Browsing Category
ରାଜ୍ୟ
ସତର୍କ ରୁହନ୍ତୁ ୧୮ ଜିଲ୍ଲା, ଚାରିଆଡ଼ ହୋଇଯିବ ଅନ୍ଧାର, ପାଣିପାଗ ଦେଲା ସୂଚନା
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଶୀତ ପରିବର୍ତ୍ତେ ଗରମ ଅନୁଭୂତ ହେଉଛି। କିନ୍ତୁ ଆସନ୍ତା ୨୪ ଘଣ୍ଟାରେ ଘନ କୁହୁଡ଼ି ନେଇ ପାଣିପାଣ ବିଭାଗ ସତର୍କ ସୂଚନା ଜାରି କରିଛି। ତେବେ ଆସନ୍ତୁ କେଉଁ ଜିଲ୍ଲା ଗୁଡ଼ିକରେ ପ୍ରବଳ…
ଓଡ଼ିଶା ପୋଲିସ ଦେବ ବଡ଼ ସୁଯୋଗ, ଅବସରପ୍ରାପ୍ତ କୋଷ୍ଟଗାର୍ଡ ଓ ନୌସେନା ଅଧିକାରୀଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର: ତଟ ସୁରକ୍ଷା ଉପରେ ଗୁରୁତ୍ୱଦେବ ଓଡ଼ିଶା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ତଟ ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବୋର୍ଡ ।
ବୋର୍ଡରେ ଓଡ଼ିଶା ପୋଲିସ ଓ…
Breaking: କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ, ହେଲେ ଅଧା ବାଟରୁ ନେଇଗଲା ଯମ… ଚଳନ୍ତା ଟ୍ରେନରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ
କେନ୍ଦୁଝର: ସେଲଫି ସାଜିଲା କାଳ । ସେଲଫି ନେଲାବେଳେ ଟ୍ରେନରୁ ଖସିପଡ଼ିଲେ ଛାତ୍ରୀ । ଘଟଣାସ୍ଥଳରେ ହିଁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
ଟାଙ୍ଗିରିଆପାଳ-ଶଗଡ଼ପଟା ଷ୍ଟେଶନ୍ ମଝିରେ ମୃତଦେହ ଜବତ କରାଗଲା ।…
ଭାରତର ଏହି ରାଜ୍ୟରେ ‘ମଦ ନିଷେଧ’ ଲାଗୁ: ୧୭ ସହର ହୋଇଗଲା ଡ୍ରାଏ ସିଟି, ଜାଣନ୍ତୁ ତାହାର ନାଁ
ଭୋପାଳ: ମଧ୍ୟପ୍ରଦେଶ ସରକାରଙ୍କ ‘ଡେଷ୍ଟିନେସନ୍ କ୍ୟାବିନେଟ୍ ବୈଠକରେ' ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦେବୀ ଅହଲ୍ୟା ବାଈଙ୍କ ୩୦୦ତମ ଜନ୍ମବାର୍ଷିକୀ ଅବସରରେ ଖାରଗୋନର ମହେଶ୍ୱରରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକରେ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଚଳିତ ବର୍ଷ ସରକାର ଦେବେ 40 ହଜାର ଚାକିରି, ଫୋକସରେ ରହିବେ IT..
ଭୁବନେଶ୍ବର: ପ୍ରି-ବଜେଟ୍ ସମୀକ୍ଷା ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ 40 ହଜାର ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଛନ୍ତି ।
ବଜେଟ୍ ନେଇ ଆଲୋଚନା- ପ୍ରି ବଜେଟ୍ ସରିବା ପରେ…
Breaking: କୋହଳ ହେଲା ପିଏମ୍ ଆବାସ ଯୋଗ୍ୟତା ମାନ, ଆବାସ ପ୍ଲସ୍ ଆପରେ ସରଳ ହେବ ଆବେଦନ
ପୁରୀ: ପୁରୀରୁ ପିଏମ୍ ଆବାସ ସର୍ଭେର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଅର୍ଜୁନସିଂହପୁରକୁ ଯାଇ ୫ଟି ଘରକୁ ତାଲିକାରେ ଯୋଡ଼ିଲେ ମନ୍ତ୍ରୀ ।
ଆବାସ ପ୍ଲସ୍ ମୋବାଇଲ ଆପ୍ ଦ୍ୱାରା କେମିତି ଆବାସ…
Breaking: ଫେବୃଆରୀ ୬ରୁ ଅଫଲାଇନ୍ ଟିକେଟ ବିକ୍ରି, ମୁଖ୍ୟମନ୍ତ୍ରୀ ଦେଖିଯିବେ ମ୍ୟାଚ୍
କଟକ: ଫେବୃଆରୀ ୨ରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ । ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍ ଅନୁଷ୍ଠିତ ହେବ ।
ଫେବୃଆରୀ ୨ରୁ ଅନଲାଇନ ଟିକେଟ୍ ବିକ୍ରି ଆରମ୍ଭ । ଫେବୃଆରୀ ୬,୭.୮ରେ ହେବ ଅଫଲାଇନ୍ ଟିକେଟ…
ଗଞ୍ଜାମରେ ଚାଞ୍ଚଲ୍ୟ! ପରିବାର ସହିତ ଯାଉଥିଲେ ଅତିରିକ୍ତ ଏସପି, ଓଲଟି ପଡିଲା କାର୍
ଗଞ୍ଜାମ: ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଭଞ୍ଜନଗରର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଏହି ଘଟଣା ଆଜି ଭଞ୍ଜନଗର ଥାନା ଅନ୍ତର୍ଗତ ଆଲୁଆପଲ୍ଲୀ ନିକଟରେ ଘଟିଛି।
ରିପୋର୍ଟ…
ଓଡ଼ିଶାରେ ବ୍ୟାପିଲାଣି ପାରଭୋ ଭାଇରସ୍, ବିପଦରେ ପଶୁପକ୍ଷୀ
ଭୁବନେଶ୍ୱର,୨୪ା୧: ଓଡ଼ିଶାରେ ବ୍ୟାପିଲାଣି ପାରଭୋ ଭାଇରସ୍ । କରୋନା, ବ୍ଲାଡ ଫ୍ଲୁ ଭଳି ଏହା ଚିନ୍ତା ବଢ଼ାଇଛି ।ଏହି ରୋଗ ଏବେ ଗୃହପାଳିତ ପ୍ରାଣୀଙ୍କୁ ବିପଦରେ ପକାଇଛି । ବିଶେଷକରି ଏହି ରୋଗ ଏବେ ବାଲେଶ୍ୱର ଜିଲ୍ଲାରେ…
କଣାସରେ ସ୍ଥିତି ଅନୁଧ୍ୟାନ କରିବ ବିଜେଡି ଟିମ୍, ଦଳ ସୁପ୍ରିମୋଙ୍କୁ ଦେବ ରିପୋର୍ଟ
ଓଡ଼ିଶା ଭାସ୍କର: କଣାସ ଅଞ୍ଚଳରେ ବ୍ୟାପିଚାଲିଛି ହଇଜାା ହଜିଗଲାଣି ରାତିର ନିଦା ଚିନ୍ତାରେ ସ୍ଥାନୀୟ ବାସିନ୍ଦାା
ଏଭଳି ସ୍ଥିତିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଣାସ ଗସ୍ତ କରିବା
ଏହାକୁ ନେଇ ଆରମ୍ଭ ହୋଇଛି…