
Browsing Category
ରାଜ୍ୟ
BREAKING: ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍, ୧୩ ଯବାନ ଆହାତ
ଅନୁଗୁଳ: ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍। ଦୁର୍ଘଟଣାରେ ୧୩ ଯବାନ ଆହତ। ଏନ୍ଏଚ୍ ୫୫ ଜରପଡ଼ା ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା।
OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ନେଇ ଯାଉଥିଲା ଭ୍ୟାନ୍।…
BREAKING: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ଶାହାରୁଖ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା
ନୂଆଦିଲ୍ଲୀ: ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର। 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି।
ତରଙ୍ଗ ସିନେ ପ୍ରଡକସନ୍ସର 'ପୁଷ୍କରା'ଶ୍ରେଷ୍ଠ ଓଡ଼ିଆ ଫିଲ୍ମ। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ…
BREAKING: ୩୧ ଅଗଷ୍ଟରେ OTET ପରୀକ୍ଷା, ଦୁଇଟି ସିଟିଂରେ ହେବ ଏକଜାମ୍
ଭୁବନେଶ୍ୱର: ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା। ସ୍ପେଶାଲ୍ ଓଟିଇଟି ନେଇ ବୋର୍ଡ ପକ୍ଷରୁ ସୂଚନା। ଦୁଇଟି ସିଟିଂରେ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା।
ସକାଳ ୯ଟାରୁ ୧୧.୩୦ ଯାଏଁ ପେର୍ପ-୧ ଓଟିଇଟି…
ପତ୍ନୀଙ୍କ ଅଭିଯୋଗ ଖଣ୍ଡନ କଲେ ଓଏଏସ୍, କହିଲେ “ମୁଁ ଅତୁଲ ସୁବାସ ନୁହେଁ, ଶେଷ ଯାଏଁ ଲଢ଼ିବି”
ଭୁବନେଶ୍ୱର: ଓଏଏସ୍ ବାବୁଙ୍କ ମହିଳା ଥାନାରେ ଅଭିଯୋଗ ପରେ ଥାନାରେ ହାଜର ହୋଇଥିଲେ ଓଏଏସ୍ ବାବୁ ସାର୍ଥକ ସୌରଭ ମହାପାତ୍ର। ଦୁଇ ଦିନ ତଳେ ତାଙ୍କ ମପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ।
ମହିଳା ଥାନା ମାମଲା ରୁଜୁ…
ବ୍ଲକ କର୍ମଚାରୀଙ୍କ ବନ୍ଦ ହେଲା ଦରମା, ଏମରଜେନ୍ସିରେ ଅଫିସ ନ ଆସିବାରୁ ଦରମା ବନ୍ଦ କଲେ କଲେକ୍ଟର
ସାଲେପୁର: ମାହାଙ୍ଗା ବ୍ଲକର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ । ଜୁଲାଇ ମାସର ଦରମା ବନ୍ଦ କଲା କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦରମା ବନ୍ଦ । ଲଗାଣ ବର୍ଷାକୁ ଲକ୍ଷ୍ୟ କରି ସମସ୍ତଙ୍କ ଛୁଟି…
୧୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଛି ଇନୋଭେଟିଭ୍ କ୍ଲାସେସ୍
ଭୁବନେଶ୍ୱର: ଏକ ସୁସ୍ଥ ସମାଜର ମେରୁଦଣ୍ଡ ହେଉଛି ଶିକ୍ଷା। କିନ୍ତୁ ସ୍ୱାର୍ଥ ଲୋଭୀ ସମାଜରେ ଶିକ୍ଷା ପ୍ରଦାନକାରୀ ବ୍ୟକ୍ତି ବିଶେଷକୁ ଠିକ୍ ଭାବେ ଚିହ୍ନିବା ଏକ ପ୍ରତିଯୋଗିତାମୂଳକ ଆହ୍ୱାନ।
ଏହି ଆହ୍ୱାନକୁ ସ୍ୱୀକାର…
ଭଡ଼ାଘରେ ରଖି ଲଗାତାର ୧୪ ଦିନ କାଳ ନାବାଳିକାକୁ ଦୁଷ୍କର୍ମ, ସୁନ୍ଦରଗଡ଼ରେ ଲଜ୍ଜା
ସୁନ୍ଦରଗଡ଼: ନିଖୋଜ ନାବାଳିକାକୁ ଲଗାତାର ୧୪ ଦିନ ଧରି ଦୁଷ୍କର୍ମ। କିଡନାପ କରି ନେଇ ନାବାଳିକାକୁ ଦୁଷ୍କର୍ମ କରୁଥିଲା ନର ରୂପୀ ରାକ୍ଷସ। ସେପଟେ ଝିଅକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ। ଆଉ ୧୪ ଦିନ ପରେ…
ସାପ କାମୁଡାରେ ଗୁରୁତର ଶିଶୁକୁ ପୁନର୍ଜନ୍ମ ଦେଲା ହାଇଟେକ୍ ହସ୍ପିଟାଲ
ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲରେ ପୁର୍ନଜନ୍ମ ପାଇଲା ଛୋଟ ଶିଶୁ। ଶୋଇଥିବା ଅବସ୍ଥାରେ କାମୁଡି ଦେଇଥିଲା ସାପ। ଗୁରୁତର ଶିଶୁକୁ ନୂଆ ଜୀବନ ଦେଇଛି ହାଇଟେକ୍ ହସ୍ପିଟାଲ।
ଗଞ୍ଜାମ ଜିଲ୍ଲାର ଏକ ଶିଶୁ ଶୋଇଥିବା ବେଳେ…
ଅଭଦ୍ରାମୀର ସୀମା ପାର, ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇଦେଲେ ପିଅନ !
ମୋହନା: ଆର. ଉଦୟଗିରି RWSS ବିଭାଗୀୟ ଯନ୍ତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ । ପାଣି ବଦଳରେ ପିଅନ ପରିସ୍ରା ପିଆଇ ଦେଇଥିବା ଅଭିଯୋଗ କରିଛନ୍ତି ଯନ୍ତ୍ରୀ । ଆର. ଉଦୟଗିରି ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ…
ଉପମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ: କଲେଜରେ ICC କମିଟି ଗଠନ ନହେଲେ ଦରମା ବନ୍ଦ
ଭୁବନେଶ୍ବର: ICC କମିଟି ନକଲେ କର୍ତ୍ତୃପକ୍ଷଙ୍କ ଦରମା ହେବ ବନ୍ଦ । ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମାସେ ଭିତରେ ରାଜ୍ୟର ସବୁ କଲେଜରେ ICC କମିଟି କରିବାକୁ ଟାର୍ଗେଟ…