି ପରିବାର…

କୋଭିଡ୍ ପରିଚାଳନାରେ ଯୋଗଦେବେ ଡାକ୍ତରୀ ଛାତ୍ର

ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ପରିଚାଳନାରେ ଯୋଗଦେବେ ଡାକ୍ତରୀ ଛାତ୍ର । SCB ମେଡିକାଲର ୬ ଜଣ ଇଣ୍ଟର୍ଣ୍ଣ ଏବଂ ୧୦୪ ଜଣ ଛାତ୍ରଙ୍କୁ କଲ୍ ସେଣ୍ଟରରେ ନିୟୋଜିତ କରିଛନ୍ତି ସରକାର । ଡ଼.ସୁମନ ସ୍ମିଥ…

ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର, ୩ା୫ (ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ଭୁବନେଶ୍ୱରରେ ଆଜି ଟିକାକରଣ ଜାରି ରହିଛି । ପୂର୍ବରୁ ଆରୋଗ୍ୟ ସେତୁ ଆପ୍, ଉମଙ୍ଗ ଆପ୍…

ରାଜ୍ୟରେ ବଢ଼ିଲା ସଂକ୍ରମଣ, କମିଲା ମୃତ୍ୟୁ ସଂଖ୍ୟା: ଆଜି ୫ଟି ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର, ୩ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ତେବେ ରାଜ୍ୟରେ କରୋନା…

ଆଜି ୮ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର, ୩ା୫ (ଓଡିଶା ଭାସ୍କର): ତାତିରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଆଜି ୮ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିସହ ଘଡ଼ଘଡ଼ି ସହ ୫୦ରୁ ୬୦ କିମି ବେଗରେ ପବନ ବହିବ । ବାଲେଶ୍ୱର, ଭଦ୍ରକ,…

ଓଡିଶାରେ ଆଜି ୮୯୧୪ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । ଏହାରି ମଧ୍ୟରେ ଆଜି ପୁଣି ରାଜ୍ୟରେ ୮ ହଜାର ୯୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪…

ରାଜ୍ୟରେ କମିଛି ତାତି: ୪୦ ଡିଗ୍ରୀ ଉପରେ ୪ ସହର

ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ରାଜ୍ୟର ୪ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୧.୪ ଡିଗ୍ରୀ ସହ…