Browsing Category

ରାଜ୍ୟ

କେବଳ ଅସମର୍ଥ ବରିଷ୍ଠ ନାଗରିକଙ୍କୁ ଭରଣପୋଷଣ ଦେବେ ପୁଅଝିଅ: ହାଇକୋର୍ଟ

କଟକ: କେବଳ ଜଣେ 'ବରିଷ୍ଠ ନାଗରିକ' ହେବା ଦ୍ୱାରା ଜଣେ ବ୍ୟକ୍ତି ସ୍ୱୟଂଚାଳିତ ଭାବରେ ପିଲାମାନଙ୍କଠାରୁ ଭରଣପୋଷଣ ପାଇବାର ଅଧିକାର ପାଇପାରିବେ ନାହିଁ। ଯଦି ସେ ନିଜ ରୋଜଗାର କିମ୍ବା ମାଲିକାନା ସମ୍ପତ୍ତିରୁ ନିଜକୁ ପୋଷଣ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା— ‘ମହିମା ପୀଠର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ, ନିର୍ମାଣ ହେବ ଭବ୍ୟ ମନ୍ଦିର’

ଭୁବନେଶ୍ୱର: ବିଶ୍ୱକୁ ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇ ପ୍ରଗତିର ପଥ ଦେଖାଉଛି ମହିମା ଧର୍ମ । ଏ ଧର୍ମର ସନ୍ଥ ଭୀମ ଭୋଇଙ୍କ ରଚନା ବିଶ୍ୱକୁ ଅନୁପ୍ରାଣିତ କରିଛି । ଶାନ୍ତି, ପ୍ରଗତି ସହିତ ଜଗତକଲ୍ୟାଣ…

(video) Breaking: ପୁରୀ ଶ୍ରୀମନ୍ଦିର ଚୂଡ଼ାରେ ଅଘଟଣ, ଭାଙ୍ଗିଲା ଅକ୍ଷୟ ଦଣ୍ଡ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଘଟଣ। ଭାଙ୍ଗିଲା ମନ୍ଦିରର ଅକ୍ଷୟ ଦଣ୍ଡ। ଶ୍ରୀମନ୍ଦିରରେ ଚୂଡ଼ାରେ ଅଘଟଣ। ସନ୍ଧ୍ୟାରେ ବାନା ପରିବର୍ତ୍ତନ କରିବାକୁ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଥିଲେ ସେବାୟତ। ବାନା ପରିବର୍ତ୍ତନ ସମୟରେ…

୩ ବର୍ଷ ପରେ ପୁଣି ଖୋଲିଲା ଫାଇଲ: ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ତଦନ୍ତ ନିଦ୍ଦେଶ ଦେଲେ DGP 

କଟକ: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇବି ଖୁରାନିଆ ଝାରସୁଗୁଡ଼ା ଏସପି ସ୍ମିତ ପି.ପରମାରଙ୍କୁ ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ପୁନଃ…

Breaking: ଖୋଲିଗଲା ସୁରଙ୍କ ପାଇଁ କଂଗ୍ରେସ କବାଟ, ଭକ୍ତ ହଟାଇ ଦେଲେ ନିଲମ୍ୱନ, ବହିଷ୍କାର

ଭୁବନେଶ୍ୱର: ଆକ୍ସନ ମୁଡରେ ପିସିସି ସଭାପତି ଭକ୍ତ ଚରଣ ଦାସ। ଦାୟିତ୍ୱ ନେଉ ନେଉ ବଡ଼ ଘୋଷଣା। ଦଳକୁ ଫେରିବେ ପୁରୁଣା କାର୍ଯ୍ୟକର୍ତ୍ତା। ରାଜ୍ୟ କଂଗ୍ରେସରୁ ଉଠିଲା ସମସ୍ତ ନିଲମ୍ୱନ ଓ ବହିଷ୍କାର। ସମସ୍ତ ନିଲମ୍ୱନ ଓ…

ଅତିଥି ଅଧ୍ୟାପକଙ୍କ ଭରସାରେ ସରକାରୀ ବିଶ୍ୱବିଦ୍ୟାଳୟ: ଖାଲି ପଡିଛି ଶହ ଶହ ପଦବୀ

ଭୁବନେଶ୍ୱର: ନିୟମିତ ଅଧ୍ୟାପକ ଅଭାବ ଯୋଗୁଁ ଅନୁମୋଦିତ ସଂଖ୍ୟା ଦ୍ୱାରା ଶିକ୍ଷାଦାନର ଭାର ପର୍ଯ୍ୟାପ୍ତ ଭାବରେ ଭରଣା ହେଉନଥିବାରୁ ରାଜ୍ୟ ପରିଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅତିଥି ଅଧ୍ୟାପକମାନେ ଗୁରୁତ୍ୱପୂର୍ଣ୍ଣ…

ଭୁବନେଶ୍ୱରରେ ୧୫୦୦ କିଲୋଗ୍ରାମର ବିଶାଳ ମଇଁଷି ‘ଭୀମ’, ଦେଖିବାକୁ ଲାଗିଲା ଲୋକଙ୍କ ଭିଡ଼

ଭୁବନେଶ୍ୱର: ଶୁକ୍ରବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ତିନି ଦିନିଆ ମତ୍ସ୍ୟ ଓ ପଶୁପାଳନ ସମ୍ମିଳନୀରେ ପ୍ରାୟ ୧୫୦୦ କିଲୋଗ୍ରାମ ଓଜନର ଏକ ବିଶାଳ ମଇଁଷି ପ୍ରମୁଖ ଆକର୍ଷଣ ପାଲଟିଛି। ଏହି ମହାସମାବେଶରେ 'ଭୀମ' ନାମକ…

କାଲିଠୁ ଆପଣଙ୍କୁ ଆଉ ମିଳିବନି ରାସନ ! ଶୀଘ୍ର କରାଇ ନିଅନ୍ତୁ ଏହି କାମ

ଯଦି ଆପଣ ସରକାରଙ୍କଠାରୁ ମାଗଣା ରାସନ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ଆସନ୍ତାକାଲି ଫେବୃଆରୀ ୧୫ରେ E-KYC କରିବାର ଶେଷ ତାରିଖ । ଶେଷ ତାରିଖ ସୁଦ୍ଧା E-KYC କରିନଥିଲେ ରାସନ କାର୍ଡ ଉପଭୋକ୍ତାଙ୍କ…

ଅନଲାଇନରେ ମଗାଇଥିଲେ ଲ୍ୟାପଟପ୍‌, ବକ୍ସ ଖୋଲୁ ଖୋଲୁ ଉଡିଗଲା ହୋସ, ବାହାରିଲା ମାର୍ବଲ

ସମ୍ବଲପୁର: ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲାରେ ଜଣେ ବ୍ୟକ୍ତି ଅନଲାଇନରେ ଲ୍ୟାପଟପ ଅର୍ଡର କରିଥିଲେ। ହେଲେ ଯେତେବେଳେ ଲ୍ୟାପଟପ ଡେଲିଭରୀ ହୋଇଥିଲା, ସେତେବେଳେ ସେ ବକ୍ସକୁ ଖୋଲିଥିଲେ।…

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପ୍ରମିଳା ମଲ୍ଲିକ

କଟକ: ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ବର୍ତ୍ତମାନ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ସେ ସେଠାରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ବିରୋଧୀଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କରିଛନ୍ତି ଆବେଦନ। ନିକଟରେ…