fbpx
Browsing Category

ରାଜ୍ୟ

(Video) ପ୍ରେମର ସଂଜ୍ଞା ବଦଳାଇଦେଲେ ବିଦୁସ୍ମିତା; ଭୋଗର ଲାଳସା ନୁହେଁ, ବରଂ ତ୍ୟାଗ ହେଉଛି ପ୍ରକୃତ ଭଲପାଇବା

ବାଲେଶ୍ୱର: ଦୁଇ ଦିନ ଧରି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିଦୁସ୍ମିତା । ତାହା ପୁଣି ନିଜର ମହାନତା ପାଇଁ ବା ତାଙ୍କର ପ୍ରକୃତ ଭଲପାଇବା ପାଇଁ । ଯେଉଁଠି ଭୋଗର ଲାଳସା ନାହିଁ, ବରଂ ରହିଛି ଖାଲି ତ୍ୟାଗ ।…

ଇଣ୍ଡୋନେସିଆରେ ଶୋଭା ପାଇଲା ଓଡ଼ିଆ ପୁଅଙ୍କ କଳାକୃତୀ: ଜାହାଜରେ ପଠାଗଲା ୧୬ ଫୁଟର ‘ପଦ୍ମ ସମ୍ଭବ’ ମୂର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ରାଜ୍ୟରେ ପ୍ରତିଭାର ଅଭାବ ନାହିଁ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ବହୁ ପ୍ରତିଭା ଦେଶ, ବିଦେଶରେ ସୁନାମ ଅର୍ଜନ କରିଛନ୍ତି । ତେବେ ଏହା ମଧ୍ୟରେ ଜଣେ…

ଗୃହ ବିଭାଗ ବିଜ୍ଞପ୍ତି: ଅବସରପ୍ରାପ୍ତ IPS ସନ୍ତୋଷ କୁମାର ଉପାଧ୍ୟାୟ ଓଡ଼ିଶା ପୋଲିସ ଭର୍ତ୍ତି ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବସରପ୍ରାପ୍ତ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଏକ ନୂଆ ଦାୟିତ୍ୱ ମିଳିଛି । ଓଡ଼ିଶା ପୋଲିସ ଭର୍ତ୍ତି ବୋର୍ଡର ଅଧ୍ୟକ୍ଷ ଭାବେ ସନ୍ତୋଷଙ୍କୁ…

ଓଡ଼ିଶାରେ ପୁଣି ଦେଖାଦେଲା କଳାବାଘ; ୨୦୧୮ ରେ ସୁନ୍ଦରଗଡ଼ ଜଙ୍ଗଲରେ ଦେଖାଦେଇଥିଲା ଏହି ବାଘ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଓଡ଼ିଶାରେ ପୁଣି ଦେଖାଗଲା କଳାବାଘ । ଏନେଇ ସୂଚନା ଦେଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳରେ କଳା ବାଘକୁ ଦେଖିବାକୁ ପାଇଛି ବନ ବିଭାଗ । ୯୦…

ପୁଣି ଓଡ଼ିଶାକୁ ମିଳିବ ୩୭୪ କୋଟି: ଫ୍ଲାଏଓଭର ପାଇଁ ଅର୍ଥ ମଞ୍ଜୁର କଲେ କେନ୍ଦ୍ର ସରକାର

ଓଡ଼ିଶା ଭାସ୍କର: ସମ୍ବଲପୁର ଏନଏଚ ପ୍ରକଳ୍ପ ପାଇଁ କେନ୍ଦ୍ରର ଅର୍ଥ ମଞ୍ଜୁର। ତେବେ ଏନଏଚ- ୫୩ରେ ୩୭୪ କୋଟି ବ୍ୟୟରେ ୬ ଲେନ ଫ୍ଲାଏଓଭର ନିର୍ମାଣ କରାଯିବ। ଏହା ସହ ୨ ଲେନ ବିଶିଷ୍ଟ ରୋଡ଼ ମଧ୍ୟ ନିର୍ମାଣ କରାଯିବ।…

ସେବାୟତଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏଣିକି ସେବାୟତଙ୍କୁ ମିଳିବ….

ଓଡ଼ିଶା ଭାସ୍କର: ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସରକାର ଏହି ସେବାୟତଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ସେବାୟତଙ୍କୁ ୨ ଲକ୍ଷ ଲେଖାଏଁ ସ୍ୱାସ୍ଥ୍ୟବୀମା…

ରାଜ୍ୟର ପ୍ରତି ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା; ୭୨୦୦ଟୁଙ୍ଗି ପାଇବେ ସହାୟତା

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ରାଜ୍ୟର ପ୍ରତି ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା । ରାଜ୍ୟରେ ଥିବା ୭୨୦୦ ଭାଗବତ ଟୁଙ୍ଗି ପାଇବେ ସହାୟତା । ସହାୟତା ଘୋଷଣା କଲେ ରାଜ୍ୟ ସରକାର । ହିନ୍ଦୁ ଧର୍ମର ଅଷ୍ଟାଦଶ…

ପୁରୀ; ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଡ୍ରୋନ୍‌, ବାଲିହରଚଣ୍ଡି ମୁହାଣରେ ମାଛ ମାରିବା ବେଳେ ଜାଲରେ ଲାଗିଲା

ପୁରୀ : (ଓଡ଼ିଶା ଭାସ୍କର) ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଏକ ଡ୍ରୋନ୍‌ । ବାଲିହରଚଣ୍ଡି ମୁହାଣରେ ମାଛ ମାରିବା ବେଳେ ଜାଲରେ ଲାଗିଲା । ଡ୍ରୋନ୍‌ଟିକୁ ସମୁଦ୍ର ଭିତରୁ ପେଣ୍ଠକଣ୍ଟାକୁ ଆଣିଛନ୍ତି ମତ୍ସ୍ୟଜୀବୀ ।…

ସାଇକେଲ ଚଳାଇ ନେଦରଲାଣ୍ଡରୁ କୋରାପୁଟରେ ପହଞ୍ଚିଲେ ବିଦେଶୀ ଦମ୍ପତି; ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ…

କୋରାପୁଟ: ନେଦରଲାଣ୍ଡରୁ ସାଇକେଲ ଚଳାଇ କୋରାପୁଟ ଜିଲ୍ଲା ଜୟପୁରରେ ପହଂଚିଛନ୍ତି ବିଦେଶୀ ଦମ୍ପତି । ରାତି ଦିନ ସାଇକେଲ ଚଳାଉଛନ୍ତି କେବେ ବି ଧକିଯାଉନାହାଁନ୍ତି । ସାଇକେଲରେ ସାରା ବିଶ୍ୱଭ୍ରମଣ କରୁଛନ୍ତି ସ୍ୱାମୀ…

ଓଡ଼ିଶା ପୋଲିସ ସେବା କ୍ୟାଡର ପୁନର୍ଗଠିତ: ପଦବୀ ସଂଖ୍ୟା ୮୭୩କୁ ବୃଦ୍ଧି, ଗୃହ ବିଭାଗ ଜାରି କଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ପୋଲିସ ବିଭାଗରେ ବରିଷ୍ଠ ପାହ୍ୟାରେ ଏକାଧିକ ପଦବୀ…