Browsing Category

ରାଜ୍ୟ

ଠକ ହଂସିତାଙ୍କ ଘରେ IT ରେଡ୍‌, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ଆୟକର ବିଭାଗ ଜାଲରେ ଛନ୍ଦି ହେଲେ ଠକ ହଂସିତା ଅଭିଲିପ୍ସା । ହଂସିତାଙ୍କ ଘରେ IT ରେଡ୍ । ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ଏକକାଳୀନ ୧୨ଟି ସ୍ଥାନରେ ରେଡ୍ ଜାରି ରଖିଛି ଆୟକର ବିଭାଗ । ଅନିଲ ଓ…

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ନୂଆ ପଦକ୍ଷେପ ନେଲା ଓମଫେଡ୍, ଉପକୃତ ହେବେ ଲକ୍ଷାଧିକ ଚାଷୀ

ଭୁବନେଶ୍ୱର: ଦୁଗ୍ଧ ଉତ୍ପାଦନ ଓ ସଂଗ୍ରହ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଗାଈ ଉପଯୁକ୍ତ ଦାନା ସହ ସବୁଜ ଚାରା ଖାଇଲେ ଦୁଗ୍ଧ ଉତ୍ପାଦନ ବଢ଼ିବ। ଏଥିପାଇଁ ଘାସ ଚାଷକୁ ପ୍ରୋତ୍ସାହନ ଦେବାପାଇଁ…

ନାବାଳିକା ଝିଅକୁ ବଳାତ୍କାର ମାମଲା, ଯୌନପିପାସୁ ବାପାକୁ ଆଜୀବନ

ଭୁବନେଶ୍ବର: ଯୌନପିପାସୁ ବାପା ନାବଳିକା ଝିଅକୁ ଡରାଇ ଧମକାଇ ବାରମ୍ବାର ବଳାତ୍କାର କଲା। ଥରେ କି ଦୁଇଥର ନୁହେଁ, ୪ ମାସ ଧରି ବଳାତ୍କାର କରି ଚାଲିଲା। ଯୌନ ନିର୍ଯତନା ଅସହ୍ୟ ହେବାରୁ ଝିଅ ସାହାସ ଜୁଟାଇ ଥାନାରେ ଅଭିଯୋଗ…

ଶୁଳିଆ ଯାତ୍ରା: ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ, ୨ ପ୍ଲାଟୁନ ଫୋର୍ସ ମୁତୟନ

ବଲାଙ୍ଗୀର: ଆରମ୍ଭ ହେଲା ଶୁଳିଆ ଯାତ୍ରା । ବଲାଙ୍ଗୀର ପ୍ରସିଦ୍ଧ ପର୍ବ ଶୁଳିଆ ଯାତ୍ରା ରକ୍ତ ରଞ୍ଜିତ ହୋଇଛି ଶୁଳିଆ ପୀଠ । ରକ୍ତ ରଞ୍ଜିତ ହୋଇଛି ଦେଓଗାଁ ବ୍ଲକ ଖଇରିଗୁରା, କୁମୁରିଆ ଗାଁ । ପାରମ୍ପରିକ ଅସ୍ତ୍ରଶସ୍ତ୍ର…

ଏହି ଜିଲ୍ଲାରେ ହେବ ପ୍ରତିଷ୍ଠା ହେବ ମେଡିକାଲ୍ କଲେଜ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର: ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନୂତନ ମେଡିକାଲ୍ କଲେଜ ଖୋଲିଛି। ଏବେ ଏହି ତାଲିକାରେ ଯୋଡି ହେବାକୁ ଯାଉଛି ରାଜ୍ୟର ଆଉ ଏକ ଜିଲ୍ଲା। ସୋମବାର ମୁଖ୍ୟମନ୍ତ୍ରୀ ରାୟଗଡା ଜିଲା ଗସ୍ତ…

ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କଲେ ମମତା, ପୁଣି ବଢ଼ିଲା ଦର

ଭୁବନେଶ୍ବର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଓଡିଶାକୁ ଦେଇଛନ୍ତି ଆଳୁ ଝଟକା। ପୁଣି ମମତା ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଛନ୍ତି। ଫଳରେ ରାଜ୍ୟର ବିଭିନ୍ନ ବଜାରରେ ଆଳୁ ଦର ବୃଦ୍ଧି ପାଇଛି। ଗତ…

ତିନି ଦିନ ଭିତରେ କମିବ ଶୀତର ଲହରୀ! ଏହିସବୁ ଜିଲ୍ଲାରେ କୁହୁଡ଼ି ପଡିବା ନେଇ ସତର୍କତା ଜାରି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଘନ କୁହୁଡି ସାଙ୍ଗକୁ କାଲୁଆ ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି। ଆସନ୍ତା ତିନି ଦିନ ଭିତରେ ଶୀତର ଲହରୀ କମିବ । ଏ-ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

ଧରା ପଡିଲା ମହିଳା ଯାତ୍ରୀଙ୍କ ଗଞ୍ଜେଇ ଚାଲାଣ, ଜବତ ହେଲା 9 କୋଟିର ଗଞ୍ଜେଇ

ଭୁବନେଶ୍ବୟ: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଜବତ ହେଲା 9 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ । ଜଣେ ମହିଳା ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ଜବତ କରିଛି । ବ୍ୟାଗରେ ଛୋଟ ଛୋଟ ପ୍ୟାକେଟ କରି ଆଣୁଥିଲେ…

ମୋହନ ସରକାର ଦେବେ ୨୩୦୦୫ ନିଯୁକ୍ତି, ଶିଳ୍ପ କ୍ଷେତ୍ରରେ ବିନିଯୋଗ ହେବ ୪୪ ହଜାର ୭୯୩ କୋଟି

ଭୁବନେଶ୍ବର: ଓଡ଼ିଶାରେ ବଡ ପୁଞ୍ଜି ନିବେଶ । ଶିଳ୍ପ କ୍ଷେତ୍ରରେ 44 ହଜାର 793 କୋଟି ଟଙ୍କା ବିନିଯୋଗ ହେବ । ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିଛି । ତେବେ ଏହି ବଡ ପୁଞ୍ଜି…

ଜୟପୁରରେ ହେବ OPSCର ନୂଆ ପରୀକ୍ଷା ଜୋନ୍‌

ଭୁବନେଶ୍ୱର: ଜୟପୁରରେ ହେବ OPSCର ନୂଆ ପରୀକ୍ଷା ଜୋନ୍‌ । ଲିଖିତ ପରୀକ୍ଷା ପାଇଁ ଜୟପୁରରେ ହେବ ନୂଆ ଜୋନ୍‌ । ନୂଆ ପରୀକ୍ଷା ଜୋନ୍ ନେଇ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ବର୍ତ୍ତମାନ OPSCର ୫ଟି ପରୀକ୍ଷା ଜୋନ୍…