Browsing Category

ରାଜ୍ୟ

Breaking: କପି ପାଇଁ ଗାଁ ଲୋକେ ପିଟାପିଟି, ପରୀକ୍ଷା କେନ୍ଦ୍ର ବାହାରେ ତୁମୁଳ କାଣ୍ଡ

ଆନନ୍ଦପୁର: ମାଟ୍ରିକ ପରୀକ୍ଷା କେନ୍ଦ୍ର ବାହାରେ ତୁମୁଳ କାଣ୍ଡ । ଘସିପୁରା ଥାନା ଦେଓ ଗାଁ ସ୍ଥିତ ପରୀକ୍ଷା କେନ୍ଦ୍ର ବାହାରେ କଳିଗୋଳ ଦେଖିବାକୁ ମିଳିଛି । ବରିପାଲ ଓ ତରିମୁଳ ଗାଁ ଭିତରେ ଗଣ୍ଡଗୋଳ ଲାଗିଥିବା…

ଏପର୍ଯ୍ୟନ୍ତ ବାଲେଶ୍ୱର ସୀମା ଚିହ୍ନଟ ହୋଇନାହିଁ… ଓଡିଶା ସରକାର ପଶ୍ଚିମବଙ୍ଗକୁ ପାଠ ପଢାଇବ… ରାସ୍ତା ଦେଖାଇବ…

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନାଲି ଆଖି । ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମ ବଙ୍ଗ ସରକାରଙ୍କୁ ମନ୍ତ୍ରୀଙ୍କ କଡା ଚେତାବନୀ। କହିଲେ ପଶ୍ଚିମବଙ୍ଗ ଅସଭ୍ୟ ସରକାର। ଆବଶ୍ୟକ…

Breaking: ମୋକିମ୍ ଜଣେ ଦକ୍ଷ ନେତା…. ଦଳରେ କାହା ଭିତରେ ମତଭେଦ ନାହିଁ, ଆମେ ସବୁ ଏକ

ଭୁବନେଶ୍ୱର: ମହମ୍ମଦ ମୋକିମଙ୍କୁ ଗୁରୁଦାୟିତ୍ୱ ମିଳିବ ବୋଲି କହିଲେ ପିସିସି ସଭାପତି ଭକ୍ତ ଦାସ । ମୋକିମ୍ ଜଣେ ଦକ୍ଷ ନେତା ବୋଲି କହିଲେ ଭକ୍ତ ଦାସ । ଆଗାମୀ ଦିନରେ ମୋକିମଙ୍କୁ ବଡ଼ ଦାୟିତ୍ୱ ମିଳିବ । ମୁଁ…

Breaking: ସ୍ତ୍ରୀ ସାଜିଲା ସିରିଏଲ୍ କିଲର, ସ୍ୱାମୀକୁ ମାରି ଗାତ ଖୋଳି ପୋତିଦେଲା

 ଯାଜପୁର: ବିଭତ୍ସ ହତ୍ୟାକାଣ୍ଡ। ନିଜ ମଥାରୁ ନିଜେ ପୋଛିଦେଲା ସିନ୍ଦୂର। ଯେଉଁଠି ସ୍ୱାମୀକୁ ଦେବତା ବୋଲି ପୂଜା କରାଯାଉଛି। ସ୍ୱାମୀର ଜୀବନ ବଞ୍ଚାଇବାକୁ ସ୍ତ୍ରୀ ନିଜ ଜୀବନକୁ ବି ପାଣି ଛଡ଼ାଇ ଦେଉଛି। ଠିକ୍ ସେହିପରି…

ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲରୁ ପାର୍ଟ ପ୍ଲଟ ପଞ୍ଜିକରଣ ଆରମ୍ଭ ହେବ। ଏ ନେଇ ରାଜସ୍ୱ ବିଭାଗକୁ ଡ୍ରାଫ୍‌ଟଦେଲା ନଗର ଉନ୍ନୟନ ବିଭାଗ। ମାର୍ଚ୍ଚ ସୁଦ୍ଧା ଏ ନେଇ ବିଚାର ବିମର୍ଶକରି ଏପ୍ରିଲରୁ କାର୍ଯ୍ୟକାରୀ ହେବାକୁ…

ଖରା ପାଇଁ ଆସିବ ଗାଇଡଲାଇନ, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଖରା ପାଇଁ ଆସିବ ଗାଇଡଲାଇନ। ସ୍କୁଲ କଲେଜ ପାଇଁ ଖୁବଶୀଘ୍ର ଗାଇଡଲାଇନ ଆସୁଛି। ଟାଣ ଖରାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଗାଇଡ୍ ଲାଇନ ଆସିବ। ଦିନେ ଦୁଇ ଦିନ ମଧ୍ୟରେ ଗାଇଡ୍ ଲାଇନ ଆସିବ ବୋଲି ସୂଚନା ରହିଛି।…

ବିବାହ କରୁଥିଲା ସ୍ୱାମୀ, ବେଦୀ ଉପରୁ ଉଠାଇନେଲା ସ୍ତ୍ରୀ

କୋରାପୁଟ: ବାହା ହବାକୁ ବେଦୀରେ ବସିଥିଲା ବର। ଆଉ ପାଖରେ ବସିଥିଲା କନିଆଁ। ରୀତିନୀତି ଅନୁସାରେ ପୂଜାପାଠ ବି ଚାଲିଥିଲା। ବର ପକ୍ଷ କନିଆଁ ପକ୍ଷ ବି ଉପସ୍ଥିତ ଥିଲେ। ବେଶ ଧୁମା ଧାମରେ ବାହାଘର ହେଉଥାଏ। ମଣ୍ଡପ ମଧ୍ୟ…

ଯୁବତୀଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ, ଭୁଲ୍ ମାଗିଲେ ଷ୍ଟୁଡ଼ିଓ ମାଲିକ

ଭୁବନେଶ୍ୱର: ଯୁବପିଢିଙ୍କ ମଧ୍ୟରେ ଟାଟୁ ଆଜିକାଲିର ଫ୍ୟାସନ। ହେଲେ ଓଡ଼ିଆ ଜାତିର ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର ଯୁବତୀ ଜଣକ ନିଜ ଜଙ୍ଘରେ ଟାଟୁ କରି ମହାପ୍ରଭୁଙ୍କର ଘୋର ଅପମାନ କରିଛନ୍ତି। ଏହା କୋଟି…

ସରକାରୀ ଡାକ୍ତରଙ୍କ ସ୍ୱେଚ୍ଛାକୃତ ଅବସର ଉପରେ ଲାଗିବ କଟକଣା: ସରକାରଙ୍କୁ ଏପରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ଓଡିଶା ହାଇକୋର୍ଟ (HC) ସରକାରୀ ଡାକ୍ତର ବହୁ ସଂଖ୍ୟାରେ ଅବସର ନେବା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସ୍ଵେଚ୍ଛାକୃତ ଅବସର ଯୋଜନା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ…

Breaking: ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ତାତି, ୪୦ ଡିଗ୍ରୀ ମୁହାଁ ପାରଦ

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ମୁଣ୍ଡ ଫଟା ଖରା। ଏବେଠୁ ୪୦ ଡିଗ୍ରୀ ମୁହାଁ ତାତି। ଅସ୍ତବ୍ୟସ୍ତ ଜନ ଜୀବନ। ଘରୁ ବାହାରିବାକୁ ବି ଲାଗୁଛି ଡର। ଆଗକୁ କେଉଁ ପରିସ୍ଥିତି ହେବ ଚିନ୍ତାରେ ଲୋକେ। ଟାଇଁ ଟାଇଁ ଖରାକୁ…