Browsing Category
ରାଜ୍ୟ
ଓୟୁଏଟିରେ ସରିଲା କୁକୁଡା ମରା ଅଭିଯାନ
ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ଓୟୁଏଟି ଫାର୍ମରେ ୨ ଦିନିଆ କୁକୁଡା ମରା ଅଭିଯାନ ଶେଷ ହୋଇଛି । ଏହା ସହ ବିଭିନ୍ନ ଅଞ୍ଚଳରେ ୫ଟି ଟିମ୍ କୁକୁଡା ଫାର୍ମର ପରିବେଶ ଯାଞ୍ଚ କରୁଛନ୍ତି । ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ…
ଅନୁଗୁଳ ଥାନା SI ନିଲମ୍ବିତ
ଅନୁଗୁଳ,୩୦ ।୧(ଓଡିଶା ଭାସ୍କର): ଅଭିଯୁକ୍ତଙ୍କୁ ଖସାଇ ଦେବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଅନୁଗୁଳ ଥାନ ଏସଆଇ ଅରକ୍ଷିତ ସେଠୀ । ଏସଆଇ ଅରକ୍ଷିତଙ୍କୁ ନିଲମ୍ବନ କରିଛନ୍ତି ଏସପି । ତେବେ କୋର୍ଟ ଚାଲାଣର କିଛି ସମୟ ପରେ…
ଦୁର୍ଘଟଣାରେ ୬ ମୃତ, ୩ ଆହତ
ଭୁବନେଶ୍ୱର, ୩୦ ।୧(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ନେଙ୍କଡାଘରଠାରେ ପିକଅପ୍ ଭ୍ୟାନକୁ ଟ୍ରକ୍ ଧକ୍କା ଦେବାରୁ…
ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ,୩୦ ।୧: ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ଆଜି ତିରୋଧାନ ଦିବସ । ଆଜିବି ସମଗ୍ର ଦେଶବାସୀ ଗାନ୍ଧୀଙ୍କୁ ମନେ ପକାଉଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ…
ଚଳିତ ବର୍ଷ ଲାଗୁ ହେବନି ୩୩% ନିୟମ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): +୨ ପ୍ରଥମ ବର୍ଷରେ ୩୩% ମାର୍କ ନରଖିଲେ ଫେଲ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ଚଳିତବର୍ଷ ପାଇଁ ଏହି ନିୟମ ଲାଗୁ ହେବ…
କମିବ ଶୀତ, ବଢିବ କୁହୁଡି
ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସହ ପାଗ ଶୁଖିଲା ରହିବ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ରାଜ୍ୟରେ ଶୀତର ପ୍ରଭାବ…
ଜାତୀୟ ସାହସିକତା ପୁରସ୍କାର ପାଇଥିବା ୩ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୯ା୧(ଓଡ଼ିଶା ଭାସ୍କର): ଜାତୀୟ ସାହସିକତା ପୁରସ୍କାର ପାଇଥିବା ୩ଛାତ୍ରୀ ଆଜି ସମ୍ବର୍ଦ୍ଧିତ ହୋଇଛନ୍ତି । ଲୋକସେବା ଭବନରେ ତିନି ଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିସ ଶିକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୨୯ା୧(ଓଡ଼ିଶା ଭାସ୍କର): ଉକ୍ରର୍ଷ କେନ୍ଦ୍ର ଭାବେ ବିକଶିତ ହେବ ରାଜ୍ୟର ୧୦୧ଟି ସ୍କୁଲ । ବିଦ୍ୟାଳୟକୁ ଉକ୍ରର୍ଷ କେନ୍ଦ୍ର ରୂପେ ବିକଶିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।…
ମୋ ସରକାରରେ ସାମିଲ ହେଲା ଶ୍ରମ ଓ ଇଏସଆଇ ବିଭାଗ
ଭୁବନେଶ୍ୱର, ୨୯ା୧(ଓଡ଼ିଶା ଭାସ୍କର): ଆଜି ମୋ ସରକାରରେ ସାମିଲ ହୋଇଛି ଆଉ ଏକ ବିଭାଗ । ମୋ ସରକାରରେ ସାମିଲ ହୋଇଛି ଶ୍ରମ ଓ ଇଏସଆଇ ବିଭାଗ । ବିଭାଗରେ ସ୍ୱଚ୍ଛତା ଆଣିବା ଲାଗି ପଦକ୍ଷେପ ନିଆଯାଇଛି । ଲୋକସେବା ଭବନରେ…
ସ୍କୁଲ ପିଲାଙ୍କୁ ବାଇକ୍ ମନା, ନହେଲେ ଗଣିବେ ତଣ୍ଡ
ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ଏଣିକି ସ୍କୁଲ ଛାତ୍ରଛାତ୍ରୀମାନେ ବାଇକ୍ ବି ସ୍କୁଟି ଚଳାଇ ପାରିବେ ନାହିଁ । ଏହି ନିୟମ ନମାନିଲେ ସେମାନଙ୍କ ଅଭିଭାବକଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ ହେବ । ଏନେଇ…