Browsing Category
ରାଜ୍ୟ
ଆଜିଠୁ କଂସଙ୍କ ଆଦେଶରେ ଥରିବ ବରଗଡ଼, ୭୭ ବର୍ଷରେ ପାଦ ଥାପିଲା ପ୍ରସିଦ୍ଧ ଧନୁ ଯାତ୍ରା
ବରଗଡ଼: ଆଜିଠାରୁ ଆରମ୍ଭ ଓଡ଼ିଶା ପ୍ରସିଦ୍ଧ ବରଗଡ଼ ଧନୁ ଯାତ୍ରା । ଅମ୍ବାପାଲିରେ ଶୁଭିବ ମହାରାଜ କଂସଙ୍କ ଅଟହାସ୍ୟ ପୂର୍ଣ୍ଣ ହସ । ଚଳିତ ବର୍ଷ ଧନୁ ଯାତ୍ରା ବ୍ୟାପକ ଓ ଭିନ୍ନ ହେବାକୁ ଯାଉଛି ।
ଆଜି ଉଦଘାଟନୀ ଉତ୍ସବରେ…
ଆଜି ଶପଥ ନେବେ ନୂଆ ରାଜ୍ୟପାଳ, ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି
ଭୁବନେଶ୍ବର: ଆଜି ଶପଥ ନେବେ ନୂଆ ରାଜ୍ୟପାଳ । ଡ. ହରିବାବୁ କମ୍ଭମପତି ଆଜି ରାଜ୍ୟପାଳ ଭାବେ ଶପଥ ନେବେ । ଏଥିପାଇଁ ଗତକାଲି ଅର୍ଥାତ ଗୁରୁବାର ଦିନ ସେ ସପରିବାର ସହିତ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ…
କମୁଛି ପାରଦ, ବଢୁଛି ଶୀତ: ଘନ କୁହୁଡି଼ ନେଇ ତିନି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର : ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି। ଏମିତିକି ୧ ରୁ ସାଢେ ୪ ଡିଗ୍ରୀ ସେଲସିୟସ୍ କମିଯାଇଛି ପୂର୍ବ ରାତି ତୁଳନାରେ । ଇସ୍ପାତ ସହର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।…
ସୌର ଶକ୍ତିକୁ ଆପଣାଇ ଉଦାହରଣ ସାଜିଛି ଟିପିଏସ୍ଓଡିଏଲ୍: ସବୁଜ ଶକ୍ତିରେ ଚାଲୁଛି ଅଫିସ
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ଏହାର କର୍ପୋରେଟ କାର୍ଯ୍ୟାଳୟରେ ସୋଲାର ପ୍ୟାନେଲ ସ୍ଥାପନ କରି ସବୁଜ ଶକ୍ତିକୁ ଆପଣାଇଛି।
ପୂର୍ବରୁ କମ୍ପାନୀର କର୍ପୋରେଟ…
କାଲି ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ୨୦୦ ମିଟରରୁ କମ୍ ରହିବ ଦୃଶ୍ୟମାନ କ୍ଷମତା!
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କାଲି ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କତା ।
୨୦୦ ମିଟରରୁ କମ୍ ରହିପାରେ ଦୃଶ୍ୟମାନ କ୍ଷମତା ।…
କେନ୍ଦୁଝର: ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ତୀର ମାଡ଼କଲା ସ୍ବାମୀ, ଆଖି ବୁଜିଲା ପତ୍ନୀ
କେନ୍ଦୁଝର: (ଓଡ଼ିଶା ଭାସ୍କର) ସ୍ବାମୀର ତୀର ମାଡ଼ରେ ସ୍ତ୍ରୀ ମୃତ । କେନ୍ଦୁଝର ଜିଲ୍ଲା ବାମେବାରୀ ହାଣ୍ଡିଭଙ୍ଗା ଗାଁର ଏପରି ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା ସଇତାନ ସ୍ବାମୀ ।…
ମହାପ୍ରଭୁଙ୍କୁ ଦର୍ଶନ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି
ପୁରୀ (ଓଡ଼ାଶା ଭାସ୍କର) : ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ପରିବାର ସହ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଧାନ କରାଯାଇଥିଲା ।
ବିମାନ…
‘ପରବ’ ଫିଲ୍ମର ରୋଜଗାର ଟଙ୍କା ନାରୀଶିକ୍ଷା ପାଇଁ ହେବ ଉତ୍ସର୍ଗ, ଆହ୍ୱାନ ଫାଉଣ୍ଡେସନ ସହ ଚୁକ୍ତି
ଭୁବନେଶ୍ୱର: 'ଦମନ' ପରେ ଆସିଥିବା ମୌଳିକ କାହାଣୀ 'ପରବ' ସମସ୍ତଙ୍କ ମନକୁ ଛୁଇଁଛି। ଅନେକ ବର୍ଷ ପରେ ପରାଦୁ ଫେରିଛନ୍ତି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ।
ଯାହା ଦର୍ଶକଙ୍କୁ ଆକୃଷ୍ଟ କରିଛି।…
ଜାନୁଆରୀ ୧୨ରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’: ଶୀର୍ଶରେ ପାରମ୍ପରିକ ଲୋକ ନୃତ୍ୟ
ଭୁବନେଶ୍ୱର: ପ୍ରକାଶ ଫିଲ୍ମସ୍ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଫିଲ୍ମ 'ରଙ୍ଗଶୁର’ ନୂଆ ବର୍ଷ ଉପଲକ୍ଷେ ଆସନ୍ତା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିବ ।
ରଙ୍ଗଶୁର…
କାନ୍ଦୁଛନ୍ତି ନବୀନ, ଚାଷୀଙ୍କ ପାଇଁ ବହୁଛି ଲୁହ!
ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚାଷୀଙ୍କ ଅଦିନିଆ ବର୍ଷାଜନିତ କ୍ଷତିପୂରଣ ଦେବା ସହ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା…