Browsing Category
ରାଜ୍ୟ
Video: ଭକ୍ତଙ୍କ ବୋଦା ଖାଇଗଲେ ମନ୍ଦିର ଟ୍ରଷ୍ଟି.. ସାମନାକୁ ଆସିଲା ମା’ ରାମଚଣ୍ଡୀ ମନ୍ଦିର କେଳେଙ୍କାରୀ କଥା
କେନ୍ଦ୍ରାପଡ଼ା: ଚାଲିଥିଲା ଗୋଟେ କେଳେଙ୍କାରୀର ତଦନ୍ତ..ଗୁମର ଫିଟିଲା ଆଉ ଗୋଟେ କେଳେଙ୍କାରୀର। ଗୋଟେ ପରେ ଗୋଟେ ଖେଲୁଛି ଦରିଆପାରି ମା ରାମଚଣ୍ଡୀ ମନ୍ଦିରର ପୂର୍ବତନ ଟ୍ରଷ୍ଟିଙ୍କ କେଳେଙ୍କାରୀର ଲମ୍ବା ଚିଠା।…
ସାଇ ବାବାଙ୍କ ମନ୍ଦିର ଚୋରି ଘଟଣାର ଅଜବ ଦୃଶ୍ୟ: ମୁଣ୍ଡିଆ ମାରି ସବୁ ପୋଛିନେଲେ ଚୋର
ଭଂଜନଗର: (ଓଡ଼ିଶା ଭାସ୍କର) ଜଣେ ମୁଣ୍ଡିଆ ମାରିଲା, ବାବାଙ୍କ ଦେହରୁ ସବୁ ଗହଣା ଖୋଲି ନେଲା। ଦୁଇ ସହଯୋଗୀଙ୍କ ସହ ମନ୍ଦିରର ମୂଲ୍ୟବାନ ଜିନିଷ ଲୁଟିନେଇ, କଳାକନା ବୁଲାଇଦେଲା।
ଏମିତି କିଛି ଦୃଶ୍ୟ, ଭଂଜନଗର ସିରିଡ଼ି…
କୃଷ୍ଣପ୍ରସାଦ ବ୍ଲକ୍ରେ ବାର୍ଡ ଫ୍ଲୁ ସନ୍ଦେହ, କୁକୁଡା ସହିତ ମରିଯାଉଛନ୍ତି କାଉ
ଭୁବନେଶ୍ବର: କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ସନ୍ଦେହ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଅନେକ କୁକୁଡା ଫାର୍ମରେ କୁକୁଡା ମଡକ ଦେଖାଯାଇଛି । ଏହାସହିତ କେତେକ ସ୍ଥାନରେ କାଉ ମଧ୍ୟ ମରି ପଡିଥିବା ଦେଖାଯାଇଛି ।
ଗତ 5…
ଭାରତରେ HMPV ଭାଇରସ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପ୍ରାକ୍ ପ୍ରସ୍ତୁତି
ଭୁବନେଶ୍ୱର: ଗୁଜରାଟ ଓ ବେଙ୍ଗାଲୁରୁରେ HMPV ଭାଇରସ୍ ଚିହ୍ନଟ ହେବା ପରେ ଓଡ଼ିଶା ସରକାରଙ୍କ ପ୍ରାକ୍ ପ୍ରସ୍ତୁତି ଆରମ୍ଭ । କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଅପେକ୍ଷା କରିଛନ୍ତି ରାଜ୍ୟ ସରକାର ।
କେନ୍ଦ୍ର ସରକାରଙ୍କ…
ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସାଡର ପ୍ରବାସୀ ଭାରତୀୟ, ଅତିଥି ପକ୍ଷୀଙ୍କ ପାଇଁ ବାର୍ଡ ମ୍ୟୁଜିୟମ ହେବ କହିଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆରମ୍ଭ ହୋଇଛି ଚିଲିକା ବିହଙ୍ଗ ମହୋତ୍ସବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହାକୁ ଉଦଘାଟନ କରିବା ସହିତ ବଡ ଘୋଷଣା କରିଛନ୍ତି । ଅତିଥି ପକ୍ଷୀଙ୍କ ପାଇଁ ଓଡିଶାରେ ବାର୍ଡ ମ୍ୟୁଜିୟମ ହେବ ବୋଲି ସେ…
ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ଶାନମୁଗରତ୍ନମ
ଭୁବନେଶ୍ୱର: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ଶାନମୁଗରତ୍ନମ ଜାନୁଆରୀ ୧୫ ତାରିଖରେ ଭାରତ ଆସୁଛନ୍ତି। ତେବେ ଏହାରି ମଧ୍ୟରେ ସେ ୧୮ ଓ ୧୯ ତାରିଖରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି।
ଭାରତ-ସିଙ୍ଗାପୁର ୬୦ ବର୍ଷର…
ରାୟଗଡ଼ା ରେଳ ଡିଭିଜନ ବିଲ୍ଡିଂର ଶିଳାନ୍ୟାସ କଲେ ପିଏମ ମୋଦୀ
ନୂଆଦିଲ୍ଲୀ: ରାୟଗଡ଼ା ରେଳ ଡିଭିଜନ ବିଲ୍ଡିଂର ହେଲା ଶିଳାନ୍ୟାସ। ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶିଳାନ୍ୟାସ କରିଛନ୍ତି। ଏଥିସହ ସେ ଏକାଧିକ ରେଲୱେ ପ୍ରୋଜେକ୍ଟର…
ପୁଣି ମହଙ୍ଗା ହେଲା ଆଳୁ: ପ୍ୟାକେଟ ପିଛା ୪୦୦ଟଙ୍କା ବୃଦ୍ଧି
ଭୁବନେଶ୍ୱର: ଆଳୁ ଦର ପୁଣି ବୃଦ୍ଧି ପାଇଛି। ଗୋଟିଏ ପ୍ୟାକେଟ ପିଛା ୪ଶହ ଟଙ୍କା ଦର ବଢ଼ିଛି। ୪ଦିନ ପୂର୍ବରୁ ଯେଉଁ ୪୦କେଜି ଆଳୁ ପ୍ୟାକେଟ ଦର ୮ଶହ ଟଙ୍କା ଥିଲା ବର୍ତ୍ତମାନ ସେହି ଆଳୁ ପ୍ୟାକେଟ ଦର ୧୨ଶହ ଟଙ୍କାରେ…
ବର୍ଷାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅନୁଭବ, ”ଆସ LIVE ଆଲୋଚନା” କରିବା
କଟକ: ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଛାଡପତ୍ର ହେବାର କିଛି ମାସ ପରେ ପୁଣି ବିବାଦ ଆରମ୍ଭ ହୋଇଛି। ଅନୁଭବ "ସର୍ବସାଧାରଣ LIVE ଆଲୋଚନା" ପାଇଁ ବର୍ଷାଙ୍କୁ ନିମନ୍ତ୍ରଣ…
ଗାଲୁଆ ହାଇୱା ଡ୍ରାଇଭରର ଚାଞ୍ଚଲ୍ୟକର ବୟାନ: ‘ମୋ ଇଚ୍ଛା ହେଲା ମୁଁ ମାରିଦେଲି….. ‘
ଚିପିଲିମା: ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର ୨ ବରିଷ୍ଠ ବିଜେପି ନେତାଙ୍କ ହାତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ନେତାଙ୍କୁ ହାଇଓ୍ବା ଗାଡି ଚଢାଇ ନିର୍ମମ ହତ୍ୟା ଘଟଣାର ବଡ଼ ଖୁଲାସା । ଚାଳକ କହିଲେ…