Browsing Category

ରାଜ୍ୟ

ଆହୁରି ବଢ଼ିବ ଶୀତ…୨ରୁ ୩ ଡିଗ୍ରୀ ତଳକୁ ଖସିବ ପାରଦ, ସତର୍କ କଲା ପାଣିପାଗ ବିଭାଗ

ଓଡ଼ିଶା ଭାସ୍କର: ଶନିବାରଠାରୁ ରାଜ୍ୟରେ ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୩ରୁ ୧୫ ଡିଗ୍ରୀ ଭିତରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ…

ଆଜିଠାରୁ ୩୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ, ଦିବ୍ୟାଙ୍ଗଙ୍କୁ ମଧ୍ୟ ମିଳିବ ଏହି ସୁବିଧା

ଓଡ଼ିଶା ଭାସ୍କର: ସାମିଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା । ଯାହା ଆଜିଠାରୁ ଲାଗୁ ହେବାକୁ ଯାଉଛି । ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ବୃଦ୍ଧଙ୍କୁ ମିଳିବ…

ଏନ୍‌ସିପିଆର୍‌ଙ୍କୁ ବାଲ୍ୟବିବାହ ଚିନ୍ତା: ଅନୁପସ୍ଥିତିର କାରଣ ଖୋଜିବେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କୁ ବାଲ୍ୟ ବିବାହ ଚିନ୍ତା। ସ୍କୁଲ ଆସୁ ନାହାନ୍ତି ୧୧ ହଜାର ଶିକ୍ଷାର୍ଥୀ। ପ୍ରାୟ ମାସାଧିକ କାଳ ଧରି ସ୍କୁଲର ବାରଣ୍ଡା ମାଡ଼ୁ ନାହାନ୍ତି। କାହିଁକି ଆସୁନାହାନ୍ତି ? ତାର ସୂଚନା ମଧ୍ୟ…

୧୧ଟାରେ HMPV ବୈଠକ, ଗରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା କରିବ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଆଜି HMPVକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିନ ୧୧ଟାରେ ଲୋକସେବା ଭବନରେ ବସିବ ବୈଠକ । ଏହି ବୈଠକରେ ଜନସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହିବେ । ଏହା ସହ ସବୁ ଜିଲ୍ଲାର ସିଡିଏମଓ…

ହିନ୍ଦୁ ରାଜ୍ୟର ଦୁନ୍ଦୁଭି ଓଡ଼ିଶାରୁ ହିଁ ବାଜି ପାରିବ: ବାଗେଶ୍ୱର ବାବା

ପୁରୀ: ବାଗେଶ୍ୱର ଧାମର ମୁଖ୍ୟ ବାବା ଧୀରେନ୍ଦ୍ର କ୍ରିଷ୍ଣ ଶାସ୍ତ୍ର ଶାସ୍ତ୍ରଜୀ ପୁଣି ଥରେ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ପୁରୀ ଗସ୍ତ ସମୟରେ, ଧୀରେନ୍ଦ୍ର ଶାସ୍ତ୍ରୀ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ…

ATM ତାଡ଼ି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ବୌଦ୍ଧ: ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ବୌଦ୍ଧ ଥାନା ବଢ଼ିଗାଁ ଓ ବୀରନୀସିଂହପୁର SBI ଏଟିଏମରୁ ଲୁଟ୍ ଅଭିଯୋଗ ସାମ୍ନାକୁ ଆସିଛି । ସିରିଜ୍ ଲୁଟ୍ କରି ଦୁର୍ବୃତ୍ତ ଫେରାର ଥିବା ବେଳେ ଏହି…

୩ ଦିନ ହେଲା ଲିଙ୍ଗରାଜ ପ୍ରଭୁଙ୍କ ପେଟରେ ପଡ଼ିନି ଦାନା, ଭକ୍ତ ଅସନ୍ତୋଷ

ଭୁବନେଶ୍ୱର: ୩ ଦିନ ହେଲା ଉପାସରେ ଶ୍ରୀଲିଙ୍ଗରାଜ । ସୋମବାର ସନ୍ଧ୍ୟାରୁ ଏ ପର୍ଯ୍ୟନ୍ତ ହୋଇନି ନୀତିକାନ୍ତି । ଟ୍ରଷ୍ଟ ବୋର୍ଡ ବୈଠକ ଡାକି ସ୍ଥାୟୀ ସମାଧାନ ଡାକି କଲା ବ୍ରାହ୍ମଣ ନିଯୋଗ । ବ୍ରାହ୍ମଣ ନିଯୋଗ ପକ୍ଷରୁ…

ନୂଆଦିଲ୍ଲୀରେ ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ, ଓଡ଼ିଆ ଯୁବପିଢି ବିକଶିତ ଭାରତର କୁଶଳ ବିନ୍ଧାଣୀ କହିଲେ ଧର୍ମେନ୍ଦ୍ର

ଭୁବନେଶ୍ବର:  ନୂଆଦିଲ୍ଲୀ ଠାରେ ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ-୨୦୨୫ ଜାରି ରହିଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଓଡିଆ ଲୋକଙ୍କୁ ଯେବେ ଯେବେ ସୁଯୋଗ ମିଳିଛି ସେବେ ସେ…

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଜାତୀୟ ସ୍ତରରେ କୃତିତ୍ବ

ଭୁବେନଶ୍ବର: ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ପକ୍ଷରୁ ଆେୟାଜିତ ଆନ୍ତଃବିଶ୍ବବିଦ୍ୟାଳୟ ପୂର୍ବାଞ୍ଚଳ ଯୁବ ସମାରୋହରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ଭାଗନେଇ…

ଗୋଡ଼, ହାତ ନ ଥାଇ ପାଲୟ ବନିଲେ ‘Golden Girl’ ଓଡ଼ିଶା ପାଇଁ ଆଣିଲେ ଗୌରବ

ଭୁବନେଶ୍ୱର: ଓଡ଼ିଶାର ଗୋଲ୍ଡେନ୍ ଗର୍ଲ ପାଲୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜସ୍ଥାନରେ ସୋମବାର ଶେଷ ହୋଇଥିବା ଷଷ୍ଠ ଜାତୀୟ ପାରା ତୀରନ୍ଦାଜି ପ୍ରତିଯୋଗିତାରେ ଦୁଇଟି ସ୍ବର୍ଣ୍ଣ ପଦକ…