Browsing Category
ରାଜ୍ୟ
ଭାଙ୍ଗିବ ରାଜ୍ୟ ଯୋଜନା ବୋର୍ଡ଼
ଭୁବନେଶ୍ୱର, ୩୧ା୧(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ଼ ଭାଙ୍ଗିବ ବୋଲି ସୂଚନା ମିଳିଛି । ନୀତି ଆୟୋଗ ଢ଼ାଞ୍ଚାରେ ଯୋଜନା ବୋର୍ଡ଼ ହେବ । ଏନେଇ ପୂର୍ଣ୍ଣାଙ୍ଗ ରୂପ ନେବା ପର୍ଯ୍ୟାୟରେ କାର୍ଯ୍ୟ ପହଞ୍ଚିଛି । ଏହି…
ଓଡ଼ିଶାରେ କରୋନା ଆକ୍ରାନ୍ତ ସନ୍ଦେହ !
ଫୁଳବାଣୀ, ୩୧ା୧(ଓଡ଼ିଶା ଭାସ୍କର): ଫୁଲବାଣୀରେ କେତେ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ନିକଟରେ ଚୀନରୁ ଫେରିଥିବା ଫୁଲବାଣୀ ଛାତ୍ର ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।…
ଆଜିଠୁ ଝାରସୁଗୁଡ଼ାରୁ ବାରଣାସୀକୁ ସିଧାସଳଖ ବିମାନସେବା ଆରମ୍ଭ
ଝାରସୁଗୁଡ଼ା, ୩୧ା୧(ଓଡ଼ିଶା ଭାସ୍କର): ଆଜି ଝାରସୁଗୁଡ଼ାରୁ ବାରଣାସୀକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି । ଭୁବନେଶ୍ୱର ଦେଇ ବାରଣାସୀକୁ ଆଲିଏନ୍ସ ଏୟାର ବିମାନ ଉଡ଼ିଛି । ଭୁବନେଶ୍ୱରରୁ ଦିନ ୧୨ଟା ୧୫ରେ ବିମାନ ଛାଡ଼ିବ ।…
ଆନନ୍ଦପୁର ବ୍ୟାରେଜର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ୩୧ା୧(ଓଡ଼ିଶା ଭାସ୍କର): ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଥିବା ଆନନ୍ଦପୁର ବ୍ୟାରେଜର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବି.ଏନ୍ ହାଇସ୍କୁଲର…
ତାରାତାରିଣୀ ମନ୍ଦିରରେ ୫-ଟି ସଚିବ ଭି.କେ ପାଣ୍ଡିଆନ
ଗଞ୍ଜାମ, ୩୧ା୧(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ସେଠାରେ ତାରାତାରିଣୀ ମନ୍ଦିର ଯାଇ ଉନ୍ନତିମୂଳକ କାର୍ଯ୍ୟର ସେ ଅନୁଧ୍ୟାନ କରିଛନ୍ତି । ଏହାସହ ଜିଲ୍ଲାପାଳ ବିଜୟ ଅମୃତ…
ଗିରଫ ହେଲେ ୪୦ ଅପରାଧୀ
ଗଞ୍ଜାମ, ୩୦ା୧(ଓଡ଼ିଶା ଭାସ୍କର): ଗଞ୍ଜାମ ଆସିକା ପୋଲିସକୁ ଆଜି ବଡ଼ ସଫଳତା ମିଳିଛି । ଚାରିଆଡ଼େ ଅପରାଧ ବଢ଼ିବାରେ ଲାଗିଥିବା ବେଳେ ଏନବିଡ଼ବ୍ଲୁ ବଳରେ ୪୦ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ୪୦ ଅପରାଧୀଙ୍କ ମଧ୍ୟରେ…
ରଥ ନିର୍ମାଣ ପ୍ରକ୍ରିୟା ଆରମ୍ଭ
ପୁରୀ,୩୦ା୧(ଓଡ଼ିଶା ଭାସ୍କର): ପବିତ୍ର ରଥଯାତ୍ରା ପାଇଁ ଗୁରୁବାର ଅପରାହ୍ନରେ ରଥଖଳାଠାରେ ତିନିରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ କରାଯାଇଛି । ପାରମ୍ପରିକ ରୀତି ଅନୁସାରେ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ କରାଯାଇଥାଏ ।…
ଯୌତୁକ ପାଇଁ ବଧୁହତ୍ୟା ଅଭିଯୋଗ!
ରାଉରକେଲା, ୩୦ା୧(ଓଡ଼ିଶା ଭାସ୍କର): ରାଉରକେଲା ଜନତା ନିବାସ ଗଳିରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ସେଠାରେ ଯୌତୁକ ପାଇଁ ବଧୁହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆନନ୍ଦି ସୋନକରଙ୍କୁ ଯୌତୁକ ପାଇଁ…
ବସକୁ ଧକ୍କା ଦେଲା ବସ୍, ଜଣେ ମୃତ ଓ ୧୦ଆହତ
ପୁରୀ, ୩୦ା୧(ଓଡ଼ିଶା ଭାସ୍କର): ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପୁରୀ ସ୍ଥିତ ମେରାଇନ ଡ୍ରାଇଭ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି । ଇକୋ ରିଟ୍ରିଟ ଛକରେ ଏକ ବସକୁ ଧକ୍କା ଦେଇଛି ବସ୍ । ସେହି…
ଅସ୍ତରଙ୍ଗରେ ୫ମିନିଟ ଘୂର୍ଣ୍ଣିଝଡ଼ର ତାଣ୍ଡବ
ଅସ୍ତରଙ୍ଗ, ୩୦ା୧(ଓଡ଼ିଶା ଭାସ୍କର): ଅସ୍ତରଙ୍ଗ ନୂଆଗଡ଼ ଗାଁରେ ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖାଦେଇଛି । ଏହା ସକାଳ ୧୦ଟା ୨୦ରେ ୫ମିନିଟର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖାଦେଇଥିଲା । ପବନରେ ଆଜବେଷ୍ଟ ଓ ଚାଳଛପର ଘର ଉଡ଼ିଯାଇଥିବା…