Browsing Category

ରାଜ୍ୟ

MV ଦେବୀର କ୍ରିଉ ମେମ୍ବରଙ୍କ ଆନ୍ଦୋଳନ, କୋକେନ ଜବତ ପରେ ରଖାଯାଇଥିଲା ଅଟକ

ଭୁବନେଶ୍ବର: ଏମଭି ଦେବୀର ଜାହାଜରେ କ୍ରିଉ ମେମ୍ବରମାନଙ୍କ ଆନ୍ଦଳୋନ ଦେଖାଯାଇଛି । କୋକେନ ଜବତ ପରେ ଜାବାଜକୁ ଅଟକ ରଖାଯାଇଥିବା ବେଳେ  ଏମଭି ଦେବୀର କ୍ରିଉ ମେମ୍ବରମାନେ ଆନ୍ଦୋଳନ କରିଛନ୍ତି । 21 ଜଣ କ୍ରିଉ ମେମ୍ବର…

(Breaking) ବୋନସ ଘୋଷଣା ପରେ ବି ପଞ୍ଜିକରଣ ପାଇଁ ଚାଷୀ ଅନିଚ୍ଛୁକ

ଭୁବନେଶ୍ୱର- କମିଲା ଚାଷୀଙ୍କ ନାମ ପଞ୍ଜିକରଣ । ଗତ ବର୍ଷ ତୁଳନାରେ କମ ଚାଷୀ କରିଛନ୍ତି ପଞ୍ଜିକରଣ । ୨୨ ହଜାର କମ ଚାଷୀ ଚଳିତ ବର୍ଷ କରିଛନ୍ତି ନାମ ପଞ୍ଜିକରଣ । ୨୦୨୩-୨୪ ବର୍ଷରେ ୧୭ଲକ୍ଷ ୭୨ ହଜାର ଚାଷୀ ପଞ୍ଜିକରଣ…

ଅଙ୍ଗନବାଡି କର୍ମଚାରୀଙ୍କଠାରୁ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ

ଗଞ୍ଜାମ- ଭିଜିଲାନ୍ସ ଜାଲରେ ସିଡିପିଓ । ଗଞ୍ଜାମ ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଉପରେ ଲଗାମ ଖଞ୍ଜିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା । ଜଣେ ଆଙ୍ଗନାବାଡି କର୍ମୀଙ୍କ ଏରିଅର ଅର୍ଥ ରିଲିଜ…

(Breaking) ରାଜଧାନୀରେ ପିଲା ବିକ୍ରି, ଅର୍ଥାଭାବ ନା ଅନ୍ୟ କାରଣ, ପୋଲିସ ଚଳାଇଛି ତଦନ୍ତ

ଭୁବନେଶ୍ୱର- ରାଜଧାନୀରେ ପିଲା ବିକ୍ରି ପରି ଆସିଲା ଅଭିଯୋଗ । ନବଜାତ ନୁହେଁ ଏଥର ୪ ବର୍ଷର ଶିଶୁକୁ ବିକ୍ରି କରାଯାଇଥିବା ପରି ଆସିଲା ଅଭିଯୋଗ । ନିଜେ ବାପା ମାଆ କରିଥିଲେ ଶିଶୁର ବିକ୍ରି । ଘଟଣାରେ ପୋଲିସ ୬ ଜଣଙ୍କୁ…

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣ ପାଲଟିଥିଲା ଓଡ଼ିଶା ମଣ୍ଡପ, ତୃତୀୟଥର ଲାଗି ପୁରସ୍କୃତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ୟାଭିଲିୟନ୍ ପୁରସ୍କୃତ ହୋଇଛି । ଲଗାତର ତୃତୀୟଥର ପାଇଁ ପୁରସ୍କୃତ ହୋଇଛି ଓଡ଼ିଶା । ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଶା ମଣ୍ଡପ ।

ଗନ୍ଧମାର୍ଦ୍ଦନକୁ ନେଇ ଗୃହରେ ଉଦବେଗ, ବିଜେଡିର ଆକ୍ଷେପକୁ ଖଣ୍ଡନ କଲେ KV, ଦୋଷ ସ୍ୱୀକାର ପାଇଁ ଦେଲେ ପରାମର୍ଶ

ଭୁବନଶ୍ୱେର- ବୁଧବାର ବିଧାନସଭାର ଦ୍ୱିତୀୟ ଦିନରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇଛି ମୁଖ୍ୟ ବିରୋଧୀଦଳ । ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ୟ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଓ ପରିବେଶ…

ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ୨୦୨୫ ସୁଦ୍ଧା ରାଜ୍ୟର ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ଏନେଇ ଉଚ୍ଚଶିକ୍ଷା ବିଭାଗ…

ହାତୀ ମଣିଷ ଲଢେଇରେ ଏତିକି ଦିନରେ ଗଲାଣି ୬୬୮ ଜୀବନ, ହୋଇଛି ବହୁ କ୍ଷୟକ୍ଷତି

ଭୁବନେଶ୍ୱର- ହାତୀ ଆକ୍ରମଣରେ ରାଜ୍ୟରେ ୬୬୮ ଲୋକଙ୍କ ବିଗତ ୩ ବର୍ଷରେ ଜୀବନହାନି ନେଇ ଗୃହକୁ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ପରିବେଶ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ । ବିଜେଡି ବିଧାୟକ ସନାତନ ମହାକୁଡଙ୍କ…

ଭୂତ ଖାଉଥିଲେ ଚାଉଳ, ନୂଆ ରାସନକାର୍ଡ ଅପେକ୍ଷାରେ ୬ ଲକ୍ଷ

ଭୁବନେଶ୍ୱର : ରାଜ୍ୟରେ ୧ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଇ-କେୱାଇସି ପ୍ରକ୍ରିୟା ଜରିଆରେ ଏହି ମୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮…

ଆଉ ଚାଷୀଙ୍କ ଉତ୍ପାଦ ହେବନି ନଷ୍ଟ, ସରକାର ନେଉଛନ୍ତି ଆବଶ୍ୟକୀୟ ପଦକ୍ଷେପ

ଭୁବନେଶ୍ୱର- ରାଜ୍ୟରେ ଆବଶ୍ୟକ ମୁତାବକ ଶୀତଳ ଭଣ୍ଡାର ପବଲିକ ପ୍ରାଇଭେଟ ପାର୍ଟନରସିପରେ ଖୋଲାଯିବ ବୋଲି ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ବିଧାୟକ ସଞ୍ଜଳି ମୁର୍ମୁ…