Browsing Category

ରାଜ୍ୟ

କଟକ-ଭୁବନେଶ୍ବର ହେବ ଏ-କ୍ଲାସ ସିଟି, ଖର୍ଚ୍ଚ ହେବ 10 କୋଟି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର, କଟକ, ପୁରୀକୁ ଭିଡ଼ ମୁକ୍ତ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଏନେଇ ସୂଚନା ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଟ୍ବିନସିଟିରେ ଖର୍ଚ୍ଚ ହେବ 10 କୋଟି-   ଭୁବନେଶ୍ୱରରେ…

ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର। ଡାଲି ଓ ତୈଳଜାତୀୟ ଦ୍ରବ୍ୟର ବି ବଢ଼ିପାରେ ସହାୟକ ମୂଲ୍ୟ। କେନ୍ଦ୍ର ଆଗରେ ପ୍ରସ୍ତାବ ରଖିଲେ ପୂର୍ବ ଭାରତ ରାଜ୍ୟର…

ଗିରଫ ହେଲେ ଟିକେଟ୍ କଳାବାଜାରୀ, ୧୧ ଶହରେ କିଣି ୭୦୦୦ ଟଙ୍କାରେ କରୁଥିଲେ ବିକ୍ରି

କଟକ: ମଝିରେ ଆଉ ଗୋଟିଏ ଦିନ। ତା ପରେ ବାରବାଟୀରେ ଦେଖିବାକୁ ମିଳିବ ଦୁଇ ଦଳ ମଧ୍ୟରେ ଧୁଆଁଦାର ଲଢ଼େଇ। ଷ୍ଟାଡ଼ିୟମ ପରିସରରେ ବି ଦେଖିବାକୁ ମିଳିବ କ୍ରିକେଟ ପ୍ରେମୀଙ୍କ ହୋ ହଲ୍ଲା। ହେଲେ ତା ପୂର୍ବରୁ ଗିରଫ…

ଆପଣଙ୍କୁ ଯାଇଛିକି ମେସେଜ୍, ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଆସନ୍ତାକାଲି ଆକାଉଣ୍ଟକୁ ଆସିବା ‘ସୁଭଦ୍ରା’ ଟଙ୍କା । ପ୍ରାୟ ୧୮ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଯାଜପୁର ଜିଲ୍ଲା…

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ପୁଣି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ…

Breaking: ଶ୍ରମିକଙ୍କ ଉପରେ ଓଲଟିପଡ଼ିଲା ଇଟା ବୋଝେଇ ଟ୍ରାକ୍ଟର, ଘଟଣାସ୍ଥଳରେ ଆଖି ବୁଜିଲେ ୩ ଜଣ

ଗୁଣୁପୁର: ଟ୍ରାକ୍ଟର ଓଲଟି ୩ ଜଣ ମୃତ, ୪ ଗୁରୁତର । ଓଲଟିପଡ଼ିଲା ଇଟା ବୋଝେଇ ଟ୍ରାକ୍ଟର । ଟ୍ରାକ୍ଟଟି ଡାଲା ଭାରସାମ୍ୟ ହରାଇ ଓଲଟିଯିବା ପରେ ସେଠାରେ ଉପସ୍ଥିତ ଶ୍ରମିକ ଚାପିହୋଇଯାଇଥିଲେ । ଗୁଣୁପୁର ଗୋଲମୁଣ୍ଡା…

Breaking: ଲେବରଙ୍କ ଆକାଉଣ୍ଟକୁ ଟଙ୍କା ଆଣି କରୁଥିଲେ ନିଜ ପକେଟ ଗରମ, କୋଟିପତି ବାବୁଙ୍କ ସମେତ ବନ୍ଧାହେଲେ ୫

ଭୁବନେଶ୍ୱର: ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ସରକାରୀ ଟଙ୍କା ହଡ଼ପ ମାମଲାରେ ଶାନ୍ତନୁ ହେଲେ ଗିରଫ । ସରକାରୀ ଅର୍ଥ ହଡ଼ପରେ…

Breaking: ମାତ୍ର ୨ ଟଙ୍କାରେ ବିକ୍ରି ହେଉଛି ଟମାଟୋ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ଗଞ୍ଜାମ: ଟମାଟୋ କିଲୋ ୨ ଟଙ୍କା । ଚିନ୍ତାରେ ଚାଷୀ । ବିଲରୁ ଟମାଟୋ ଆଣିଲେନି ଚାଷୀ । ଅଭାବୀ ବିକ୍ରି ଦୃଷ୍ଟିରେ ରଖି ଟମାଟୋ ଆଣିଲେନି । ୫ ଦିନରେ ଟମାଟୋ ଦର ଖସି ୨ ଟଙ୍କାରେ ପହଞ୍ଚିଲା । ଟମାଟୋ ଦର ୨ ଟଙ୍କା…

ପୁଣି ଧକ୍କା ଦେଲା ମୋ ବସ୍‌, ଥାନାରେ ଅଟକ ଡ୍ରାଇଭର

କଟକ: ପୁଣି ମୋ ବସ୍ ଧକ୍କାରେ ଆହତ ହେଲେ ବ୍ୟକ୍ତି । କଟକ ମାଲାଚଣ୍ଡିଆ ଛକ ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ…

Breaking: ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଲୁଚିଛନ୍ତି ମାଓବାଦୀ, ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେଶନ ଜାରି

ବଲାଙ୍ଗିର: ଗନ୍ଧମାର୍ଦ୍ଦନରେ ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ । ବଲାଙ୍ଗିର ଜିଲ୍ଲା ହନୁପାଲି ଗାଁ ଜଙ୍ଗଲରେ ଗୁଳିମିନିମୟ । ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା…