Browsing Category

ରାଜ୍ୟ

୪ରୁ ୫ ଦିନ ବଢିପାରେ ସଟ-ଡାଉନ୍ ଅବଧି !

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିଲେ ବି କଟକଣାକୁ ଖାତିର କରୁନାହାନ୍ତି ଜନତା । ସଟଡାଉନରେ ବି ମନଇଛା ଚଲାବୁଲା କରିବା ସହ ଲୁଚିଛପି ଦୋକାନ ବଜାର ଖୋଲୁଥିବା ଦେଖିବାକୁ ମିଳୁଛି । ପୋଲିସ ଯେତେ ସତର୍କ…

ବାଲିଗୁଡାରେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ

ବାଲିଗୁଡା,୮ ।୬(ଓଡିଶା ଭାସ୍କର): ବାଲିଗୁଡା ଅଞ୍ଚଳରେ ୪ କୁଇଣ୍ଟାଲ ଗଞ୍ଜେଇ ସହ ଏକ ଟ୍ରାକ୍ଟର ଜବତ କରିଛି ପୋଲିସ । ଏହି ଘଟଣାରେ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛି । ମିଳିଥିବା ଗଞ୍ଜେଇର ମୂଲ୍ୟ ହାରାହାରି ୨୦ ଲକ୍ଷରୁ…

ବିରାଶାଳ ଏୟାରଷ୍ଟ୍ରିପରେ ଦୁର୍ଘଟଣା: ବିମାନ ଖସିପଡିବାରୁ ୨ ପାଇଲଟ୍ ମୃତ

କାଳିଆପାଣି,୮ ।୬(ଓଡିଶା ଭାସ୍କର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ ଅନ୍ତର୍ଗତ ବିରାଶାଳ ଏୟାରଷ୍ଟ୍ରାପରେ ଆଜି ସକାଳୁ ଏକ ଟ୍ରେନିଂ ବିମାନ ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଭୟଙ୍କର ଦୁର୍ଘଟଣାରେ ୨…

ରାଜ୍ୟରେ ନୂଆ ୧୩୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୮ ।୬(ଓଡିଶା ଭାସ୍କର): ରାଜ୍ୟର ୧୮ଟି ଜିଲ୍ଲାରୁ ଆଜି ଆଉ ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି । କ୍ୱାରେଣ୍ଟାଇନ…

ଆଜିଠୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮/୬(ଓଡ଼ିଶା ଭାସ୍କର): ଆଜିଠୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।ଜୁଲାଇ ୧୫ ଯାଏଁ ଚାଲିବ ନାମଲେଖା ପ୍ରକ୍ରିୟା । ସମସ୍ତ ସରକାରୀ,ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ସ୍କୁଲରେ ନାମଲେଖା ହେବ।…

ଓଡିଆଙ୍କ ଭାବାବେଗକୁ ସମ୍ମାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): ଆଜି ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଘୋଷଣା କରିଛି କ୍ୟାବିନେଟ୍ । ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ନିଜର ପ୍ରତିକ୍ରିିୟା ପ୍ରକାଶା…

୫ଟି ଜିଲ୍ଲାକୁ କାଳବୈଶାଖୀ, ଭୟଙ୍କର ବର୍ଷିବ !

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): ରାଜ୍ୟରେ ସନ୍ଧ୍ୟା ୭ଟା ସୁଦ୍ଧା ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ଏନେଇ ୫ଟି ଜିଲ୍ଲାକୁ ସର୍ତକ ରହିବାକୁ…

କରୋନା: କଟକରେ ଫସିଲେ ସ୍ୱାମୀ, ମୁମ୍ବାଇରେ ଚାଲିଗଲା ଓଡିଆ ଶିକ୍ଷୟିତ୍ରୀଙ୍କ ଜୀବନ

କରୋନା ପାଇଁ ଏବେ ହନ୍ତସନ୍ତ ହେଉଛି ମଣିଷ । ଗୋଟିଏ ପଟେ ଅନ୍ୟତ୍ର ଚଳପ୍ରଚଳ କରିପାରୁନଥିବା ବେଳେ ଆତ୍ମୀୟମାନଙ୍କୁ ହରାଇବାର ଦୁଃଖ ମଣିଷ ସମାଜକୁ ଦୁର୍ବଳ କରିଚାଲିଛି । ସେହିପରି ମୁମ୍ବାଇର ଏକ ଘରୋଇ ଇଂରାଜୀ ମାଧ୍ୟମ…

ବଡ ଖବର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୭୮ ସୁସ୍ଥ

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଆସିଛି ଭଲ ଖବର । ଆଜି ରାଜ୍ୟରେ ଆଉ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ ସୁସ୍ଥ…

‘ବନ୍ଦେ ଉତ୍କଳ ଜନନୀ’ ଏବେ ରାଜ୍ୟ ସଙ୍ଗୀତ, ପାଠ୍ୟକ୍ରମଭୁକ୍ତ କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା । ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏନେଇ କ୍ୟାବିନେଟ୍ ବୈଠକ ପରେ ସଂସଦୀୟ…