Browsing Category
ରାଜ୍ୟ
ଯଥାଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱ ଓ ଦେଶ ସମେତ ରାଜ୍ୟ ଓଡ଼ିଶା ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛି । ଏନେଇ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ…
କରୋନା ମୁକାବିଲା ପାଇଁଁ କୋଟିଏ ଟଙ୍କା ପ୍ରଦାନ କଲେ ତାରା ପଟ୍ଟନାୟକ
ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ଫାଲକନ ଗ୍ରୁପ…
ବନ୍ଦ ହେବ ଆହାର କେନ୍ଦ୍ର
ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): କରୋନା ସତର୍କତା ପାଇଁ ଆହାର କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ର ୨୯ ମାର୍ଚ୍ଚ ଯାଏଁ ବନ୍ଦ ରହିବ । କେବଳ ହସ୍ପିଟାଲ ପରିସରରେ…
ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା ବାତିଲ : ପୋଲିସ କମିଶନର
ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ସାରା ଓଡ଼ିଶା ଲକ୍ ଡ଼ାଉନ ହୋଇଛି । ଏନେଇ ଜରୁରୀ କାଳିନ ସେବାରେ ବାହାରକୁ ଯାଉଥିବା ଲୋକଙ୍କ ପାଇଁ ପାସ୍ ନେବାକୁ କୁହାଯାଇଥିଲା । କିନ୍ତୁ ବର୍ତ୍ତମାନ ଜରୁରୀକାଳୀନ…
ଘରେ ପହଞ୍ଚିବ ଭତ୍ତା ଓ କଣ୍ଟ୍ରୋଲ ସାମଗ୍ରୀ
ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ରାଜ୍ୟର ୩୦ଟି ଜିଲ୍ଲା ଲକ୍-ଡାଉନ୍ ହେବ ବୋଲି ଘୋଷଣା ହୋଇସାରିଛି । କରୋନା ପାଇଁ ହିତାଧିକାରୀଙ୍କ…
କରୋନା ମୁକାବିଲା ପାଇଁ ୩ମାସର ଦରମା ଦାନ କଲେ ଯାଜପୁର ବିଧାୟକ
ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । କରୋନା ମୁକାବିଲା ପାଇଁ ଦରମା ଦାନ କରିଛନ୍ତି ବିଜେଡ଼ିର…
କରୋନା ମୁକାବିଲା ପାଇଁ ଦରମା ଦାନ କଲେ ବିଜେଡ଼ିର ମନ୍ତ୍ରୀ ଓ ବିଧାୟକ
ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । କରୋନା ମୁକାବିଲା ପାଇଁ ଦରମା ଦାନ କରିଛନ୍ତି ବିଜେଡ଼ିର…
ସାରା ଓଡ଼ିଶା ଲକ୍ ଡାଉନ: ସୁବ୍ରତ ବାଗଚୀ
ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): କରୋନା ନେଇ ସବିଶେଷ ସୂଚନା ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଆଜି ମଧ୍ୟ ରାତ୍ରିରୁ ରାଜ୍ୟର ୩୦ଜିଲ୍ଲା ଲକ୍ ଡାଉନରେ ରହିବ । ୨୯ମାର୍ଚ୍ଚ ମଧ୍ୟରାତ୍ରୀ ଯାଏଁ…
ବିଜେଡି ସାଂସଦ ଓ ବିଧାୟକ ଦେବେ ୩ ମାସର ଦରମା
ଭୁବନେଶ୍ୱର,୨୩ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଭାଇରସକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଲୋକଙ୍କ ସହାୟତା ପାଇଁ ବିଜେଡିର ସବୁ ସାଂସଦ ଓ ବିଧାୟକମାନେ ନିଜର ୩ ମାସର ଦରମା ଦାନ କରିବେ । ମାର୍ଚ୍ଚ ୨୯ ସୁଦ୍ଧା ସିଏମ…
୩ ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଭାଇରସକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନା ଫଣ୍ଡକୁ ୩ ମାସର ଦରମା ଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଫଣ୍ଡକୁ ଦାନ ପାଇଁ…