Browsing Category
ରାଜ୍ୟ
Breaking: ରେକର୍ଡ ଭାଙ୍ଗିବ ତାତି, ୩୫ ଡିଗ୍ରୀ ପାର କଲାଣି ତାପମାତ୍ରା
ଭୁବନେଶ୍ୱର: ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିବ ତାତି। କାରଣ ଗ୍ରୀଷ୍ମ ଦିନ ଆରମ୍ଭ ନହେଉଣୁ ଖରାର ପ୍ରକୋପ ଯେପରି ରହିଛି। ଯିଏ ନାହିଁ ସିଏ ଦେଖିଲେ ଅନୁମାନ କରିପାରିବ ଯେ ଚଳିତ ବର୍ଷ ତାତିର କରାଳ ରୂପ କିପରି ରହିବ।…
ଚାଷୀଙ୍କ ପାଖରୁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସରକାରୀ ବାବୁ
କୋରାପୁଟ: ଶେଷରେ ଚାଷୀଙ୍କୁ ଛାଡିଲେନି ସରକାରୀ ଅଧିକାରୀ। ସରକାରଙ୍କ ପ୍ରୋତ୍ସାହନରେ ଚାଲୁଥିବା ମାଣ୍ଡିଆ ଚାଷୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି କୋରାପୁଟ ଜିଲ୍ଲା ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ…
LAccMI ବସ୍ ଧକ୍କାରେ ବାଇକ ଚାଳକ ମୃତ, ଚାଲିଗଲେ ପରିବାରର ଏକମାତ୍ର ରୋଜଗାରିଆ ପୁଅ
ଭୁବନେଶ୍ୱର: ଶୁକ୍ରବାର ଜଗତସିଂପୁର ଜିଲ୍ଲାରେ LAccMI ବସ୍ ମୋଟରସାଇକେଲକୁ ଧକ୍କା ଦେବାରୁ ଜଣେ 42 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବାଲିକୁଦା ବ୍ଲକର ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ମଲ୍ଲିକାପୁର…
Breaking: ନ୍ୟୁଡ୍ କଲ୍ କଲେ, ହନିଟ୍ରାପରେ ଫସାଇଲେ, ଆଉ ଲକ୍ଷ ଲକ୍ଷ ଟଙ୍କା ଚୂନ ମାରିଦେଲେ
ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଲା ଆଉ ଏକ ହନିଟ୍ରାପ ମାମଲା। ନ୍ୟୁଡ କଲ୍ କରି ଯୁବକଙ୍କ ପାଖରୁ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା। ଶେଷରେ ଯୁବକ ଜଣଙ୍କ ଆଉ କିଛି ଉପାୟ ନପାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ। ହେଲେ…
ଶେଷ ହେଲା ଉତ୍ତମଙ୍କ ଶେଷକୃତ୍ୟ, ମୁଖାଗ୍ନି ଦେଲେ ପୁଅ ବାବୁଶାନ୍
ଭୁବନେଶ୍ୱର: ଶେଷ ରାସ୍ତାରେ ଦିଗଜ କଳାକାର ଉତ୍ତମ ମହାନ୍ତି। ଗତକାଲି ରାତି ପାଖାପାଖି ୧୧ ଟା ସମୟରେ ଦିଲ୍ଲୀର ବେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଭେଟେରାନ ଅଭିନେତା ଉତ୍ତମ…
Breaking: ଆପାର୍ଟମେଣ୍ଟରୁ ମିଳିଲା ବାପା-ଝିଅଙ୍କ ମୃତ ଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
କଟକ: ବନ୍ଦ ଘରୁ ମିଳିଲା ବାପା-ଝିଅଙ୍କ ମୃତ ଦେହ। କଟକ ବାଦାମବାଡି ନିକଟରେ ଥିବା ସ୍ନେହଲତା ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଛି ମୃତ ବାପା-ଝିଅଙ୍କ ଶବ। ପାଖାପାଖି ୨ ବର୍ଷ ହେବ ଦୁହେଁ ଏହି ଆପାର୍ଟମେଣ୍ଟରେ ଭଡ଼ା ନେଇ…
ଅଭିନେତା ସହ ଉତ୍ତମ ଥିଲେ ଜଣେ ରାଜନେତା, ହେଲେ ବେଶୀ ଦିନ ତିଷ୍ଠି ପାରିଲେନି
ଭୁବନେଶ୍ୱର: ଏବେ ସବୁଠି ସମସ୍ତଙ୍କ ମୁହଁରେ ଗୋଟିଏ ନାଁ ଓଡ଼ିଆ ଇଣ୍ଡଷ୍ଟ୍ରିର ଦିଗଜ କଳାକାର ଉତ୍ତମ ମହାନ୍ତିଙ୍କ। ଯିଏକି ନିଜର ରିଲ୍ ଓ ରିଏଲ୍ ଲାଇଫର ଅଭିନୟ ସାରି ସବୁ ଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି।…
ଭୁବନେଶ୍ୱରରେ ଉତ୍ତମଙ୍କ ପାର୍ଥିବ ଶରୀର: ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସମସ୍ତଙ୍କୁ ଶୋକ ସାଗରରେ ଭସାଇଦେଇ ଚାଲିଯାଇଛନ୍ତି ଉତ୍ତମ ମହାନ୍ତି । ଏହାରି ମଧ୍ୟରେ ଭୁବନେଶ୍ୱର ବସେଭବନରେ ତାଙ୍କାର ଚାଲିଛି ଅନ୍ତିମ ଦର୍ଶନ । ଜଗନ୍ନାଥ ବିହାରସ୍ଥିତ ଘରେ ଉତ୍ତମଙ୍କ ଅନ୍ତିମ ଦର୍ଶନ ପାଇଁ…
Breaking: ଅସଂଖ୍ୟ ଦର୍ଶକଙ୍କ ହୃଦୟ ଜିତିଥିଲେ ଉତ୍ତମ, ଓଡ଼ିଆ ଫିଲ୍ମ ଜଗତ ପାଇଁ ତାଙ୍କ ଅବଦାନ ସବୁବେଳେ ମନେରହିବ
ନୂଆଦିଲ୍ଲୀ: ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କିମ୍ବଦନ୍ତୀ ପୁରୁଷଙ୍କ ମୃତ୍ୟୁରେ ଗଭୀର ଭାବେ ମର୍ମାହତ ଥିବା କହିଲେ ଦ୍ରୌପଦୀ ମୁର୍ମୁ ।…
Breaking: ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମଙ୍କ ପାର୍ଥିବ ଶରୀର, ସନ୍ଧ୍ୟାରେ ଶେଷକୃତ୍ୟ
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯିବ ପାର୍ଥିକ ଶରୀର ।
ବାସଭବନରେ ହେବ ଅନ୍ତିମ ଦର୍ଶନ । ବାସଭବନରେ…