Browsing Category
ରାଜ୍ୟ
୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ
ଗୋପାଳପୁର,୧୦ ।୧୨(ଓଡିଶା ଭାସ୍କର): ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ ।ଏହି ମହୋତ୍ସବ ୨୪ରୁ ୨୮ ପର୍ଯ୍ୟନ୍ତ ଚାଲିବ । ଲୋକଙ୍କ ଭିଡ଼ ଦୃଷ୍ଟିରୁ ଏ ବର୍ଷ ନୂତନ ସ୍ଥାନରେ ହେବ…
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଜାଣନ୍ତୁ କେଉଁ ପୁରସ୍କାରରେ କିଏ
ଭୁବନେଶ୍ୱର,୧୦ା୧୨(ଓଡ଼ିଶା ଭାସ୍କର): ଦୈନଦିନ ଜୀବନରୁ ଟିକେ ଟେନସନରୁ ମୁକ୍ତି ପାଇବା ପାଇଁ ପରିବାର ସହ ବସି ସିନେମା ଦେଖିଥାଉ । ସିନେମାରେ ଅଭିନୟ କରୁଥିବା ଅଭିନେତାମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥାଏ ।…
ରାଜ୍ୟରେ ଖୋଲିବ ୪୫ଟି ନୂଆ କୋର୍ଟ
ଭୁବନେଶ୍ୱର,୧୦ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ୪୫ଟି ନୂଆ କୋର୍ଟ ଖୋଲାଯିବ । ଏଥିରୁ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ପାଇଁ କାମ କରିବ ୨୧ଟି କୋର୍ଟ । ୨୪ଟି ପକସୋ କୋର୍ଟ ନାବାଳିକାଙ୍କୁ…
ସୂଚନା ଅଧିକାର କର୍ମୀଙ୍କୁ ଗୁଳି
ବାଲିଗୁଡା,୧୦ ।୧୨(ଓଡିଶା ଭାସ୍କର): କନ୍ଧମାଳ ଜିଲ୍ଲା ବାଲିଗୁଡା ପାତ୍ରସାହିରେ ଗୁଳିକାଣ୍ଡ । ଜଣେ ସୂଚନା ଅଧିକାର କର୍ମୀଙ୍କୁ ଘରୁ ଡାକିଆଣି ଗୁଳିକରି ହତ୍ୟା କରିଛନ୍ତି ୨ ଦୃବୁର୍ତ୍ତ । ଗୁରୁତର ଅବସ୍ଥାରେ ସୂଚନା…
ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପାଇଁ ନବନୀଙ୍କ ଚିଠି
ଭୁବନେଶ୍ୱର, ୯ା୧୨(ଓଡ଼ିଶା ଭାସ୍କର): କେନ୍ଦ୍ର ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ନୂଆଦିଲ୍ଲୀରେ ଓଡ଼ିଶା ସଂସ୍କୃତ କେନ୍ଦ୍ର ଓ ପାଠାଗାର ପାଇଁ ଜାଗା ଦେବା…
ଓଡ଼ିଶାକୁ ବିଶ୍ୱ ବାସସ୍ଥାନ ତୃତୀୟ ପୁରସ୍କାର
ଭୁବନେଶ୍ୱର, ୯ା୧୨(ଓଡ଼ିଶା ଭାସ୍କର): ଓଡ଼ିଶାକୁ ବିଶ୍ୱ ବାସସ୍ଥାନ ତୃତୀୟ ପୁରସ୍କାର ମିଳିଛି । ଜାଗା ମିସନର ସଫଳତା ପାଇଁ ଓଡ଼ିଶାକୁ ବ୍ରିଟିଶ ସଂସ୍ଥା ପକ୍ଷରୁ ଏହି ପୁରସ୍କାର ମିଳିିଥିବା ସୂଚନା ମିଳିଛି । ଏହି ସଫଳତା…
ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ
ବରଗଡ଼, ୯ା୧୨(ଓଡ଼ିଶା ଭାସ୍କର): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । କଦମ୍ବବନ ପଡ଼ିଆରେ ଶୁଭସ୍ତମ୍ଭ ସ୍ଥାପନ କରିଛନ୍ତି ଉପଜିଲ୍ଲାପାଳ । ଡିସେମ୍ବର ୩୧ରୁ ଜାନୁଆରି ୧୦ଯାଏଁ…
ଦାୟିତ୍ୱ ଗ୍ରହଣ କଲେ ନୂଆ ଡିଜିପି
କଟକ, ୯ା୧୨(ଓଡ଼ିଶା ଭାସ୍କର): ଆଜି ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଭୟ । କଟକ ପୋଲିସ ମୁଖ୍ୟାଳୟରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଛି । ୧୯୮୬ ବ୍ୟାଚ ଆଇପିଏସ ଅଭୟ ଜାତୀୟ ପୋଲିସ ଏକାଡ଼େମୀର…
ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ, ଟିକେଟ ପାଇଁ ୧୨ଟି କାଉଣ୍ଟର ବ୍ୟବସ୍ଥା
କଟକ,୯ା୧୨(ଓଡ଼ିଶା ଭାସ୍କର): ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ନେଇ ଓସିଏ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଆଗାମୀ ୨୨ରେ ବାରବାଟୀରେ ମୁହାଁମୁହିଁ ହେବେ ଏହି ଦୁଇ ଦଳ । ଏନେଇ ସମସ୍ତ ପ୍ରସ୍ତୁତି ହୋଇସାରିଛି ।…
କୁଖ୍ୟାତ ମାଓନେତା ରାମନ୍ନାଙ୍କ ମୃତ୍ୟୁ
ମାଲକାନଗିରି, ୯ା୧୨(ଓଡିଶା ଭାସ୍କର): ଆଜି କୁଖ୍ୟାତ ମାଓନେତା ରାମନ୍ନାଙ୍କ ମୃତ୍ୟୁ ଘଟିଛି । ରାମନ୍ନା ଓରଫ କେ.ଶ୍ରୀନିବାସଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବସ୍ତର ଜଙ୍ଗଲରେ ରାମନା୍ନ ପ୍ରାଣହରାଇଥିବା…