Browsing Category
ରାଜ୍ୟ
ଭାଇରାଲ ହେଉଛି ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ପ୍ରି-ୱେଡିଂ ଫଟୋସୁଟ୍, ଖୁବଶୀଘ୍ର କରିବେ ବିବାହ
ବିବାହ କରିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଗୋଆରେ ହେବ ବିବାହ ଉତ୍ସବ। ମାର୍ଚ୍ଚ ୧୨ ରେ ବିଜେଡି ନେତା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦିପ କୁମାର ମାଝୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।…
ବିଧାନସଭାରେ ବାଡ଼ିଆବାଡ଼ି, ଧସ୍ତାଧସ୍ତି ପାଇଁ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବି
ଭୁବନେଶ୍ୱର: ଆଜି ବିଧାନସଭା ଦ୍ୱିତୀୟ ବଜେଟ୍ ଅଧିବେଶନ। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କର ନାରାବାଜି ଆରମ୍ଭ ହୋଇଛି। ଗୃହ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ ଉପରକୁ ଗଢିଗଲେ ବିରୋଧୀ।
ଏହାପରେ ବିଧାନସଭାରେ…
Breaking: ସୁରୁଖୁରୁରେ ଚାଲିପାରୁନି ଅଧିବେଶନ, ଗୃହ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିଗଲେ ତାରା
ଭୁବନେଶ୍ୱର: ସୁରୁଖୁରୁରେ ଚାଲିପାରୁନି ବିଧାନସଭାର ଦ୍ୱିତୀୟ ବଜେଟ୍ ଅଧିବେଶନ। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ନାରାବାଜି। ଗୃହ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିଗଲେ ବିରୋଧୀ। ପୂର୍ବରୁ ମଧ୍ୟ…
Breaking: ଖରାପ ହୋଇଯାଇଛି ସହରର ଏକାଧିକ ATM, ମେସିନରୁ ବାହାରୁନି ଟଙ୍କା
କଟକ: ଆପଣ ATM କୁ ଟଙ୍କା ଉଠାଇବାକୁ ଯାଉଛନ୍ତି କି। ପ୍ରଥମେ ଚେକ୍ କରିନିଅନ୍ତୁ ATM କାମ କରୁଛି କି ନାହିଁ। କାରଣ ଆଜି ସକାଳୁ ଅନେକ ATM କାମ କରୁନି। କି ଟଙ୍କା ବି ବାହାରୁନି । ବିଶେଷ କରି SBI ATM।
ହଁ ସକାଳୁ…
ଜଙ୍ଗଲ ଛାଡ଼ି ସହର ମୁହାଁ ହାତୀ, ରାଜଧାନୀରେ ବୁଲୁଛି ଦନ୍ତା
ଭୁବନେଶ୍ୱର: ଜଙ୍ଗଲ ଛାଡ଼ି ସହର ମୁହାଁ ହାତୀ। ଏବେ ଆଉ ଜଙ୍ଗଲ କିମ୍ୱା ଗାଁରେ ହାତୀର ମନ ମାନୁନି। ସେଥିପାଇଁ ତ ଏବେ ରାଜଧାନୀ ରାସ୍ତାରେ ବୁଲୁଛି ଦନ୍ତା। ହଁ ଆପଣ ଠିକ୍ ଶୁଣିଛନ୍ତି ଭୁବନେଶ୍ୱର ଏମ୍ସ ନିକଟ କାଜୁ…
ଆଜିଠୁ ପ୍ରତି ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା, ଆପଣ ବି ହୋଇପାରିବେ ଲକ୍ଷପତି ଦିଦି
ଭୁବନେଶ୍ୱର: ସଶକ୍ତ ହେବେ ମହିଳା। ଆଜିଠୁ ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା।…
୯ ମାସରେ ରାଜ୍ୟ ସରକାରଙ୍କ ଋଣ ଭାର ୨୧ ହଜାର କୋଟି ଟଙ୍କାରୁ ଅଧିକ
ଭୁବନେଶ୍ୱର: ମୋହନ ସରକାର ଓଡ଼ିଶାରେ ଶାସନକୁ ଆସିବାର ମାତ୍ର ୯ ମାସ ହୋଇଛି। ହେଲେ ରାଜ୍ୟ ସରକାର ମାତ୍ର ୯ ମାସ ଭିତରେ ୨୧ ହଜାର କୋଟିରୁ ଅଧିକ ଋଣ କରିସାରିଲେଣି। ଏକଥା ଆମେ କହୁନାହୁଁ, ବିଧାନସଭାରେ ଲିଖିତ ଉତ୍ତର ଦେଇ…
Breaking: ଚିନ୍ତା ବଢ଼ାଇଲାଣି ଗ୍ରୀଷ୍ମ ପ୍ରବାହ, ଆକାଶରୁ ହୋଇପାରେ ନିଆଁବର୍ଷା
ଭୁବନେଶ୍ୱର: ଚିନ୍ତା ବଢ଼ାଇଲାଣି ଗ୍ରୀଷ୍ମ ପ୍ରବାହ। ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ରାଜ୍ୟରେ ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ଛୁଇଁଛି ୩୯ ଡିଗ୍ରୀ ତେଣୁ…
ବେଆଇନ ଗୋ ଚାଲାଣକାରୀଙ୍କୁ ଏନ୍କାଉଣ୍ଟର କଲା ପୋଲିସ, ୨ ଆହତ
ସମ୍ବଲପୁର: ସକାଳୁ ସକାଳୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ପୋଲିସ ଏନକାଉଣ୍ଟର କରିଥିବା ଖବର ଜଣାପଡିଛି। ସୂଚନାନୁଯାୟୀ, ପୋଲିସ ଓ ବେଆଇନ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ…
ଖୁବଶୀଘ୍ର ଘୋଷଣା ହେବ ଓଡ଼ିଶା ବିଜେପି ସଭାପତିଙ୍କ ନାଁ, ରେସରେ ଅଛନ୍ତି ଏହିମାନେ…
ଭୁବନେଶ୍ୱର,୧୦ା୩: ଖୁବଶୀଘ୍ର ଭାଜପା ନୂଆ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ। ଏ ନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାାଦକ ତରୁଣ ଚୁଗ ସୂଚନା ଦେଇଛନ୍ତି। …