Browsing Category

ରାଜ୍ୟ

ଓଡ଼ିଶାରେ ବୃଦ୍ଧି ପାଇବା ରେଳ ସଂଯୋଗ: ଏତିକି କୋଟି ଟଙ୍କା ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର 

ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ ଓଡ଼ିଶାରେ ଅନେକ ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପରିବହନ ନେଟୱାର୍କକୁ ବୃଦ୍ଧି କରିବା, ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ଏବଂ ଆର୍ଥିକ…

ରାଜ୍ୟ ବଜେଟ: କଟାକ୍ଷ କଲେ ନବୀନ ପଟ୍ଟନାୟକ, ‘ଏବେ ରଙ୍ଗ ଆଉ ନାଁ ପରିବର୍ତ୍ତନ ପାଇଁ ଜଣାଶୁଣା ଓଡ଼ିଶା’

ଭୁବନେଶ୍ବର: ରାଜ୍ୟ ବଜେଟକୁ କଟାକ୍ଷ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବସ୍ତାନୀ ଭାରି, ପାଠ ଘର ଶୂନ କହି କଟାକ୍ଷ କରିଛନ୍ତି । ସେ କହିଛନ୍ତି, ଡବଲ ଇଞ୍ଜିନ ଓଡ଼ିଶାକୁ ଆଗକୁ ନେବାର ଥିଲା, ଓଲଟା ଦିଗରେ ଗଲା…

Breaking: ସତର୍କ କଲା ପାଣିପାଗ କେନ୍ଦ୍ର, ଆସନ୍ତା ୨ରୁ୩ ଘଣ୍ଟା ପ୍ରବଳ ବର୍ଷା

ଭୁବନେଶ୍ୱର: ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା। ଗଞ୍ଜାମ, କଟକ, ଖୋର୍ଦ୍ଧା, ପୁରୀ ଓ ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା। କଟକ ଓ ଭୁବନେଶ୍ୱରରେ ମଧ୍ୟ ଏବେ ଜାରି ରହିଛି ବର୍ଷା। ଆଗମୀ କିଛି ଘଣ୍ଟା…

Breaking: କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା, ଉଚ୍ଚସ୍ତରୀୟ କମିଟିରେ ହାଜର ହେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: କିଟ୍ କଲେଜ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା। ରାଜ୍ୟ ଅତିଥି ଭବନରେ ହାଜର ହେଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତିଷ୍ଠାତାଙ୍କୁ ଉଚ୍ଚସ୍ତରୀୟ କମିଟି ପାଖରେ…

ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲା: ମିଛ କହୁଛନ୍ତି କି ସୁରକ୍ଷା କର୍ମଚାରୀ? କଥାରେ ରହୁନି ତାଳମେଳ

ଭୁବନେଶ୍ବର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୁଣିଥରେ ଆରମ୍ଭ ହେଲା ଖୋଳତାଡ଼ । ପୁନଃ ତଦନ୍ତ ଆରମ୍ଭ ହୋଇଛି । ପ୍ରଥମେ ଏତଲା ଦେଇଥିବା…

Breaking: ଓଡ଼ିଶାରୁ ବିଦେଶକୁ ବଢ଼ିବ ମଦର ରପ୍ତାନୀ, ମାଣ୍ଡିଆରୁ ତିଆରି ହେବ ମଦ

ଭୁବନେଶ୍ୱର: ଓଡ଼ିଶାରୁ ବିଦେଶକୁ ବଢ଼ିବ ମଦର ରପ୍ତାନୀ। ଓଡିଶାରେ ତିଆରି ହେବ ଅଧିକ ପରିମାଣରେ ମଦ। ଯାହା ଉପରେ କମ୍ପାନୀକୁ ସବସିଡି ଦେବେ ରାଜ୍ୟ ସରକାର। ତାଛଡ଼ା ଅପମିଶ୍ରିତ ମଦ ବନ୍ଦ କରିବାକୁ ମଧ୍ୟ ସରକାର…

ପୋଲିସକୁ ବାନ୍ଧିଲା ପୋଲିସ, ନୟାପଲ୍ଲୀ ଏଏସଆଇଙ୍କୁ ଗିରଫ କଲା ମହିଳା ଥାନା ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୟାପଲ୍ଲୀ ଥାନା ଏଏସଆଇଙ୍କୁ ବାନ୍ଧିଛି ମହିଳା ଥାନା ପୋଲିସ । ମିଛ ପ୍ରତିଶୃତି :ପଦାରେ ପଡ଼ିଯାଇଛି ଏଏସଆଇଙ୍କ ରାସଲୀଳା । ପୀଡ଼ିତା…

ଭୁବନେଶ୍ବରରେ ଅଘଟଣ: ବଡ଼ ଧରଣର ଅଗ୍ନିକାଣ୍ଡରେ ଜଳିଗଲା ବିୟୁଟି ପାର୍ଲର

ଭୁବନେଶ୍ୱର : ବଡ଼ ଧରଣର ଅଗ୍ନିକାଣ୍ଡରେ ଜଳିଗଲା ବିୟୁଟି ପାର୍ଲର। ଏହି ଅଗ୍ନିକାଣ୍ଡ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନ ଜାଗମରା ଅଞ୍ଚଳରେ ଥିବା ଏକ ବିୟୁଟି ପାର୍ଲରରେ ଘଟିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର…

ପ୍ରେସମିଟ୍ କରି ବିସ୍ଫୋରକ ବୟାନ ଦେଲେ ପିସିସି ସଭାପତି: କହିଲେ-‘ଲୋକଙ୍କ ପଇସାରେ ରାଜନୀତି କରିବ କଂଗ୍ରେସ’

ଭୁବନେଶ୍ୱର,: କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରେସମିଟ୍ କରି ବିସ୍ଫୋରକ ବୟାନ ଦେଇଛନ୍ତି । ଭକ୍ତ ଦାସଙ୍କ କହିବା ମୁତାବକ, ‘ସଂକଳ୍ପ ଯାତ୍ରା ଦଳକୁ ଏକଜୁଟ୍ କରିବାକୁ ଥିଲା । ସମସ୍ତଙ୍କ…

ଭୁବନେଶ୍ୱର ଭିତରେ ତିଆରି ହେବ ନୂଆ ସହର… ବଦଳିବ ସହରର ଢାଞ୍ଚା, ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବାହାରେ ରିଙ୍ଗ ରୋଡ୍ ଏବଂ ଭିତରେ ସମୃଦ୍ଧ ସହରର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏ ନେଇ ବଜେଟରେ ୪୦୮ କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟୟବରାଦ ରଖିଛନ୍ତି ସରକାର । …