Browsing Category

ରାଜ୍ୟ

୭୨ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଆଦାୟ

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ବିଜୁଳି ସଂଯୋଗ କାଟ୍ ନେଇ ସେସୁ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ସେସୁ ସିଇଓ ଅରୁଣ ବୋଥ୍ରା କହିଛନ୍ତି ଯେ, ରାଜ୍ୟରେ ୭୨.୩୩ କୋଟି ଟଙ୍କାର ବିଦ୍ୟୁତ୍…

୨୧ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ବେପାରୀ ଗିରଫ

ଭୁବନେଶ୍ୱର, ୬ା୨(ଓଡ଼ିଶା ଭାସ୍କର):ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ବ୍ରାଉନସୁଗାର, ଗଞ୍ଜେଇ ଚୋରାଚାଲାଣ ମଧ୍ୟ ହେଉଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଲାଣି ରାଜଧାନୀ…

ଆରଟିଓ ଏଜେଣ୍ଟଙ୍କୁ ଥଇଥାନ ପ୍ରସଙ୍ଗ: ୩ ମାସର ସମୟ ମାଗିଲେ ସରକାର

କଟକ,୬ ।୨(ଓଡିଶା ଭାସ୍କର): ଆରଟିଓ ଏଜେଣ୍ଟଙ୍କୁ ଥଇଥାନ ପ୍ରସଙ୍ଗରେ ହାଇକୋର୍ଟଙ୍କୁ ୩ ମାସର ସମୟ ମାଗିଲେ ରାଜ୍ୟ ସରକାର । ପୂର୍ବରୁ ଆରଟିଓ ଏଜେଣ୍ଟଙ୍କୁ ଥଇଥାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।…

କରୋନା ମୁକାବିଲା ପ୍ରସ୍ତୁତି ନେଇ ଏସସିବି ଉପରେ କେନ୍ଦ୍ରୀୟ ଟିମ ଖୁସି

କଟକ, ୬ା୨(ଓଡ଼ିଶା ଭାସ୍କର): କଟକ ଏସସିବି ମେଡ଼ିକାଲର କରୋନା ଭାଇରସ ପାଇଁ ପରିଦର୍ଶନ କରିଥିଲା କେନ୍ଦ୍ରୀୟ ଟିମ୍ । କରୋନା ମୁକାବିଲା ପାଇଁ ଏସସିବିର ପ୍ରସ୍ତୂତିରେ କେନ୍ଦ୍ରୀୟ ଟିମ୍ ଖୁସି ଥିବା ସୂଚନା ମିଳିଛି । ଏନେଇ…

ପାହାଡ଼ ଧସି ହୋଇ ଯୁବକ ମୃତ

ରାଉରକେଲା, ୬ା୨(ଓଡ଼ିଶା ଭାସ୍କର): ରାଉରକେଲାରେ ଚୂନପଥର ଖୋଳିବା ବେଳେ ଅଘଟଣ ଘଟିଛି । ପାହାଡ଼ ଧସି ହୋଇ ଏକ ଯୁବକଙ୍କ ମୃତ୍ୟୁ ଘଟିଛି । ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।…

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୬ା୨(ଓଡ଼ିଶା ଭାସ୍କର): ଗତ ବର୍ଷ ବିଭିନ୍ନ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନ ପତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । କିନ୍ତୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ…

୩ ଦିନ ପାଇଁ ୩ଟି ଟ୍ରେନ୍ ବାତିଲ

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ପାରାଦୀପ ଷ୍ଟେସନରେ ସୁରକ୍ଷା ସମ୍ପର୍କିତ ଆଧୁନିକୀକରଣ ହେବ । ଏନେଇ ଗୋଟିଏ ଏକ୍ସପ୍ରେସ ଓ ୨ଟି ପାସେଞ୍ଜର ଟେନକୁ ୩ ଦିନ ପାଇଁ ବାତିଲ କରାଯାଇଛି । କାଲିଠାରୁ ୯ ତାରିଖ ଯାଏ…

ଟ୍ରେନ ଦୁର୍ଘଟଣାରେ ଛୁଆ ହାତୀର ମୃତ୍ୟୁ

ଢ଼େଙ୍କାନାଳ, ୬ା୨(ଓଡ଼ିଶା ଭାସ୍କର): ଢ଼େଙ୍କାନାଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଟ୍ରେନ ଦୁର୍ଘଟଣାରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାସ୍ତା ପାର କରିବା ସମୟରେ ଛୁଆହାତୀ ଉପରେ…

ରେଳ ବଜେଟକୁ ନେଇ କଣ କହିଲେ ପରିବହନ ମନ୍ତ୍ରୀ ?

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ରେଳ ବଜେଟରେ ଓଡିଶା ପାଇଁ ୪.୩୭୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏହି ବଜେଟ୍ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ…

ଡ୍ୟୁଟି ବେଳେ ମଦ୍ୟପାନ ପଡିଲା ମହଙ୍ଗା, ନିଲମ୍ବିତ ହେଲେ SI

ମୟୂରଭଞ୍ଜ୬ ।୨(ଓଡିଶା ଭାସ୍କର): ମଦ ଏବଂ ମଦୁଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରୁଛି ପୋଲିସ।ହେଲେ ନିଜେ ପୋଲିସ ଅଧିକାରୀ ମାତାଲ ଅବସ୍ଥାରେ ଉଦ୍ଧାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହିତ…