
Browsing Category
ରାଜ୍ୟ
ଭୁବନେଶ୍ୱରରେ ୪ ସରକାରୀ କାର୍ଯ୍ୟାଳୟ ସମେତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ସିଲ କଲା ବିଏମସି
ଭୁବନେଶ୍ୱର, ୨୯/୦୪: ଆଜି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଭୁବନେଶ୍ୱରର ଚାରିଟି ସରକାରୀ ଅଫିସ ଏବଂ ଶ୍ରୀୟା ଛକ ନିକଟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚର କିଛି ଷ୍ଟାଫ କୋଭିଡ ପଜିଟିଭ ବହାରିବା ପରେ…
୪ଟି ପିଲାର ମା’କୁ ନେଇ ୬୦ ବର୍ଷର ବୃଦ୍ଧ ଫେରାର
କେନ୍ଦୁଝର ୨୯ ।୪ (ଓଡ଼ିଶା ଭାସ୍କର) : ଚାରିଟି ପିଲାର ମା’କୁ ନେଇ ୬୦ ବର୍ଷର ବୃଦ୍ଧ ଫେରାର । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ମୁଣ୍ଡାସାହିରେ । ଅଜି ବ୍ୟକ୍ତି ଜଣଙ୍କ ଗାଁକୁ ଆସିଥିବା…
ଲୋକାର୍ପିତ ହେଲା “ଆମ ଜନଜାତି” ପତ୍ରିକାର ତୃତୀୟ ସଂଖ୍ୟା
ଭୁବନେଶ୍ୱର, ୨୮/୪(ଓଡ଼ିଶା ଭାସ୍କର): ଚୈତ୍ର ପୂର୍ଣ୍ଣିମା ଅବସରରେ ଓଡ଼ିଶାର ପ୍ରଥମ ନିଶୁଳ୍କ ଜନଜାତି ଡିଜିଟାଲ ପତ୍ରିକା "ଆମ ଜନଜାତି"ର ତୃତୀୟ ସଂଖ୍ୟା ଗତ ୨୭ ତାରିଖ ସନ୍ଧ୍ୟାରେ ଲୋକାର୍ପିତ ହୋଇଛି । ସାମ୍ପ୍ରତିକ…
ଭୁବନେଶ୍ୱର କୋର୍ଟ ୭ ଦିନ ପାଇଁ ସିଲ୍
ଭୁବନେଶ୍ୱର,୨୯ ।୪(ଓଡିଶା ଭାସ୍କର): ସାରା ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀର ଦ୍ୱିତୀୟ ଲହର । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା କଟକଣା ଲାଗୁ ହୋଇଥିଲେ ବି ଲୋକମାନେ ଏହାକୁ ଫୁ’ କାରି ଉଡାଇ ଦେଉଛନ୍ତି…
ଓଡିଶାର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ
ଭୁବନେଶ୍ୱର,୨୯ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ କମୁଛି ଟିକାକରଣ । ରାଜ୍ୟରେ ଖୋର୍ଦ୍ଧା ସମେତ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ, କିନ୍ତୁ ଭୁବନେଶ୍ୱରରେ ଟିକାକରଣ ଜାରି ରହିବ…
ସଂକ୍ରମଣ ସହ ବଢୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟରେ ଆଜି ୧୨ ଜୀବନ ନେଲା କରୋନା
ଭୁବନେଶ୍ୱର, ୨୯ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ରାଜ୍ୟରେ କରୋନା…
ଓଡିଶାରେ ଅସମ୍ଭାଳ ସ୍ଥିତି! ଆଜି ପୁଣି ୬୯୯୮ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର, ୨୯ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଗତ ୨୪…
ପୁରୁଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ସୁବିଧା ବନ୍ଦ
ଭୁବନେଶ୍ୱର,୨୮ ।୪(ଓଡିଶା ଭାସ୍କର): ସାରା ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀର ଦ୍ୱିତୀୟ ଲହର । ଏହାରି ମଧ୍ୟରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ସୁବିଧାକୁ ବନ୍ଦ କରାଯାଇଛି । କରୋନା…
Re-registration rules proposed to be made simpler for passenger vehicles, while re-locating from one state to another
New Delhi, April 28: The Ministry of Road Transport has issued a notification of draft rules, which would make it much easier for those shifting from one state to another to…
୯ଟି ନୂଆ ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ
ଭୁବନେଶ୍ୱର,୨୮ ।୪(ଓଡିଶା ଭାସ୍କର): ଓଡିଶାରେ ୯ଟି ଶିଳ୍ପ ପ୍ରକଳ୍ପକୁ ଆଜି ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଟରିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି । ପ୍ରକଳ୍ପଗୁଡିକ…