Browsing Category
ରାଜ୍ୟ
(Big Breaking)ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ, ବିମାନରୁ ଓହ୍ଲାଇ ସିଧା ଗଲେ ସଭାକୁ
ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ତିନି ଦିନିଆ ଗସ୍ତରେ ଥିବା…
ବାହାଘର ବେଳେ ବାଇଗଣ ରୁଆ: ମୋଦୀଙ୍କ ଗସ୍ତ ପାଇଁ କୁକୁର ଧରିବାକୁ ଯାଇ BMC ହଟହଟା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ତତ୍ପର ହୋଇଛି ବିଏମସି। ପ୍ରଧାନମନ୍ତ୍ରୀଙ୍କର ଯେଉଁ ଯେଉଁ ସ୍ଥାନରେ ବୈଠକ ଅଛି ବା ଭୁବନେଶ୍ଵରରେ ରହିବା ସମୟରେ ଯେଉଁ ରାସ୍ତାରେ ସେ ଯିବେ ସେହି ରାସ୍ତାରେ ଗୋଟିଏ ବି କୁକୁର…
ବାପରେ ଏତେ ରୁପା! କାରରୁ 88 କେଜିର ରୁପା ଜବତ, 2ଜଣଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ବର:ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଗତ ଦୁଇ ଦିନ ଧରି ଖଲ୍ଲିକୋଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଭିନ୍ନ ଅପରାଧିକ ମାମଲା ଓ ବେପରୁଆ ଗାଡ଼ି ଚାଳନାକୁ ନଜର ରଖି ବିଭିନ୍ନ…
Breaking: ପୋଲିସକୁ ବଡ଼ ସଫଳତା… ମାଓବାଦୀ କ୍ୟାମ୍ପ ଠାବ ସାଙ୍ଗକୁ ବିପୁଳ ସାମଗ୍ରୀ ଜବତ
ବୌଦ୍ଧ: ବୌଦ୍ଧ ମନମୁଣ୍ଡା ଥାନା କନାଗୁଡ଼ା ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିଛି ପୋଲିସ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ୍ କରାଯାଉଥିବାବେଳେ ମାଓବାଦୀଙ୍କ କ୍ୟାମ୍ପ…
ମୁହାଁମୁହିଁ ଧକ୍କା ହେଲା 2 ବାଇକ୍, ଉଡିଗଲା ଦୁଇ ଆରୋହୀଙ୍କ ପ୍ରାଣ
ଭୁବନେଶ୍ବର: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ 2ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାସହିତ 2 ସହିତ ଗୁରୁତର ଆହତ ହୋଇଥିବା ବେଲେ ସେମାନଙ୍କୁ ଉଦ୍ଧାର…
ଆଗାମୀ 3 ଘଣ୍ଚା ସାବଧାନ! 12 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି, ଭୋର ସମୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା
ଭୁବନେଶ୍ବର: ତାମିଲନାଡୁ ବାତ୍ୟା ଆଶଙ୍କା ପ୍ରଭାବରେ ଭୁବନେଶ୍ବରର କିଛି ସ୍ଥାନରେ ବର୍ଷା ଦେଖାଯାଇଛି । ଆଜି ସକାଳୁ ସକାଳୁ ଓଡିଶାର ବିଭିନ୍ନ ଜିଲ୍ଲାରେ ଆକାଶ ମେଘାଚ୍ଛନ୍ନ ରହିଛି । ପାଣପାଗ ବିଭାଗର ସୂଚନା ଅନୁସାରେ,…
Breaking: ଶିଶୁ କନ୍ୟାକୁ ଉଦ୍ଧାର କଲେ ବସ୍ତି ଲୋକେ, ରାସ୍ତାକଡ଼ରେ ପଡ଼ି କାନ୍ଦୁଥିଲା…..
ଭୁବନେଶ୍ୱର: ରାଜଧାନୀରେ ଅଲୋଡ଼ା ଶିଶୁ କନ୍ୟା । ଆଚାର୍ଯ୍ୟବିହାରସ୍ଥିତ ଆରଟିଓ-୧ ନିକଟସ୍ଥ ବସ୍ତି ରାସ୍ତା କଡ଼ରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ରାସ୍ତାକଡ଼ରୁ ଶିଶୁକନ୍ୟାର କାନ୍ଦ ଶୁଣାଯିବା ପରେ ବସ୍ତିବାସିନ୍ଦା…
ଗଣଶିକ୍ଷା ବିଭାଗର ବଡ ଘୋଷଣା, 496ଟି TGT (ଓଡିଆ) ପଦବୀ ସୃଷ୍ଟି
ଭୁବନେଶ୍ବର: ଏଣିକି ସ୍କୁଲରେ ଓଡିଆ ଭାଷା ପାଇଁ ସ୍ବତନ୍ତ୍ର ଓଡିଆ ଶିକ୍ଷକ ନିଯୁକ୍ତ ହେବ । ଓଡ଼ିଆ ଶିକ୍ଷକମାନେ ରାଜ୍ୟରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି-କଳା) ଙ୍କ ପରି ସମାନ ଦରମା ଏବଂ ଭତ୍ତା ପାଇବେ।…
Breaking: ୩ଦିନ ‘ମୋ ବସ୍’ ଯାତ୍ରୀଙ୍କ ପାଇଁ କଷ୍ଟ…… ଚଳାଚଳ ଉପରେ ଲାଗିଲା କଟକଣା
ଭୁବନେଶ୍ୱର: ୩ ଦିନ ପାଇଁ ମୋ ବସ୍ ଚଳାଚଳ ଉପରେ କଟକଣା ଲାଗିଛି । ଡିଜିପି ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ କଟକଣା ଜାଣି କରାଯାଇଛି । ଆଜିଠାରୁ ୧ ତାରିଖ…
Breaking: ଦୋକାନରେ କଳାକନା ବୁଲେଇ, ଦୁର୍ବୃତ୍ତ ଜାଳିଦେଲେ ଗ୍ରୋସରୀ ଦୋକାନ
ସୋର: ସିଙ୍ଗାଖୁଣ୍ଟା ବଜାରରେ ଥିବା ଗ୍ରୋସରୀ ଦୋକାନ ଜାଳିଦେଲେ ଦୁର୍ବୃତ୍ତ । ପଥମେ ଚୋରି କଲେ ତା’ ପରେ ଦୋକାନରେ ନିଆଁ ଲଗେଇଦେଲେ । ନିଆଁରେ ଜଳି ଗ୍ରୋସରୀ ଦୋକାନ ପୁରା ପାଉଁଶ ହୋଇଯାଇଛି । ଏକ କୋଟି ଟଙ୍କାର ସମାଗ୍ରୀ…