Browsing Category

ରାଜ୍ୟ

ଦ ସାବରମତୀ ରିପୋର୍ଟ ଉପରୁ ହଟିଲା କର, ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର: ଦିନକୁ ଦିନ ଦ ସାବରମତୀ ରିପୋର୍ଟର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ଚଳଚ୍ଚିତ୍ର ଉପରୁ ଆଜି କର ଛାଡ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ବିଧାନସଭାରେ ଘୋଷଣା କଲେ ସଂସଦୀୟ ବ୍ୟାପାର…

ଆଳୁ ବାଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଇଛନ୍ତି ବାଧକ!

ଭୁବନେଶ୍ୱର- ଭାଇଙ୍କ କଥାରେ ଦିଦି ରାଜ୍ୟକୁ ଆଳୁ ଯୋଗାଣ ବନ୍ଦ କରିଛନ୍ତି । ଏମିତି କହିଛନ୍ତି ଓଡିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଡିଶାକୁ ଆଳୁ ସପ୍ଲାଇ ବନ୍ଦ କରିଛି ପଶ୍ଚିମବଙ୍ଗ…

ନୀତି ଆୟୋଗ ଢାଞ୍ଚାରେ ରାଜ୍ୟରେ ଯୋଜନା ବୋର୍ଡ ପୁନର୍ଗଠନ ହେବ! ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ୍ ରହିଥିଲା । ଶୀତ ଅଧିବେଶନର ପ୍ରଥମ ଦିନ ହୋହାଲ୍ଲା ଓ ହଟ୍ଟଗୋଳ ମଧ୍ୟରେ ବିତିଥିବା ବେଳେ ଦ୍ୱିତୀୟ…

(Video) 6 ମାସ ପରେ ଏକାଠି ନବୀନ-ପାଣ୍ଡିଆନ, ଭୋଜିକୁ ଯାଇ ପ୍ଲେଟ ଧରି ଖାଇଲେ ଗୁପଚୁପ

ଭୁବନେଶ୍ବର: ଭୋଜିକୁ ଯାଇ ଗୁପଚୁପ ଖାଇଲେ ଭିକେ ପାଣ୍ଡିଆନ । ନବୀନ ଯାଇଥିବା ବେଳେ ପାଣ୍ଡିଆନ ସେଠାରେ ପହଞ୍ଚିଥିଲେ । ଚାରିପଟେ ବୁଲି ବୁଲି ମଜା ନେବା ସହ ଖାଇଲେ ଗୁପ୍‌ଚୁପ୍‌ । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ…

(Video) ରାଜଧାନୀର ପିଛା ଛାଡୁନି ସେକ୍ସ ରାକେଟ, ଗଳି କନ୍ଦିରେ ଚାଲିଛି ବେପାର!

ଭୁବନେଶ୍ୱର- ରାଜଧାନୀରେ ଚାଲିଛି ସେକ୍ସ ରାକେଟ । ପୁଣି ଏକ ସେକ୍ସ ରାକେଟ ଠାବ । ପୋଲିସ ୪ ଯୁବତୀଙ୍କୁ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ସେଠାରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ପୋଲିସ ମୁତାବକ ଏହି…

ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ଜୀବନରେ ବଡ଼ ସ୍ୱପ୍ନ ଦେଖିବାକୁ ପିଲାଙ୍କୁ ଦେଲେ ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ’ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୀବନରେ ବଡ଼ ହେବା ପାଇଁ ବଡ଼ ସ୍ୱପ୍ନ ଦେଖିବାକୁ ଏହି ଅବସରରେ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆତଙ୍କୀ ପନ୍ନୁର ଧମକ, ଟାର୍ଗେଟରେ ଅଛି ଓଡ଼ିଶାର ଡିଜିପି- ଆଇଜି ସମ୍ମିଳନୀ!

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ପୂର୍ବରୁ ମିଳିଲା ଖଲିସ୍ତାନୀ ଧମକ । ଆସନ୍ତାକାଲି(ଶୁକ୍ରବାର) ଠାରୁ ଭୁବନେଶ୍ବରରେ ଚିନିଦିନିଆ ସମ୍ମିଳନୀ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ବ୍ୟାଘାତ…

ବର୍ଷକର ଛୁଆକୁ ଖେଳାଇବାକୁ ନେଇ…

ଭୁବନେଶ୍ୱର- ଓଃ, ଏ ମଣିଷ କେତେ ତଳକୁ ଖସିଯାଇଛି । ତା ନିକଟରେ ମାନବିତା ସତ୍ତା ହରାଇବାରେ ଲାଗିଛି । କାମ ଲାଲସା ମଣିଷକୁ ଏମିତି ଆୟତ୍ତ କରିନେଇଛି କି, ତା ଆଗରେ ବୟସର ସୀମା ନାହିଁ । ଲାଳସାକୁ ଚରିତାର୍ଥ କରିବାକୁ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ନୂଆ ଗାଇଡଲାଇନ୍, ଗାଡି-ଫ୍ରିଜ ଥିଲେ ମିଳିବ ଘର

ଭୁବନେଶ୍ବର: ଆବାସ ଯୋଜନା ପାଇଁ ନୂଆ ଗାଇଡଲାଇନ୍ ଆସିବା ନେଇ ଘୋଷଣା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ବର୍ତ୍ତମାନେ…

ଆସିଲା ହାତୀ ଗଣନା ରିପୋର୍ଟ; ବର୍ଷକରେ ବଢ଼ିଛନ୍ତି ମାତ୍ର ୫ ହାତୀ

ଭୁବନେଶ୍ୱର: ଆସିଲା ରାଜ୍ୟର ହାତୀ ଗଣନା ରିପୋର୍ଟ । ରାଜ୍ୟର ୩୮ଟି ଡିଭିଜନରେ ବର୍ତ୍ତମାନ ୨୧୦୩ ହାତୀ ଅଛନ୍ତି । ରାଜ୍ୟରେ ବର୍ଷକରେ ମାତ୍ର ୫ଟି ହାତୀ ବଢ଼ିଥିବା ରିପୋର୍ଟରୁ ପ୍ରକାଶ । ସରିଲା ଶୀତକାଳୀନ ହାତୀ ଗଣନା…