CHARIDHAM
Browsing Category

ରାଜ୍ୟ

ହାଇଦର୍ ଫେରାର୍ ହୋଇଥିବା କାର୍ ଜବତ କଲା କମିସନରେଟ୍ ପୋଲିସ୍

କଟକ, ୧୮ା୪ (ଓଡିଶା ଭାସ୍କର) : ହାଇଦର୍ ଫେରାର୍ ହୋଇଥିବା କାର୍ ଜବତ ହୋଇଛି । ହାଇଦର୍ ଏହି କାରକୁ ବ୍ୟବହାର କରି କଟକ ଏସସିବିରୁ ତେଲେଙ୍ଗାନା ଫେରାର୍ ହୋଇଯାଇଥିଲା । ହେଲେ ଆଜି ତେଲେଙ୍ଗାନାରୁ ଜବତ କରି କମିସନରେଟ୍…

କୁମ୍ଭମେଳାରୁ ରାଜ୍ୟକୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ହୋମ୍ କ୍ୱାରେଇଣ୍ଟାଇନ୍ ବାଧ୍ୟତାମୂଳକ

ଭୁବନେଶ୍ୱର ୧୮ ।୪ (ଓଡିଶା ଭାସ୍କର) : କୁମ୍ଭମେଳାରେ ଯୋଗ ଦେଇଥିବା ଶ୍ରଦ୍ଧାଳୁଙ୍କ ପାଇଁ ଲାଗୁ ହେଲା କଟକଣା । ଓଡିଶା ଫେରିବା ପୂର୍ବରୁ RTPCR ଟେଷ୍ଟ କରିବା ଜରୁରୀ । ଏଥିରେ ଭାଗ ନେଇଥିବା ସମସ୍ତେ ଶ୍ରଦ୍ଧାଳୁ…

ରାଜ୍ୟରେ କରୋନା ଟିକା ଅଭାବ; ବନ୍ଦ ହେଲା ୧୦୦୦ ଟିକାକରଣ କେନ୍ଦ୍ର

ଭୁବନେଶ୍ୱର ୧୮ ।୪ (ଓଡିଶା ଭାସ୍କର) : ରାଜ୍ୟରେ ପାଖାପାଖି ୧୦୦୦ କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ । ଟିକା ଅଭାବରୁ ଟିକାକରଣ ବାଧାପ୍ରପ୍ତ ହୋଇଛି । ଏନେଇ ୮ ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ଗତକାଲି ୪୨୭…

ସାବଧାନ୍! ବର୍ଷା ଓ ବଜ୍ରପାତ ନେଇ କାଲି ସକାଳ ସୁଦ୍ଧା ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?

ଭୁବନେଶ୍ୱର,୧୮ ।୪(ଓଡିଶା ଭାସ୍କର): କାଲି ସକାଳ ସୁଦ୍ଧା ୧୬ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ଏନେଇ ୟେଲୋ ୱାର୍ଣ୍ଣିଂ…

“ମୁଁ ଇସ୍କୁଲରେ ପଢ଼ୁଛି…” ଭାଇରାଲ୍ ହେଉଛି ୬ ବର୍ଷର ପିଲା ଜଗଦୀଶଙ୍କ ଭିଡିଓ

ଭୁବନେଶ୍ୱର, ୧୮ା୪ (ଓଡିଶା ଭାସ୍କର) : କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ହ୍ୟୁମାନ୍ ସାଗର ଏବଂ ତାଙ୍କ ସହ ଗାଉଥିବା ଗୋଟିଏ ୬ ବର୍ଷର ପିଲାର ଭିଡିଓ । ଗୀତଟି ହେଉଛି, "ମୁଁ ଇସ୍କୁଲରେ ପଢ଼ୁଛି...ମୁଁ…

ବାଲ୍ୟ ବିବାହର ପେଣ୍ଠସ୍ଥଳୀ ପାଲଟିଛି ସୁକିନ୍ଦା, ବର୍ଷେ ଭିତରେ ୧୦୧ ବିବାହ

କଳିଙ୍ଗନଗର : ଦଶନ୍ଧି ପରେ ଦଶନ୍ଧି ବିତି ଚାଲିବା ସହ ଲୋକ ମାନେ ଆଧୁନିକ ଯୁଗରେ ଆସି ଉପନୀତ ହେଲେଣି । ହେଲେ ଆଜି ଯାଏ କିଛି ଏମିତି ଅଞ୍ଚଳ ରହିଛି ଯେଉଁଠାରେ ଏପର୍ଯ୍ୟନ୍ତ ଲୋକମାନେ ବାଲ୍ୟ ବିବାହକୁ ବିଶ୍ୱାସ କରୁଛନ୍ତି…

ମାସ୍କ ନ ପିନ୍ଧିଥିବା ପୋଲିସଙ୍କ ଫଟୋ ଉଠାଇ ହଟହଟା ହେଲେ ୨ ଛାତ୍ର

ଭୁବନେଶ୍ୱର,୧୮/୪: ମାସ୍କ ପିନ୍ଧିନଥିବା ପୋଲିସ ବାବୁଙ୍କ ଫଟୋ ଉଠାଇ ହଟ ହଟା ହୋଇଛନ୍ତି ଦୁଇ ଛାତ୍ର, ଖାଲି ସେତିକି ନ ଥାନାକୁ ମଧ୍ୟ ଯିବାକୁ ପଡିଥିଲା ଦୁଇ ଛାତ୍ରଙ୍କୁ । ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣର…

କାଠଯୋଡି କୂଳରେ ନିର୍ମାଣ ହେବ ‘ଲ ପାର୍କ’

କଟକ ୧୮ ।୪ (ଓଡିଶା ଭାସ୍କର) : ନିର୍ମାଣ ହେବ ‘ଲ ପାର୍କ’ । କଟକ କାଠଯୋଡି କୂଳରେ ନିର୍ମିତ ହେବ ‘ଲ ପାର୍କ’ । ୪୦ ରୁ ୫୦ର ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ପାର୍କରେ ଆଇନ୍ ବିଶାରଦ କରିଥିବା ବିଶିଷ୍ଟ…

ଭେଣ୍ଟିଲେଟର୍ ଓ ଅକ୍ସିଜେନ୍ ଅଭାବରୁ ଆଖି ବୁଜିଲେ ଡାକ୍ତର ଦିଲ୍ଲୀପ ଷଡଙ୍ଗୀ

ବଲାଙ୍ଗୀର, ୧୮ା୪ (ଓଡିଶା ଭାସ୍କର) : ଦୁଇ ଡୋଜ୍ ଟିକା ନେବା ପରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ଅଭାବରୁ ଆଖି ବୁଜିଲେ ଡାକ୍ତର ଦିଲ୍ଲୀପ ଷଡଙ୍ଗୀ । ଲୋକଙ୍କୁ ଚିକିତ୍ସା କରି କରି ନିଜେ ଚିକିତ୍ସା ନପାଇ ମୃତ୍ୟୁବରଣ…

ଆଜି ଶ୍ରୀମନ୍ଦିର ଦର୍ଶନ ବନ୍ଦ: ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ SOP

ପୁରୀ, ୧୮ା୪ (ଓଡିଶା ଭାସ୍କର): ଆଜି ଭକ୍ତମାନଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିଛି । ଆସନ୍ତାକାଲିଠାରୁ ଭକ୍ତମାନଙ୍କ ପାଇଁ ନୂଆ ଏସଓପି ଲାଗୁ କରାଯିବ । ଆସନ୍ତା ୨୪ ତାରିଖରୁ ସପ୍ତାହରେ ଉଭୟ…