Browsing Category

ରାଜ୍ୟ

Big Breaking: ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି

ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଧାନ କରାଯାଇଛି। ସେ ପୁରୀ ରାଜଭବନରେ ରାତ୍ରୀଯାପନ କରିବେ।…

ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର, ଏତିକି ଟଙ୍କା ବଢିଲା ଭତ୍ତା ରାଶି

ଭୁବନେଶ୍ବର: ବଡ ଘୋଷଣା କଲେ ମୋହନ ସରକାର । ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । କାରାବରଣ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପେନସନକୁ ଦ୍ବିଗୁଣା କରାଯାଇଛି । ସ୍ବାଧୀନତା ସଂଗ୍ରାମୀ…

(Big Breaking) IAS ସ୍ତରରେ ଅଦଳବଦଳ, ୫ ସଚିବଙ୍କୁ ବଦଳି

ଭୁବନେଶ୍ୱର- ଆଇଏଏସ ସ୍ତରରେ ଏକ ଅଦଳବଦଳ । ଏଥିରେ ୪-୫ ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି । ବଦଳି ଆଇଏଏସଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ପ୍ରାୟ ସାଢେ ପାଞ୍ଚ ମାସ ହେବ ଅରିନ୍ଦମ ଡାକୁଆ…

ଭୁବନେଶ୍ୱରରେ ଜବତ ହେଲା ନକଲି ସିମେଣ୍ଟ, ନାମିଦାମୀ ଲୋଗୋରେ ଚାଲିଥିଲା ଠକେଇ

ଭୁବନେଶ୍ୱର: ଆଜିକାଲି ନକଲି ଜିନିଷର ବିକ୍ରୟ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ବର୍ତ୍ତମାନ ଭୁବନେଶ୍ୱରରେ ଏଭଳି ଏକ ଠକେଇ ମାମଲା ସାମ୍ନାକୁ ଆସିଛି। ସୂଚନା ମୁତାବକ, ବରଗଡ଼ ଥାନା ଟଙ୍କପାଣି ରୋଡରେ ଥିବା ଏହି…

ମା’ ଆଗରେ ଚାଲିଗଲା ନାବାଳକ ପୁଅ, ସ୍କୁଟିକୁ ଚାପିଦେଲା ଟ୍ରକ୍

କେନ୍ଦୁଝର: ନାବାଳକ ଉପରେ ଚଢ଼ିଗଲା ଟ୍ରକ୍ । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୪୯ ନମ୍ବର ଜାତୀୟ ରାଜପଥ ଯଶିପୁର ସ୍ଥିତ ଏକ ବ୍ୟାଙ୍କ ନିକଟରେ ଦେଖିବାକୁ ମିଳିଛି । ଛିଟିକି ପଡ଼ିଲା ନାବାଳକ: ସ୍କୁଟିରେ ମା’…

Breaking: ସରିବ ପ୍ରେସକ୍ରିପସନ ଟେନସନ! ‘ଆଭା’ କାର୍ଡରେ ରହିବ ସମସ୍ତ ତଥ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ଆଭା କାର୍ଡ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପ୍ରେସକ୍ରିପସନରୁ ମୁକ୍ତି ଦେବ ଆଭା କାର୍ଡ । ଏଣିକି ଗୋଟିଏ କାର୍ଡରେ ରହିବ ସମସ୍ତ ରୋଗୀଙ୍କର ଡାଟା ।…

ଓଡ଼ିଶାକୁ ଆସିବେ ଆଉ ୩ଟି ମହାବଳ ବାଘ, ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାକୁ ଆସିବେ ଆଉ ୩ଟି ମହାବଳ ବାଘ । ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଜାରି କରିଛନ୍ତି । ସେ କହିଛନ୍ତି ଯେ, “ଆଉ ୩ଟି ବାଘ ନେଇ ବିଚାର ବିମର୍ଶ ଚାଲିଛି । ସେମାନଙ୍କୁ…

ନୂଆ ବର୍ଷର ଦ୍ୱିତୀୟ ସକାଳେ ଗଡିଲା ମୁଣ୍ଡ, ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ ବିଭତ୍ସ ହତ୍ୟା । ଭୁବନେଶ୍ୱରର ପୁନାମା ଗେଟ ନିକଟରେ ଯୁବକଙ୍କୁ ଅତି ନୃଶଂସଭାବେ ହତ୍ୟା କରାଯାଇଛି । ମୃତଦେହ ରେଳ ଧାରଣରେ ରକ୍ତ ଜୁଡୁବୁଡ ଅବସ୍ଥାରେ ଉଦ୍ଧାର ହୋଇଛି । ଶରୀରର…

ଆସନ୍ତାକାଲିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ପୁରୀ: ନୂଆବର୍ଷ ସମୟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ପୁଣି ଥରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଲୁହା…

ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ, 30 ମିନିଟ ପୂର୍ବରୁ ପହଞ୍ଚିବା ନେଇ ନିର୍ଦ୍ଦେଶ

ଭୁବନେଶ୍ବର:  ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ୨୫ ହଜାର ଏବଂ କଳା ବିଭାଗରେ ପ୍ରାୟ ୧ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା…