Browsing Category

ରାଜ୍ୟ

ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ଆରମ୍ଭ

ନୟାଗଡ଼, ୧ା୧୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାଟି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିବାରୁ ପରୀର ପରିବାରକୁ ଉପଯୁକ୍ତ ନ୍ୟାୟ ମିଳିବା ପାଇଁ…

୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୫ ସହର

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଅସହ୍ୟ ଶୀତ ବଢିବାରେ ଲାଗିଛି । ରାଜ୍ୟର ୧୫ଟି ସହରର ତାବମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୮.୮ ଡିଗ୍ରୀ ସହ ସୋନପୁର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି ।…

ଦେଶରେ ୯୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ,୧।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୭ ହଜାର ୬୨୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୧ ହଜାର ୧୧୮ ନୂଆ…

ଡିସେମ୍ବର ପାଇଁ ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ

ଭୁବନେଶ୍ୱର,୩୦/୧୧(ଓଡିଶା ଭାସ୍କର): ଡିସେମ୍ବର ପାଇଁ ଆସିଲା ରାଜ୍ୟ ସରକାରଙ୍କ କୋରୋନା ଗାଇଡଲାଇନ । ଡିସେମ୍ବର ୩୧ ଯାଏ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଜାରି ରହିବ ଲକଡାଉନ । ଗାଇଡ଼ଲାଇନ ଅନୁସାରେ , ଡିସେମ୍ବର ୧ରୁ ଖୋଲିବ…

ରାଜ୍ୟରେ ଆଜି ସୁସ୍ଥ ହେଲେ ୮୦୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,  ୩୦ା୧୧ (ଓଡିଶା ଭାସ୍କର):  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮୦୯   କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତ ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କାଲିଠାରୁ ସମସ୍ତ ରୁଟ୍‌ରେ ଚାଲିବ ‘ମୋ ବସ୍‌’

ଭୁବନେଶ୍ୱର, ୩୦ା୧୧ (ଓଡିଶା ଭାସ୍କର): ରାଜଧାନୀ ବାସୀ ଙ୍କ ପାଇଁ ଖୁସି ଖବର । କାଲିଠାରୁ ସମସ୍ତ ରୁଟ୍‌ରେ ଚାଲିବ ‘ମୋ ବସ୍‌’ । କେବଳ ୨୯ ନମ୍ବର ରୁଟ୍‌ରେ ବସ୍‌ ଚାଲିବ ନାହିଁ । ରାଜଧାନୀ କ୍ଷେତ୍ରରେ ୨୨ଟି ରୁଟ୍‌ରେ…

ରାଜ୍ୟ ରେ 30 ହଜାର ଜାଗା ରେ ଦିଆଯିବ କରୋନା ଟୀକା

ଭୁବନେଶ୍ୱର, ୩୦ା୧୧ (ଓଡିଶା ଭାସ୍କର):  ରାଜ୍ୟ ରେ 30 ହଜାର ଜାଗା ରେ ଦିଆଯିବ କରୋନା ଟୀକା ।  କେନ୍ଦ୍ର ସରକାର ଙ୍କ ସହ ବୈଠକ ପରେ ରାଜ୍ୟ ସରକାର ଙ୍କ ସୂଚନା ଏଥିପାଇଁ ଚିହ୍ନଟ ହୋଇଛନ୍ତି   8 ହଜାର 300 ଟୀକା କର୍ମୀ।…

ଶୀତରେ ଓଠ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଶୀତଦିନେ ପ୍ରାୟତଃ ଓଠ ଫାଟିବା ସମସ୍ୟା ଦେଖାଦେଇଥାଏ । ଏହାର ମୁଖ୍ୟ କାରଣ କ’ଣ ଜାଣନ୍ତି । ଶୀତଦିନେ ମୁଖ୍ୟତଃ ଆମ୍ଭେମାନେ ପାଣି କମ ପିଇଥାଉ । ଫଳରେ ଆମ୍ଭେମାନେ ଓଠ ଶୁଷ୍କ, ଓଠ ଫାଟିବା ଆଦି ରୋଗରେ ଆକ୍ରାନ୍ତ ହେଇଥାଉ…

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ୮୭ ବର୍ଷର ବୃଦ୍ଧ ଗିରଫ

ଆଳି, ୩୦ା୧୧ (ଓଡିଶା ଭାସ୍କର): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବନ୍ଧସାହି ଗ୍ରାମରେ ଆଜି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି । ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଛନ୍ତି ଜଣେ ୮୭ ବର୍ଷର ବୃଦ୍ଧ ।…