Browsing Category
ରାଜ୍ୟ
ମାଟ୍ରିକ ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୯ରୁ ଖାତାଦେଖା, ସୂଚନା ଦେଲେ ବୋର୍ଡ ଉପସଭାପତି
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ ଖାତାଦେଖା। ପ୍ରାୟ ୧୩ ଦିନ ଧରି ଚାଲିବ ଏହି ଖାତାଦେଖା ପ୍ରକ୍ରିୟା। ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାଙ୍କନ ପରେ ରେଜଲ୍ଟ ବାହାରିବ ବୋଲି…
ମାତିଛନ୍ତି ଟିକେଟ୍ ଦଲାଲ, ୭୦୦ ଟଙ୍କା ଟିକେଟ OLXରେ ବିକ୍ରି ହେଉଛି ୪୦୦୦
କଟକ: ମାତିଛନ୍ତି ଟିକେଟ ଦଲାଲ। ଲୋକଙ୍କ ଆଗ୍ରହର ଉଠାଉଛନ୍ତି ଫାଇଦା। ୭୦୦ଟଙ୍କା ଟିକେଟକୁ ବିକୁଛନ୍ତି ୪୦୦୦,୬୦୦୦ ଏବଂ ୧୦୦୦୦ ଟଙ୍କାରେ। ସେପଟେ କ୍ରିକେଟ ପ୍ରେମୀ ଟିକେଟ ଆଶାରେ ପଡିଯାଉଛନ୍ତି ଦଲାଲଙ୍କ ଫାସରେ।
ଆମେ…
ମାଟ୍ରିକ ପରୀକ୍ଷା ପୂର୍ବରୁ ବୋର୍ଡର ପ୍ରେସମିଟ୍, ପ୍ରଶ୍ନପତ୍ର ଭାଇରାଲ ନ ହେବା ପାଇଁ କଡ଼ା ପଦକ୍ଷେପ
କଟକ: ମାଟ୍ରିକ ପରୀକ୍ଷା ପୂର୍ବରୁ ବୋର୍ଡର ପ୍ରେସମିଟ ହେଉଛି। ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମେଟ୍ରିକ ପରୀକ୍ଷା ଚାଲିବ ବୋଲି ବିଏସଇର ସଭାପତି ଶ୍ରୀକାନ୍ତ ତରାଇ ପ୍ରେସ ମିଟରେ ସୂଚନା ଦେଇଛନ୍ତି।…
ଖରା ଦିନ ଆରମ୍ଭ ନହେଉଣୁ ୩୬ ଡିଗ୍ରୀ ପାର କଲାଣି ପାରଦ, ୪ ରୁ ୫ ଦିନ ଯାଏଁ ତାପମାତ୍ରାରେ ହେବନି ପରିବର୍ତ୍ତନ
ଭୁବନେଶ୍ୱର: ରାଜ୍ୟରେ୩୬ ଡିଗ୍ରୀ ଟପିଲାଣି ପାରଦ। ପ୍ରଚଣ୍ଡ ଗରମରେ ସିଝିଲାଣି ଓଡିଶା। ୧୦ ସହରରେ ତାତି ୩୫ ଡିଗ୍ରୀ ସେଲସିୟସ୍ ଟପିଛି। ଚଳିତ ବର୍ଷ ହଠାତ୍ ମାଘ ମାସରେ ଶୀତ କୁଆଡ଼େ ଗାଏବ ହୋଇଯାଇଛି । ଆଉ ଫେବୃଆରୀ ମାସ…
ଆହାର କେନ୍ଦ୍ରରେ ପାଣିଚିଆ ଡାଲମା, ତହସିଲଦାରଙ୍କ ଚଢ଼ାଉ ପରେ ଖୋଲିଲା ଗୁମର
ବଲାଙ୍ଗିର: ଆହାର ନାଁରେ ଭୂଆଁବୁଲୁଛନ୍ତି ଗରିବ ଲୋକ । ମାତ୍ର ୫ଟଙ୍କାରେ ପେଟ ପୁରା ଖାଦ୍ୟ ଯୋଗାଇଦେବା ପାଇଁ ସହରାଞ୍ଚଳରେ ଆହାର କେନ୍ଦ୍ର ଖୋଲିଛନ୍ତି ସରକାର।
କିନ୍ତୁ ଖାଦ୍ୟର ମାନକୁ ନେଇ ସାଧାରଣରେ ଅସନ୍ତୋଷ…
ଗୋପାଳପୁର ଜେଏସ୍ଥାଇ ପକ୍ଷରୁ ଉଡ଼ନ୍ତା ମାଛ ଚିହ୍ନଟ
ବ୍ରହ୍ମପୁର: ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା (ଜେଡସ୍ଆଇ) ପକ୍ଷରୁ ପ୍ରଥମ ଥର ପାଇଁ ଉଡ଼ନ୍ତା ପ୍ରଜାତିର ମାଛ (ଚେଲିପୋଗନ୍ ଆର୍ଟିସେସ୍ପ) ଚିହ୍ନଟ ହୋଇଛି। ଏଭଳି ପ୍ରଜାତିର ମାଛ ପ୍ରଶାନ୍ତ ମହ…
Breaking: ବନ୍ଦ ହୋଇଯାଇଛି ଟିକେଟ କାଉଣ୍ଟର, ଏବେବି ରାତି ଅନିଦ୍ରା ହୋଇ ଲମ୍ୱା ଲାଇନ୍ ଲଗାଇଛନ୍ତି ଲୋକ
କଟକ: ସରିଯାଇଛି ଟିକେଟ ବିକ୍ରି। ହେଲେ ଏବେବି କାଉଣ୍ଟର ଆଗରେ ଲାଗିଛି ଲମ୍ୱା ଲାଇନ୍। ରାତି ଅନିଦ୍ରା ହୋଇ ଧାଡ଼ିରେ ଛିଡା ହୋଇଛନ୍ତି। ହେଲେ ନା କାଉଣ୍ଟର ଖୋଲୁଛି ନା ଟିକେଟ ବିକ୍ରି ହେଉଛି।
ଯେହେତୁ ପୂର୍ବରୁ ଦୁଇ…
ଓଡ଼ିଶା ଇତିହାସରେ ୧ କୋଟି ଟଙ୍କାରୁ ଅଧିକ ଟଙ୍କା ଜବତ ହୋଇଥିବା ସରକାରୀ ବାବୁଙ୍କ ତାଲିକା, ଦୁର୍ନୀତିଗ୍ରସ୍ଥଙ୍କୁ ରାତିରେ ହଉନି ନିଦ
ଭୁବନେଶ୍ୱର: ନୂଆ ସରକାର ଆସିବା ପରେ ରାଜ୍ୟରେ ଭିଜିଲାନ୍ସ ସକ୍ରିୟ ହୋଇ ଉଠିଛି। ବହିର୍ଭୁତ୍ତ ସମ୍ପତ୍ତି ଠୁଳ କରିଥିବା କୁବେର ଅଧିକାରୀମାନଙ୍କ ଉପରେ ନିୟମିତ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବୁଧବାର ଭିଜିଲାନ୍ସ…
ଖଣ୍ଡଗିରିରେ ଏକାଠି ହେବେ ଯାତ୍ରାପ୍ରେମୀ, ଆଜିଠୁ ଆରମ୍ଭ ଖଣ୍ଡଗିରି ଯାତ୍ରା
ଭୁବନେଶ୍ୱର: ଆଜିଠୁ ଦୁଲୁକିବ ଯାତ୍ରା ମଞ୍ଚ। ଏକାଠି ହେବେ ଯାତ୍ରାପ୍ରେମୀ। ସଂନ୍ଧ୍ୟା ହେଲେ ଲାଗିବ ଗହଳି। ହେଲେ ମନରେ ଗୋଟେ ପ୍ରଶ୍ନ ଯାଇପାରିବେ ତ ବିବାଦୀୟ ଅଭିନେତ୍ରୀ। ଯଦି ଯିବେ କିପରି ରହିବ ମାହୋଲ।
ତେବେ ଦୁଇ…
ଶ୍ରୀଜଗନ୍ନାଥଙ୍କ ସୁନା ମୁକୁଟ ଚୋରି, ଦାନବାକ୍ସ ସହ ଚମ୍ପଟ୍ ମାରିଲେ ଚୋର
ସୋର: ଜଗନ୍ନାଥ ମନ୍ଦିରରୁ ଲୁଟ୍ । ତିନି ବିଗ୍ରହଙ୍କ ସୁନା ମୁକୁଟ ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ଚମ୍ପୁ ଗାଁରେ ଦେଖିବାକୁ ମିଳିଛି ଅଘଟଣ ।
ଉକ୍ତ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରର ତାଲା…