Browsing Category

ରାଜ୍ୟ

Breaking: ଟ୍ୱିନ ସିଟିରେ ୭ଟି ସ୍ପଟ ଚିହ୍ନଟ, ହୋଲି ପାଇଁ ସତର୍କତା

ଭୁବନେଶ୍ୱର: ରାତି ପାହିଲେ ରଙ୍ଗର ପର୍ବ ହୋଲି। ସମସ୍ତେ ରଙ୍ଗ ଖେଲିବା ପାଇଁ ପୁରା ଉତ୍ସାହର ସହ ଚାହିଁ ରହିଛନ୍ତି। ହେଲେ ଏହି ଖୁସିର ପର୍ବ ହୋଲି ଯେପରି ଆଉ କାହା ପାଇଁ ଦୁଃଥ ନେଇ ନ ଆସୁ ସେଥିପାଇଁ ଅଧିକ ସତର୍କତା…

Breaking: ପୁଣି ସାରଥୀଙ୍କ ନାଁରେ ଥାନାରେ ଏତଲା, ହୋଇପାରନ୍ତି ଗିରଫ !

ଭୁବନେଶ୍ୱର: ପୁଣି ବାବା ସାରଥୀଙ୍କ ନାଁରେ ଥାନାରେ ଏତଲା। ଗୋଟେ ମାମଲାରୁ ନ ବାହାରୁଣୁ ଆଉ ଏକ ମାମଲାରେ ଛନ୍ଦି ହେଲେଣି ସାରଥୀ ଏରଫ ସନ୍ତୋଷ ରାଉଳ। ଭୁବନେଶ୍ୱରର ଚନ୍ଦ୍ରଶେଖର ପୁର ଥାନାରେ ସାରଥୀଙ୍କ ନାଁରେ ଏକ ନୂଆ…

ଏହି ୭ଟି ସ୍ଥାନକୁ ଯାଇପାରିବେନି ଭିସୁଟ ଛାତ୍ର, ଲାଗିଲା ଅଙ୍କୁଶ

ସମ୍ବଲପୁର: ଭିସୁଟ ଛାତ୍ରଙ୍କ ଉପରେ ଲାଗିଲା ଅଙ୍କୁଶ । ୭ଟି ଜାଗାକୁ ଯିବା ଉପରେ ଲାଗିଗଲା କଟକଣା । କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି କଟକଣା ଲଗାଇଯାଇଛି । ଛାତ୍ରମାନେ ପାୱାର କେନାଲ, ମହାନଦୀ, ସାଇଫିନ୍ ଯାଇପାରିବେନି ।…

ଆଇନମନ୍ତ୍ରୀ ପୃଥ୍ୱୀରାଜଙ୍କ ବଡ଼ ବୟାନ: କହିଲେ-‘ନିଜ ଛାଇକୁ ଦେଖି ଡରିବାକୁ ଲାଗିଲାଣି ବିଜେଡି’

ଭୁବନେଶ୍ୱର: ଡି-ଲିମିଟେସନରେ ନବୀନ ପଟ୍ଟନାୟକ ଯୋଗଦେବା ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ‘ନିଜ ଛାଇ ଦେଖି ଡରିବା ଆରମ୍ଭ କଲାଣି ବିଜେଡି ।…

Breaking: ଆସନ୍ତାକାଲି ସିଭିୟର ହିଟଓ୍ୱେଭ, ଆଜି ୪୦ ପାର୍ କାଲି କେତେ

ଭୁବନେଶ୍ୱର: ଆକାଶରୁ ହେଉଛି ନିଆଁ ବର୍ଷା। ଏବେଠୁ ତାତି ୪୦ ଡିଗ୍ରୀ ପାର୍। ଆଗକୁ କ'ଣ ହେବ ପରିସ୍ଥିତି। ଖରାଦିନ ଆରମ୍ଭ ନ ହେଉଣୁ ୪୦ ଡିଗ୍ରୀ ଟପିଲାଣି ପାରଦ। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଟପିଲା ପାରଦ। ଏପରି ମନେ…

ସାରଥିଙ୍କୁ ନେଇ ପୁଣି ବିବାଦ, ଜଗନ୍ନାଥ ସାରଥି ଏକ ଏବଂ ଅଭିନ୍ନ କହିଲେ ଭକ୍ତ

ଭୁବନେଶ୍ବର: ପୁଣିଥରେ ସାମ୍ନାକୁ ଆସିଲା ସାରଥି ବାବାଙ୍କ କ୍ରେଜ । ରାଜଧାନୀରେ ମାତିଲେ ସାରଥିଙ୍କର ଅନୁଗାମୀ । ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ ପୁଣିଥରେ ଭୁବନେଶ୍ବରରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି ।…

Breaking: ସମଲେଶ୍ୱରୀଙ୍କ ଦର୍ଶନ କରିବେ ଗୃହମନ୍ତ୍ରୀ, ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ହେବେ ସାମିଲ

ଭୁବନେଶ୍ୱର: ଓଡ଼ିଶା ଆସିବେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା । ୨୨ ତାରିଖରେ ସମ୍ବଲପୁର ଆସିବେ ଅମିତ ଶାହା । ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ ଗୃହମନ୍ତ୍ରୀ । ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ର…

ରାଜା ଚକ୍ର ମାମଲାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ‘ଆମ ସରକାର କାହାକୁ ଛାଡ଼ିନାହାନ୍ତି କି ଛାଡ଼ିବେନି’

ଭୁବନେଶ୍ବର: କୋର୍ଟରେ ହାଜର ହେଲେ ବିଜେଡି ନେତା ରାଜା ଚକ୍ର । ଇଓଡବ୍ଲୁ ବାଲେଶ୍ବର କୋର୍ଟରେ ତାଙ୍କୁ ହାଜର କରିଥିଲା । 19 ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ରାଜାଚକ୍ର । ତେବେ ରାଜାଙ୍କର ଜାମିନ…

ରାୟଗଡ଼ାର ନାଗାବଳୀ ନଦୀରେ ଭାସିଗଲେ ଯୁବକ, ଚାଲିଛି ଖୋଜା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀରେ ଜଣେ ଯୁବକ ଭାସିଯାଇଥିବା ଖବର ସାମ୍ନାକୁ ଆସିଛି । ଗାଧୋଇବା ବେଳେ ପ୍ରବଳ ସ୍ରୋତରେ ଯୁବକ ଭାସିଯାଇଥିବା ଜଣାପଡିଛି । ତେବେ ଯୁବକ ଜଣକ ଆନ୍ଧ୍ର ବିଜୟନଗରରୁ ନଜ ପରିବାର ସହ…

୧୨ଟାରୁ ଗୋଟାଏ ଭିତରେ ରଙ୍ଗ ଖେଳ ସାର, ଘରେ ଗାଧୋଇବାକୁ ଡିସିପିଙ୍କ ପରାମର୍ଶ

କଟକ: ହୋଲି ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ହୋଲି ପାଇଁ କଟକ ସହରରେ ମୁତୟନ ହେବେ ୨୨ ପ୍ଳାଟୁନ୍ ପୋଲିସ । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ମଦ ପିଇ ହୋଲି…