Browsing Category
ରାଜ୍ୟ
Big Breaking- OCA ସଭାପତି ପଦ ଛାଡିଲେ ପ୍ରଣବ, ୪୫ ଦିନରେ ନିର୍ବାଚନ
କଟକ: OCA ଛାଡିଲେ ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ଆଜି ସେ ବିଧିବଦ୍ଧ ଭାବେ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ନେଇ ସୂଚନା ଦେଲେ ଓସିଏର ସମ୍ପାଦକ ସଞ୍ଜୟ ବେହେରା…
Breaking: ମହୁମାଛି ଅକ୍ରମଣରେ ଆଖିବୁଜିଲେ କନିଷ୍ଠ ଯନ୍ତ୍ରୀ, ଡାକ୍ତରଖାନାରେ ଚାଲିଗଲା ଜୀବନ
ରାଇରଙ୍ଗପୁର: ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ । ପ୍ରାଣ ହରାଇଲେ ତିରିଂ ବ୍ଲକର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁ । ମହୁଲଡ଼ିହସ୍ଥିତ କ୍ୱାର୍ଟର୍ସରେ ବିଶ୍ୱନାଥଙ୍କୁ ମହୁମାଛିମାନେ ଆକ୍ରମଣ କରିଥିଲେ…
MKCG ପିଜି ହଷ୍ଟେଲରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣା: ୪ ଡାକ୍ତର ବହିଷ୍କୃତ
ବ୍ରହ୍ମପୁର: ବ୍ରହ୍ମପୁର MKCG ର ୪ ଜଣ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଛି । MKCG ପିଜି ହଷ୍ଟେଲରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଓ ୩…
Breaking: ୨ ଲକ୍ଷ ଟଙ୍କାର ପାରା ଜବତ କଲା ପୋଲିସ, ଘର-ଘର ବୁଲି ପାରା ଚୋରି କରୁଥିଲେ ୨ ଅଭିଯୁକ୍ତ
ଭୁବନେଶ୍ୱର: ରାଜଧାନୀରେ ପାରା ଚୋର ଆତଙ୍କ । ୨ ପାରା ଚୋରଙ୍କୁ ଧରିଲା ପୋଲିସ । ଲୋକଙ୍କ ଘର ବୁଲିବୁଲି ପାରା ଚୋରି କରୁଥିଲେ ଅଭିଯୁକ୍ତ । ୨ ଲକ୍ଷର ପାରା ଜବତ କରିଛି ପୋଲିସ । ଏଥିସହ ୨ ଜଣ ଚୋରଙ୍କୁ ମଧ୍ୟ ଅଟକ ରଖିଛି…
ଗ୍ରାଉଣ୍ଡ ଜିରୋରୁ ମୁଖ୍ୟମନ୍ତ୍ରୀ କଲେ ଫସଲ ହାନିର ଆକଳନ, ଚାଷୀଙ୍କ ସହ କଲେ ଆଲୋଚନା
ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଚାଷୀଙ୍କ ଫସଲହାନୀର ସରଜମିନ ତଦନ୍ତ କରିଛନ୍ତି । ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲର କ୍ଷୟକ୍ଷତି କଲେ ଆକଳନ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ନୟାଗଡ ରଣପୁରର କାଣ୍ଡପଡାରେ…
Breaking: ଧନୁଯାତ୍ରାରେ ଖର୍ଚ୍ଚ ହେବ ଦେଢ଼ କୋଟି ଟଙ୍କା, ୟୁନେସ୍କୋ ମାନ୍ୟତା ପାଇଁ ଉଦ୍ୟମ କରୁଛନ୍ତି ସରକାର
ବରଗଡ଼: ଓଡ଼ିଆ ଅସ୍ମିତାର ପରିଚୟ ହେବ ବରଗଡ଼ର ଧନୁଯାତ୍ରା । ଧନୁଯାତ୍ରା ଖର୍ଚ୍ଚ ବାବଦକୁ ସରକାର ଦେବେ ଦେଢ଼କୋଟି । ଧନୁଯାତ୍ରାର ବୃତ୍ତଚିତ୍ର ପ୍ରସ୍ତୁତ କରିବ ଏନଏସଡି ।
ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା…
Breaking: ପରିବା ଚାଷ କ୍ଷେତ୍ରରେ ବିପ୍ଳବ ଆଣିଛନ୍ତି ଗୋଲାମୁଣ୍ଡାର ଚାଷୀ, ସାରା ଦେଶ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ
ନୂଆଦିଲ୍ଲୀ: ବର୍ଷର ଶେଷ ରବିବାରରେ ମନ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର କଳାହାଣ୍ଡି କଥା କହିଛନ୍ତି । ପରିବା ବିପ୍ଳବ ବିଷୟ କହି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଉଦାହରଣ…
Breaking: ନବୀନଙ୍କ ନୂଆ ରଣନୀତି… ୪ ଜିଲ୍ଲାରେ କ୍ଷତିଗ୍ରସ୍ତ ଫସଲ ବୁଲି ଦେଖିବେ, ଚାଷୀଙ୍କୁ ଭେଟିବେ
ଭୁବନେଶ୍ୱର: ଅଦିନିଆ ବର୍ଷା କ୍ଷୟକ୍ଷତି ଦେଖିବେ ବିରୋଧୀ ଦଳ ନେତା ନବୀନ ପଟନାୟକ । ଆସନ୍ତା କାଲି ୪ ଜିଲ୍ଲା ଗସ୍ତ କରିବେ ନବୀନ । ପୁରୀ , ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରପଡ଼ାରେ ଚାଷଜମି ବୁଲି ଦେଖିବେ ।…
ନବବର୍ଷ ପାଇଁ ପୁରୀରେ କଟକଣା : ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ
ପୁରୀ : ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ଓ ବେଳାଭୂମିକୁ ଲକ୍ଷାଧିକ ପର୍ୟ୍ୟଟକଙ୍କ ସମାଗମ ହେବ। ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍…
ସୁଶାସନ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର, ଗରିବ କଲ୍ୟାଣ ଉଦ୍ଦେଶ୍ୟରେ ହେବ ବ୍ଲକ ବିଭାଜନ
ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ବ୍ଲକ ବିଭାଜନ କାର୍ଯ୍ୟ । ଏ ନେଇ ସୂଚନାଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ ବ୍ଲକ ବଢ଼ିବାର ଆବଶ୍ୟକତା ରହିଛି । ଏ ସମ୍ପର୍କରେ ପଞ୍ଚାୟତରାଜ ବିଭାଗ ସହିତ…