Browsing Category
ରାଜ୍ୟ
ସରିଲା ଛୁଟି, ଏବେ କାମରେ ଯୋଗ ଦିଅ… ସୁଜାତା ପାଣ୍ଡିଆନଙ୍କ ଛୁଟି ଆଗ୍ରାହ୍ୟ କଲେ ସରକାର
ଭୁବନେଶ୍ୱର: ପୂର୍ବତନ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନଙ୍କୁ ଲାଗିଛି ଶକ୍ତ ଝଟକା । ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନକୁ ଖାରଜ କରିଛନ୍ତି ରାଜ୍ୟ ସରକାର । ଗତ ମେ’ ୩୧…
ଏତିକି ଟଙ୍କା ମାସିକ ରୋଜଗାର ଥିଲେ ବ୍ୟକ୍ତି ପାଇବେ ପିଏମ ଆବାସରେ ଘର
ଭୁବନେଶ୍ୱର- ବାପାଙ୍କ ଠାରୁ ଭିନେ ହୋଇଛନ୍ତି, ନାହିଁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ । ତେବେ ମୋହନ ସରକାର ଆଣିଲେ ବଡ ଖବର । ଏହି ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ମନ୍ତ୍ରୀ କହିଲେ ପିଏମ ଆବାସରେ…
ଭିମସାରରୁ ଚୋରି ହେଲା ନବଜାତ ଶିଶୁ: ସଙ୍ଗୀନ ଅଭିଯୋଗ ଆଣିଲେ ଦମ୍ପତି
ସମ୍ବଲପୁର: ବୁର୍ଲା ଭିମସାର ମେଡିକାଲରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ । ମେଡିକାଲରୁ ନବଜାତ ଶିଶୁ ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଦମ୍ପତି । ଛତିଶଗଡ଼ର ଦମ୍ପତି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମେଡିକାଲ…
(Breaking) ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପିତ
ଭୁବନେଶ୍ୱର- ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ମୋଟ ୧୨,୧୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏଥିରେ ପ୍ରଶାସନିକ…
ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
ପୁରୀ: ମାର୍ଗଶୀର କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ । ତେଣୁ ଆସନ୍ତାକାଲି(ବୁଧବାର) ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ…
ସୁଭଦ୍ରା ଯୋଜନା: ସୁଭଦ୍ରା ଅପହଞ୍ଚ ନେଇ ପ୍ରଭାତୀ ପରିଡ଼ାଙ୍କ ସୂଚନା, ବଣ୍ଡା ଘାଟି ଯିବେ ସରକାରୀ ଅଧିକାରୀ
ଭୁବନେଶ୍ବର : ସୁଭଦ୍ରା ଯୋଜନା ନେଇ ଦିନକୁ ଦିନ ନୂଆ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ମାର୍ଚ୍ଚ 7 ତାରିଖ ସୁଭଦ୍ରା ଯୋଜନା ଆବେଦନର ଡେଡଲାଇନ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ କୌଣସି…
ଆବାସ ଯୋଜନାକୁ ନେଇ ବଡ ଖବର, କଟିବ ଅଯୋଗ୍ୟ ହିତାଧିକାରୀଙ୍କ ନାମ
ଭୁବନେଶ୍ବର: ଆବାସ ନେଇ ବଡ ଘୋଷଣା । ଆବାସ ପାଇଁ ସର୍ଭେ କରିବେ ରାଜ୍ୟ ସରକାର । ବିଧାନସଭାରେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ଏନେଇ ସୂଚନା ଦେଇଛନ୍ତି । ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ନୂଆ ସର୍ଭେ କରାଯିବ ।…
ସୁଭଦ୍ରା ଯୋଜନା ନେଇ ବଡ ଘୋଷଣା: ଏହି ତାରିଖରେ ମିଳିବ ଦ୍ବିତୀୟ କିସ୍ତି, ମାର୍ଚ୍ଚ 7 ତାରିଖ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ । ମାର୍ଚ୍ଚ 7 ତାରିଖରେ ସୁଭଦ୍ରା ଯୋଜନାର ଡେଡଲାଇନ ବୋଲି ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । 2025 ମସିହା ମାର୍ଚ୍ଚ 7 ତାରିଖ ସୁଭଦ୍ରା ଯୋଜନା…
୫ ମାସରେ ମଲେଣି ୪୦ ହାତୀ, କୁମ୍ଭୀର ଆକ୍ରମଣରେ ଗଲାଣୀ ୨୨ ଜୀବନ….
ଭୁବନେଶ୍ୱର: ରାଜ୍ୟରେ ବନ୍ୟପ୍ରାଣୀ ମୃତୁ୍ୟ ନେଇ ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ରାଜ୍ୟରେ ୫ ମାସରେ ୪୦ ହାତୀ ଆଖିବୁଜିଥିବାବେଳେ ହାତୀ ମୃତୁ୍ୟ ଅଭିଯୋଗରେ ୨୬ ଜଣଙ୍କୁ…
ଆରମ୍ଭରୁ ଚାଲିପାରୁନି ଗୃହ, 4ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି
ଭୁବନେଶ୍ବର: ପ୍ରଥମ ଦିନରୁ ଚାଲିପାରୁନି ଗୃହ । ବିରୋଧୀଙ୍କର ହଟ୍ଟଗୋଳ ସହିତ ନାରାବାଜି କାରଣରୁ ବାରମ୍ବାର ମୁଲତବି ରଖୁଛନ୍ତି ବାଚସ୍ପତି । ଅପରାହ୍ନ 4ଟା ଯାଏଁ ମୁଲତବି ହେଲା ଗୃହ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ…