CHARIDHAM
Browsing Category

ରାଜ୍ୟ

ଦନ୍ତା ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

ଖୋର୍ଦ୍ଧା,୩ ।୪(ଓଡିଶା ଭାସ୍କର): ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡାର ରାମଚଣ୍ଡି ଗାଁରେ ଦନ୍ତା ଉତ୍ପାତ ଦେଖିବାକୁ ମିଳିଛି । ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି…

ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି, ଜାଣନ୍ତୁ କେଉଁଠି କେତେ ତାପମାତ୍ରା?

ଭୁବନେଶ୍ୱର,୨ ।୪(ଓଡିଶା ଭାସ୍କର) : ସାରା ରାଜ୍ୟରେ ତାତିରୁ ମିଳିଲା ସାମାନ୍ୟ ତ୍ରାହି । ରାଜ୍ୟରେ ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୨ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ହୋଇଛି ମାଲକାନଗିରି ।…

ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି, ଜାଣନ୍ତୁ କାହିଁକି?

ଭୁବନେଶ୍ୱର,୨ ।୪(ଓଡିଶା ଭାସ୍କର) : ରାଜ୍ୟରେ କରୋନା ମହାମାରୀ ବଢିବାରେ ଲାଗିଛି । କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି ।…

ପିପିଲି ଉପନିର୍ବାଚନ: ଆସିଲା କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା, ଜାଣନ୍ତୁ କିଏ କିଏ?

ପିପିଲି,୨ ।୪(ଓଡିଶା ଭାସ୍କର) : ପିପିଲି ଉପନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇଛି । ଏଥିପାଇଁ ବିଜେପି ଓ ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ହୋଇସାରିଛି । ଏହାରି ମଧ୍ୟରେ ପିପିଲି ପାଇଁ କଂଗ୍ରେସର…

ପିପିଲି ଉପନିର୍ବାଚନ: ଆସିଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା, ଜାଣନ୍ତୁ କିଏ?

ପିପିଲି,୨ ।୪(ଓଡିଶା ଭାସ୍କର) : ପିପିଲି ଉପନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇଛି । ଏଥିପାଇଁ ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିସାରିଛି । ଏହାରି ମଧ୍ୟରେ ପିପିଲି ପାଇଁ ଆଜି ବିଜେଡିର ଷ୍ଟାର…

ଓଡିଶାର ଏହି ଜିଲ୍ଲାକୁ ଫେରିଲା କରୋନା କଟକଣା

ମାଲକାନଗିରି,୨ ।୪(ଓଡିଶା ଭାସ୍କର) : ରାଜ୍ୟରେ କରୋନା ପୁଣି ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ ମାଲକାନଗିରି ଜିଲ୍ଲାକୁ ପୁଣି ଫେରିଛି କରୋନା କଟକଣା । ସଂକ୍ରମଣ ଏଡାଇବାକୁ କଡା କଟକଣା ଲଗାଇଛି ମାଲକାନଗିରି…

ଓଡିଶାର ଏହି ଜିଲ୍ଲାରେ ସାପ୍ତାହିକ ହାଟ ବନ୍ଦ

ଭୁବନେଶ୍ୱର,୨ ।୪(ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ କରାଯାଇଛି । ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର…

ସାବଧାନ୍! କାଳବୈଶାଖୀ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୨ ।୪(ଓଡିଶା ଭାସ୍କର) : ରାଜ୍ୟରେ କାଳବୈଶାଖୀକୁ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କାଲି ସକାଳ ୮ଟା ୩୦ ଯାଏଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୫ ଜିଲ୍ଲା ଯଥା-…

ଉତ୍କଳ ଦିବସରେ ସ୍ଵାଭିମାନୀ ଯୁବ ଛାତ୍ର ମଞ୍ଚ ପକ୍ଷରୁ ପୋଷାକ ବଣ୍ଟନ

ଭୁବନେଶ୍ୱର,୨ ।୪(ଓଡିଶା ଭାସ୍କର): ଉତ୍କଳ ଦିବସ ଉପଲକ୍ଷେ ସ୍ଵାଭିମାନୀ ଯୁବ ଛାତ୍ର ମଞ୍ଚ ପକ୍ଷରୁ ବିଦ୍ୟାଧର ପୁର ସ୍ଥିତ ବସ୍ତିରେ ନୂଆ ଏବଂ ପୁରୁଣା ପୋଷାକ ବଣ୍ଟନ କରାଯାଇଥିଲା । ଯୁବ ନେତା ଡ. ବିପ୍ଳବ ଶିଳାଦିତ୍ୟଙ୍କ…

ଏପ୍ରିଲ ୨୨ରୁ ନବମ ଶ୍ରେଣୀ ପରୀକ୍ଷା, ଜାଣନ୍ତୁ ଦଶମ କେବେ

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର ଓ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)ଙ୍କ…