Browsing Category
ରାଜ୍ୟ
(Big Breaking) ନୂଆବର୍ଷରେ ନୂଆ ରାଜ୍ୟପାଳ ପାଇବ ରାଜ୍ୟ, ୩ରେ ନେବେ ଶପଥ
ଭୁବନେଶ୍ୱର- ନୂଆ ବର୍ଷରେ ନୂଆ ରାଜ୍ୟପାଳ ପାଇବ ଓଡିଶା । ଆସନ୍ତା ୩ ତାରିଖରେ ହରିବାବୁ କମ୍ଭମପତି ଶପଥପାଠ କରିବେ । ତେଣୁ ଆସନ୍ତା କାଲି ସେ ଭୁବନେଶ୍ୱରରେ ପହଞ୍ଚିବେ । ଅପରାହ୍ନ ୩ଟାରେ ସେ ଭୁବନେଶ୍ୱରରେ ପହଞ୍ଚି…
ପର୍ଯ୍ୟଟନ ଶିଳ୍ପରେ ରାଜ୍ୟ ହେବ ୧ ନମ୍ବର, ଉକ୍ରର୍ଷ ଓଡିଶର ମୂଳଦୂଆ ପଡିବ: ପ୍ରଭାତୀ ପରିଡା
ଭୁବନେଶ୍ୱର- ୨୦୨୫ ହେବ ଓଡିଶା ପାଇଁ ପ୍ରଗତିର ବର୍ଷ । ଏହି ବର୍ଷରେ ରାଜ୍ୟକୁ ଟୁରିଜିମ ହବ କରିବାକୁ ମୋହନ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟ ଏବେ ଦେଶରେ ଟୁରିଜିମ କ୍ଷେତ୍ରରେ ୧୭ ନମ†ରରେ ରହିଛି ।
ଆସନ୍ତା ଦିନରେ…
ଆସନ୍ତା କାଲି ରାଜ୍ୟରେ ପହଞ୍ଚିବ ଡବଲ ଡେକର ବସ, ଏମାନଙ୍କ ପାଇଁ ହେବ ବ୍ୟବହାର
ଭୁବନେଶ୍ୱର- କାଲି ରାଜଧାନୀରେ ଗଡିବ ଡବଲ ଡେକର ବସ । କାଲି ଆସି ପହଞ୍ଚିବ ଏହି ବହୁ ପ୍ରତୀକ୍ଷିତ ବସ । ବର୍ତ୍ତମାନ ପାଇଁ ୪ଟି ବସ ରାଜ୍ୟରେ ଗଡିବା ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ…
ବୟସ୍କମାନେ ବି ହୋଇଥାନ୍ତି Peer Pressureର ଶିକାର, ଜାଣନ୍ତୁ ପରିସ୍ଥିତିରୁ କିପରି ଦୁରେଇ ରହିପାରିବେ
ଓଡ଼ିଶା ଭାସ୍କର: ଦିନକୁ ଦିନ ଦେଶରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହି କ୍ରମରେ ସେମାନେ ଉପେକ୍ଷିତ ମଧ୍ୟ ହେଉଛନ୍ତି । ଅନେକ ପରିବାରରେ ବୟସ୍କ ବ୍ୟକ୍ତିଙ୍କୁ ନେଇ ପରିବାରରେ କଳହ ମଧ୍ୟ ଦେଖାଦେଇଥାଏ ।…
Breaking: ସିଂହଦ୍ୱାରରେ ଶ୍ରଦ୍ଧାଳୁ ଠେଲାପେଲା, ବ୍ୟାରିକେଡ ଭାଙ୍ଗି ମନ୍ଦିର ଭିତରେ ପଶିଲେ ଭକ୍ତ
ପୁରୀ: ନୂଆବର୍ଷ ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ମଧ୍ୟ ରାତ୍ରୀରୁ ଭକ୍ତଙ୍କ ଭିଡ଼ ଲାଗିଛି । ଠେଲାପେଲା ପରିସ୍ଥିତି ଉପୁଜିବା କାରଣରୁ ଶ୍ରଦ୍ଧାଳୁ ବ୍ୟାରିକେଡ୍ ଭାଙ୍ଗିଦେଇଛନ୍ତି ।
ସିଂହଦ୍ୱାର…
Breaking: ନୂଆ ବର୍ଷର ସକାଳ ପାଲଟିଲା ଅଭିଶାପ, ହାଇୱା ଚକାତଳେ ଚାପି ହୋଇଗଲା କୁନି ଝିଅ
କଟକ: ନୂଆ ବର୍ଷରେ କଟକରେ ଘଟିଯାଇଛି ବଡ଼ ଦୁର୍ଘଟଣାରେ । ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଆଖି ବୁଜିଦେଲା କୁନି ଝିଅ ।
କୁନି ଝିଅ ଉପରେ ମାଡ଼ିଗଲା ହାଇୱା । ଯୋବ୍ରା ବ୍ୟାରେଜ୍ ନିକଟରେ ବାଇକକୁ ଧକ୍କା ଦେଲା ହାଇୱା ।…
ଓଡ଼ିଶା ଫେରିଲା ବାଘୁଣୀ ଜିନ୍ନତ, ସ୍ୱତନ୍ତ୍ର ଗାଡ଼ି ଯୋଗେ ମଧ୍ୟରାତ୍ରୀରେ ଶିମିଳିପାଳ ପହଞ୍ଚିଥିଲା
ଭୁବନେଶ୍ୱର: ଓଡ଼ିଶା ଫେରିଲା ବାଘୁଣୀ ଜିନ୍ନତ । ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟରାତ୍ରୀରେ ଶିମିଳିପାଳରେ ପହଞ୍ଚିଲା ବାଘୁଣୀ ଜିନ୍ନତ । ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରୁ ବନ ବିଭାଗ ‘ଜିନ୍ନତ’କୁ ଆଣିଥିଲେ ।…
Breaking: ନୂଆ ବର୍ଷରେ CM ମୋହନ ମାଝୀଙ୍କ ବାର୍ତ୍ତା: ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନରେ ଯୋଗଦେବା ପାଇଁ ସଂକଳ୍ପବଦ୍ଧ ହେବା
ଭୁବନେଶ୍ୱର: ନୂଆ ବର୍ଷ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ, ନବ ବର୍ଷ ଅବସରରେ ଓଡ଼ିଆ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା । ମହାପ୍ରଭୁଙ୍କ କୃପାରୁ ନବବର୍ଷ ସମସ୍ତଙ୍କ ପାଇଁ…
ଆମିଷ ଖାଇ ନୂଆ ବର୍ଷ ପାଳିବେ ଲୋକେ, ବଜାରରେ ଭିଡ଼ କହିଲେ ନ ସରେ …
ଭୁବନେଶ୍ୱର: ୨୦୨୪କୁ ବିଦାୟ ଦେଇ ନୂଆ ବର୍ଷ ୨୦୨୫ ଆରମ୍ଭ ହୋଇସାରିଛି । ମଜାମସ୍ତିରେ ପ୍ରିୟଜନଙ୍କ ସହ ନୂଆବର୍ଷ ମନେଇବା ପାଇଁ ପିକନିକ୍ ସାଙ୍ଗକୁ ଭୋଜି ଭାତର ଆୟୋଜନ ମଧ୍ୟ ହୋଇଛି । ବୁଧବାର ନୂଆବର୍ଷ ପଡ଼ିବା କାରଣରୁ…
ନୂଆବର୍ଷ ପାଇଁ କାଳିଆ ଅନିଦ୍ରା, ରାତି ସାରା ଚାଲିଛି ଦର୍ଶନ
ପୁରୀ: ନୂଆବର୍ଷ ଆରମ୍ଭ ହୋଇସାରିଛି । ନୂଆବର୍ଷ ଉପଲକ୍ଷେ ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି । ଏଥିସହ ଶ୍ରୀମନ୍ଦିରରେ ରାତି ସାରା…